Movie prime

ବାରମ୍ବାର ମନା କରୁଥିଲା ସ୍ଵାମୀ ତୁ ରିିଲ କରେନା, ହେଲେ ଶୁଣିଲାନି ସ୍ତ୍ରୀ.. ଶେଷରେ ସ୍ଵାମୀ କୁ ହିଁ ରାସ୍ତା ରୁ ହଟେଇ ଦେଲା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ କିଭଳି ଘଟଣା ମାନ ଘଟିବାରେ ଲାଗିଛି ଯାହାକୁ କି ଏବେ ଖୁବ ନିନ୍ଦା ମଧ୍ୟ କରାଯାଉଛି।
ଏହି ଘଟଣା ମଧ୍ଯ ଦିନକୁ ଦିନ ଏଭଳି ଭାବରେ ବଢ଼ିବାରେ ଲାଗିଛି କି ଯାହା ଦ୍ବାରା ଆମ ସମାଜ ଉପରେ ଖରାପ୍ ପ୍ରଭାଵ ପଡ଼ୁଛି। ଆମେ ଏବେ ଆପଣଙ୍କୁ ସେଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଆପଣ ବିଶ୍ବାସ କରି ପାରିବେ ନାହିଁ।
Special Report
ଏହି ଘଟଣା ସମ୍ପର୍କରେ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଆଜ୍ଞା ହଁ ଏଭଳି ଏକ ଘଟଣା ହରିୟଣା ରେ ଘଟି ଯାଇଛି। ସେଠାରେ ଜଣେ ସ୍ତ୍ରୀ ଅନ୍ୟ ଏକ ଯୁବକ ସହ ମିଶି ନିଜ ସ୍ୱାମୀ ଙ୍କୁ ପିଟି ପିଟି ମାରି ଦେଇଛନ୍ତି।
ଏହି ଘଟଣା ସମ୍ପର୍କରେ ବ୍ୟକ୍ତି ଜଣକ ପୁତୁରା ହିଁ ସମସ୍ତଙ୍କୁ କହିଥିଲେ। ସେ କହିଥିଲେ କି ତାଙ୍କର ଦାଦା ଓ ଖୁଡି ଙ୍କ ବୈବାହିକ ଜୀବନ ବେଶ ଭଲରେ ଚାଲିଥିଲା। ହେଲେ ଏହାପରେ ସବୁ ବଦଳି ଯାଇଥିଲା।
ତାଙ୍କ ମଧ୍ୟରେ ପ୍ରାୟତଃ ସମୟରେ ଝଗଡ଼ା ଲାଗୁଥିଲା। ଏହି ଝଗଡ଼ା ପାଇଁ ଦୁହିଁଙ୍କ ମଧ୍ୟରେ ଆଦୌ ପଡୁ ନଥିଲା। ଯାହା ଦ୍ଵାରା ୨୦ ଡିସେମ୍ବର ରେ ଦୁହିଁଙ୍କ ମଧ୍ୟରେ ଏହି ବିବାଦ ଆହୁରି ବଢ଼ିବାରେ ଲାଗିଲା ଆଉ ଖୁବ୍ ଜୋରେ ଝଗଡ଼ା ମଧ୍ୟ ହୋଇ ଥିଲା।
Special Report
ହେଲେ ଏହାପରେ ଯେତେବେଳେ ତାଙ୍କର ପୁତୁରା କବାଟ ଖୋଲି ଯାଇ ଟଙ୍କାର ଦାଦାଙ୍କ ଘରେ ଦେଖିଥିଲେ ସେତେବେଳେ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା।
ସେ ଦେଖିଥିଲେ କି ତାଙ୍କର ଦାଦା ଙ୍କୁ ତାଙ୍କର ଖୁଡ଼ି ପିଟି ପିଟି ଠେଙ୍ଗା ରେ ମାରି ଦେଇଛନ୍ତି। ସେଠାରେ ତାଙ୍କ ସହ ଅନ୍ୟଜଣେ ମଧ୍ୟ ସାମିଲ ଅଛନ୍ତି। ଏହାପରେ ଯୁବକ ଜଣକ ଯାଇ ଥାନାରେ ଏତଲା ଦେଇଥିଲେ।
ଏବେ ଏହି ଅଭିଯୋଗ କୁ ଭିତ୍ତି କରି ପୋଲିସ ଏହି ଘଟଣାର ତଦନ୍ତ ଚାଲାଇଛି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.