Movie prime

ଘର ଭିତରେ ପ୍ରେମିକା କୁ ଏକା ପାଇ କଷ୍ଟ ଦେଇ ମାରିଦେଲା ପ୍ରେମିକ

 
Hhhu
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଆଜିର ଯୁବପିଢି ମାନେ ଯାହାକୁ ପ୍ରେମ କରୁଛନ୍ତି ଶେଷ ରେ ତାହାକୁ ଜୀବନ ରୁ ମାରି ଦେଉଛନ୍ତି।
ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।ଘରେ କେହି ନ ଥିବା ସମୟ ରେ ଯୁବତୀ ଜଣକ ତାଙ୍କ ପ୍ରେମିକ କୁ ଘର କୁ ଡକାଇ ଥିଲେ।ହେଲେ ଦୁହେଁ ଙ୍କ ମଧ୍ୟରେ ଜୋର୍ ରେ ଝଗଡ଼ା ହୋଇ ଥିଲା।ଶେଷ ରେ ଯୁବକ ଜଣକ ନିଜ ପ୍ରେମିକା ର ବେକ ଚିପି ହ-ତ୍ୟା କରିଥିଲା।
Bbbb
ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ବାସୁଦେବପୁର ଥାନା ଅଞ୍ଚଳର ଭୁବନ ଗ୍ରାମ ରେ।ସେଠାରେ ନିଜ ମାମୁଁ ଘରେ ରହି ପାଠ ପଢ଼ୁଥିଲେ ପଦ୍ମିନୀ ନାୟକ।ସେ ଗତ କିଛି ଦିନ ତଳେ ନିଜ ଘର କୁ ଯାଇଥିଲେ ବୁଲିବା ପାଇଁ।ଗତ ଜାନୁଆରୀ ୧୬ ତାରିଖ ଦିନ ସେ ପୁଣି ଥରେ ନିଜ ମାମୁଁ ଘର କୁ ଚାଲି ଆସି ଥିଲେ।
ଏହା ପରେ ସେ ଦେଖି ଥିଲେ କି ତାଙ୍କ ଘରେ କେହି ନାହାନ୍ତି।ସେ ସାଙ୍ଗେ ସାଙ୍ଗେ ନିଜ ପ୍ରେମିକ କୁ ନିଜ ଘରକୁ ଡକାଇ ଥିଲେ।ଉଭୟ କଥା ହେଉ ଥିଲେ।ଏହି ସମୟ କୌଣସି ଏକ କଥାକୁ ନେଇ ଉଭୟ ଙ୍କ ମଧ୍ୟରେ ବିବାଦ ଲାଗି ରହିଲା।
ତାଙ୍କ ପ୍ରେମିକ ର ନାମ ହେଉଚି ପ୍ରମୋଦ।ଯିଏ କି ଫେସ୍ ବୁକ୍ ମାଧ୍ୟମ ରେ ପଦ୍ମିନୀ ଙ୍କ ସହିତ କଥା ହୋଇ ଥିଲେ।ଏହା ପରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଲା।ସେଦିନ ପଦ୍ମିନୀ ନିଜ ପ୍ରେମିକ ପ୍ରମୋଦ କୁ ଘରକୁ ଡକାଇ ଦେଇଥିଲେ।
Yuu
ଏହା ପରେ ଉଭୟ ଙ୍କ ମଧ୍ୟ ରେ ବିବାଦ ବଢିବାରେ ଲାଗିଲା।ପ୍ରମୋଦ ନିଜ ପ୍ରେମିକା ର ବେକ କୁ ଚିପି ଦେଇଥିଲା।ଏହି ସମୟରେ ପଦ୍ମିନୀ ଙ୍କ ମୃତ୍ୟୁ ହୋଇ ଯାଇଥିଲା।ଏହା ପରେ ପ୍ରମୋଦ ସେ ସ୍ଥାନ ଛାଡି ଫେରାର ହୋଇ ଯାଇଥିଲେ।
ଏ ବିଷୟ ରେ ସେ କାହାକୁ ଜଣାଇ ନ ଥିଲେ।ପଦ୍ମିନୀ ଙ୍କ ମାମୁଁ କ୍ରିକେଟ ଖେଳ ଦେଖିବାକୁ ଯାଇଥିଲେ।ଓ ତାଙ୍କ ମାଇଁ ଗାଁ ରେ ହେଉଥିବା ମକର ମେଳା ଦେଖିବାକୁ ଯାଇଥିଲେ।ସେମାନେ ଯେତେବେଳେ ଘର କୁ ଫେରିଛନ୍ତି।ଦେଖିଲେ ଭାଣିଜି ର ମୃତ ଦେହ ପଡ଼ିଛି।
ଏହା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।ଏବେ ପୋଲିସ ଅଭିଯୁକ୍ତ ପ୍ରମୋଦ କୁ ଗିରଫ କରି କୋର୍ଟ ଚାଲାଣ କରିଛି।ତାଙ୍କ ଜାମିନ ମଧ୍ୟ ନାମଞ୍ଜୁର କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.