Movie prime

ଭାଇ ନଥିଲା ବେଳେ ନୂଆ ଭାଉଜ କୁ ପାଣି ମାଗିବା ବାହାନା ରେ ଜବରଦସ୍ତି ଇଜ୍ଜତ୍ ଲୁଟିଲା ଦିଅର, କାନ୍ଦି କାନ୍ଦି ପୋଲିସ ଆଗରେ ସବୁ କଥା କହିଲେ ନବବିବାହିତା ଭାଉଜ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଏଭଳି ଘଟଣା ମାନ ଘଟିବାରରେ ଲାଗିଛି ଯାହାକୁ କି ବିଶ୍ବାସ କରିବା ମଧ୍ଯ ଅତ୍ୟନ୍ତ କଷ୍ଟକର ଅଟେ।
ଆଜ୍ଞା ଆପଣ ମାନେ ପୂର୍ବରୁ ଅନେକ ଦିଅର ଭାଉଜ ଙ୍କ ପ୍ରେମ କାହାଣୀ ସମ୍ପର୍କରେ ଶୁଣିବାକୁ ପାଇଥିବେ। ଆଉ ଆଜି ମଧ୍ୟ ଆମେ। ଆପଣଙ୍କୁ ସେଭଳି ଏକ ପ୍ରେମ କାହାଣୀ ସମ୍ପର୍କ ରେ କହିବାକୁ ଯାଉଛୁ। ଏହାକୁ ଶୁଣି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
Special Report
ଉତ୍ତରପ୍ରଦେଶ ର ଜାନସୀ ରେ ଘଟି ଯାଇଛି। ତେବେ ଉତ୍ତର ପ୍ରଦେଶର ଅନେକ ପୋଲିସ ଷ୍ଟେସନ ରେ ଅନେକ ପ୍ରେମୀ ଜୁଗଳ ମାନଙ୍କ କେଶ ର ସମାଧାନ କରାଯାଇଛି। ଆଉ ସେଠାରେ ମଧ୍ୟ ତାଙ୍କର ବିବାହ କରାଯାଇଛି।
ହେଲେ ଏହା କିଛି ଭିନ୍ନ ଅଟେ। ଦିଅର ଭାଉଜ ଦୁହେଁ ଦୁହିଁଙ୍କ ପ୍ରେମରେ ପଡି ଯାଇଥିଲେ। ଏହାପରେ ଦୁହେଁ ଦୁହିଁଙ୍କ ସହ ଅନେକ ଥର ଶାରୀରିକ ସମ୍ପର୍କ ମଧ୍ୟ ରଖିଛନ୍ତି।
ମାତ୍ର ଏକଥା ଯେତେବେଳେ ଶାଶୂ ଘର ଲୋକ ମାନେ ଜାଣିଥିଲେ ସେତେବେଳେ ସେମାନେ ଏକଥା କୁ ଘୋର ବିରୋଧ ମଧ୍ୟ କରିଥିଲେ। ଯାହା ଫଳରେ କି ମହିଳା ଜଣକ ପୋଲିସ ଷ୍ଟେସନ ରେ ଆସି କହିଥିଲେ କି ତାଙ୍କର ସ୍ଵାମୀ ମୃ-ତ୍ୟୁ ହୋଇ ଯାଇଛି।
Special Report
ମହିଳା ଜଣକ ହେଉଛନ୍ତି ପାଚୱାରା ଗ୍ରାମର ବାସିନ୍ଦା ତାଙ୍କର ନାମ ହେଉଛି ସୁଧା ଅହରିୱାର। ତାଙ୍କର ତିନୋଟି କନ୍ୟା ସନ୍ତାନ ମଧ୍ୟ ଅଛନ୍ତି। ସ୍ଵାମୀ ଚାଲି ଯିବା ପରେ ସେ କିଭଳି ସେମାନଙ୍କ ପ୍ରତିପୋଷଣ କରିବେ ସେନେଇ ଚିନ୍ତା ରେ ଥିଲେ।
ସେହି ସମୟରେ ତାଙ୍କ ଦିଅର ତାଙ୍କୁ ଖୁବ୍ ସାହାଯ୍ୟ କରିଥିଲେ। ଯାହା ଦ୍ୱାରା ସେମାନେ ଖୁବ ନିକଟତର ମଧ୍ୟ ହୋଇ ଯାଇଥିଲେ। ଏବଂ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ମଧ୍ଯ ଗଢ଼ି ଉଠିଥିଲା।
ଆଉ ଏହାପରେ ଦୁହେଁ ଦୁହିଁଙ୍କୁ ବିବାହ କରିବାର ନିଷ୍ପତ୍ତି ମଧ୍ୟ ନେଇଥିଲେ। ଏହା ଶୁଣିବା ପରେ ପୋଲିସ ସେହି ଷ୍ଟେସନ ରେ ହିଁ ଉଭୟଙ୍କ ବିବାହ କରାଇ ଦେଇଛି। ଏବଂ ଏବେ ଉଭୟ ମଧ୍ଯ ପତି ପତ୍ନୀ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.