Movie prime

ଭାଇ ସତ କହୁଛି, ବରମୁଣ୍ତା ବସ ଷ୍ଟାଣ୍ତ ବଦଳି ଯାଇଛି...୮୦ ବର୍ଷ ରେ ପ୍ରଥମ ଥର ଏମିତି ବସଷ୍ଟାଣ୍ତ ଦେଖିଲି...

 
Gj
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Hjk
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତମାନ ଆସନ୍ତୁ ଶୁଣିବା ଜଣେ ବୃଦ୍ଧ ମହିଳା ଗଣମାଧ୍ୟମ ଆଗରେ କଣ କହୁଛନ୍ତି।
ବନ୍ଧୁଗଣ ବୃଦ୍ଧ ମହିଳା ଜଣଙ୍କ ବୟସ ହେଉଛି ୮୦ ବର୍ଷ। ସେ କିଛି ଜାଗା ଦେଖିନାହାନ୍ତି ବୋଲି କହିଛନ୍ତି। ଖାଲି ପ୍ରଥମଥର ପାଇଁ ବରମୁଣ୍ଡା ବସ ଷ୍ଟାଣ୍ଡକୁ ବୁଲିବାକୁ ଆସିଛନ୍ତି ବୋଲି କହିଛନ୍ତି। ଆଉ ଜଣେ ମହିଳା କହିଛନ୍ତି ସେ ୧୦ ବର୍ଷ ତଳେ ବରମୁଣ୍ଡା ଆସିଥିଲେ।
Jkk
ଆଉ କହିଛନ୍ତି ବରମୁଣ୍ଡା ବସ ଷ୍ଟାଣ୍ଡ ଏୟାରପୋର୍ଟ ଭଳି ଦେଖିବାକୁ ସୁନ୍ଦର ହେଇଛି। ଆଗରୁ ବରମୁଣ୍ଡା ବଣଜଙ୍ଗଲ ଗଛଲତାରେ ପରିପୂର୍ଣ୍ଣ ଥିଲା କିନ୍ତୁ ଏବେ ବହୁତ ବଦଳି ଯାଇଛି ବୋଲି ମହିଳା ଜଣକ କହିଛନ୍ତି।
ମହିଳା ଜଣକ ଲକ୍ଷ୍ମୀସାଗରରୁ ଆସିଛନ୍ତି ବୋଲି କହିଛନ୍ତି। ଆଉ କହିଛନ୍ତି ଲକ୍ଷ୍ମୀସାଗରରୁ ଗ୍ରୁଫ ମେମ୍ବରରୁ ବହୁତ ଲୋକ ଆସିଛନ୍ତି ବରମୁଣ୍ଡାକୁ।
ମହିଳା ଜଣକ କହିଛନ୍ତି ସେ ଯାହାସବୁ ନବୀନ ପଟ୍ଟନାୟକ କରିଛନ୍ତି ସେସବୁ ହେଉଛି ଓଡ଼ିଶା ପାଇଁ ଗର୍ବର କଥା। ତେବେ ବନ୍ଧୁଗଣ ମହିଳାଙ୍କ ଏହି କଥା ବର୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି।