Movie prime

୧୬ ବର୍ଷୀୟ ଦିଅର ସହ ୩୫ ବର୍ଷୀୟ ଭାଉଜ ରଖିଥିଲା ସମ୍ପର୍କ ହେଲେ ଅଚାନକ ଦିନେ ଯାହା ହେଲା..

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି
 ଜଣେ ଦିଅର ଯାହାର ବୟସ ୧୬ ବର୍ଷ ଆଉ ତାଙ୍କ ଭାଉଜର ବୟସ ୩୯ ବର୍ଷ । ଏହି ଦିଅର ଜଣକ ତାର ଭାଉଜ ସହ ଶା-ରୀ-ରି-କ ସଂପର୍କ ରଖିଥିଲା । ଆଉ ଏହାପରେ ସେମାନେ ଦୁଇଜଣଙ୍କୁ ନଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା । 
ଆଉ ହଠାତ୍ ତାଙ୍କର ମୃ-ତ୍ୟୁ ହୋଇଥିଲା ବୋଲି ସୂଚନା ମିଳିଛି । ହଠାତ୍ ତାଙ୍କର କାହିଁକି ଏମିତି ହେଲା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଏହି ଖବର ଆସିଛି ଉତ୍ତରପ୍ରଦେଶ ରାଜ୍ୟର ଗୋଣ୍ଡା ଜିଲ୍ଲାରୁ ।
Special Report
ସେହି ଅଞ୍ଚଳର ଜଣେ ଭାଉଜର ନାମ ପୂଜା । ଆଉ ଘରେ ତାର ସ୍ଵାମୀ, ଶାଶୁ, ଶଶୁର, ଦିଅର ଏବଂ ପୁଅ ଝିଅ ରହୁଥିଲେ । ତାର ଦିଅର ସବୁବେଳେ ଘରେ ରହୁଥିଲେ । ଆଉ ସେମାନେ ଥରେ ଲୁଡୁ ଖେଳୁଥିଲେ । 
ଆଉ ହଠାତ୍ ପୂଜାର ଦିଅର ରମଣ ତାର ଭାଉଜର ମୁଣ୍ଡକୁ କିସ କରିଲା । ଆଉ ଏହାପରେ ରମଣ ଏବଂ ପୂଜାକୁ ସମସ୍ତେ ବୁଝାଇଲେ । ତାପରେ ଆଉ ଦିନେ ହଠାତ୍ ରମଣ ତାର ମାଆ ପାଖରେ ନଥିଲା ।
Special Report
ଆଉ ଏହାପରେ ରମଣକୁ ଖୋଜିଲେ ଆଉ ସେ ତାର ଭାଉଜ ରୁମରେ ନଗ୍ନ ଅବସ୍ଥାରେ ଥିଲେ । ଏହାପରେ ତାଙ୍କୁ ଏଭଳି ଅବସ୍ଥାରେ ଦେଖି ପୂଜାର ଶାଶୁ ଚିଲେଇବାରେ ଲାଗିଲା । ଆଉ ଏହାପରେ ସମସ୍ତଙ୍କୁ ଡାକିଲେ । 
ଆଉ ସମସ୍ତେ ଆସି ପୂଜାକୁ ଗାଳି ଦେଲେ ଆଉ ଅନେକ କଥା କହିଲେ । ଏହି ଘଟଣାର ପରଦିନ ପୂଜା ଘରେ ନଥିଲା । ଦେଖିଲା ବେଳକୁ ପୂଜା ତାଙ୍କ ଘରେ ଥିବା ଷ୍ଟୋର ରୁମରେ ଫାଶୀ ଦେଇ ଆ-ତ୍ମ-ହ-ତ୍ୟା କରିଦେଇଛି । ଆଉ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।
ଏହାପରେ ପୂଜାକୁ ଦେଖି ରମଣ ବହୁତ କାନ୍ଦିଲା । ତାପରଦିନ ରମଣ ତାଙ୍କ ଘର ପାଖରେ ଥିବା ଏକ ଗଛରେ ଆ-ତ୍ମ-ହ-ତ୍ୟା କରିଦେଲା । ଏହି ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରମଣ କଣ ଯାହା କରିଲା ଠିକ୍ କରିଲା ଏହାକୁ ନେଇ ପ୍ରଶ୍ନ ଆସୁଛି ।