Movie prime

ଭାଉଜ କୁ ବୁଲେଇ ନେବା ବାହାନା ରେ ଅନୈତିକ ସମ୍ପର୍କ ରଖିଲା ଦିଅର ! ପରେ ଯେତେବେଳେ ସ୍ଵାମୀ ସତ ଜାଣିଲା..

 
Special Report
ନମସ୍କାର ପାଠକ ବନ୍ଧୁ ।ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟରେ ସମାଜ ରେ ଅନେକ ନିନ୍ଦନୀୟ ଘଟଣା ମାନ ଘଟୁଛି।ଯାହାକି ସମସ୍ତେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।ଏଭଳି ଘଟଣା ଦିନ କୁ ଦିନ ବଢ଼ି ବାରେ ଲାଗିଛି।
ଖରାପ ଲୋକ ମାନଙ୍କୁ ଉପଯୁକ୍ତ ଶାସ୍ତି ମିଳୁ ନଥିବାରୁ ଦିନ କୁ ଦିନ ଏହି ଅପରାଧ ବଢ଼ିବାରେ ଲାଗିଛି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ଠାରେ।
Special Report
ଯେଉଁ ଠାରେ ଜଣେ ଗରିବ ଝିଅ କୁ ତିନି ଜଣ ଲୋକ ଦୁ-ଷ୍କ-ର୍ମ କରିଛନ୍ତି।ଘଟଣା ର ଗୋଟେ ସପ୍ତାହ ପରେ ପୀଡିତା ଜଣକ ତାଙ୍କ ମା ଙ୍କ ସହିତ ଆସି ଥାନା ରେ ଏତଲା ଦେଇଥିଲେ।
ସୁଚନାଯୋଗ୍ୟଯେ ବିହାର ର ମୋତିହାର ଠାରେ ଜଣେ ଝିଅ କୁ ଗଣ ଦୁ-ଷ୍କ-ର୍ମ କରା ଯାଇଛି।ତାଙ୍କରି ଗାଁ ର ତିନି ଜଣ ଲୋକ ଝିଅ କୁ ଏକୁଟିଆ ପାଇ ତାଙ୍କ ସହିତ ଜୋର ଜବରଦସ୍ତ କରିଥିଲେ।ଓ ପରେ ତାଙ୍କୁ ଦୁ-ଷ୍କ-ର୍ମ କରି ରାସ୍ତା କୁ ଫୋପାଡ଼ି ଦେଇଥିଲେ।
Special Report
ଏହି ଘଟଣା ଟି ୨୧ ଜୁନ ଦିନ ରାତି ରେ ଘଟି ଥିଲା।ପୀଡିତା ଜଣକ ରାତି ରେ ଶୌଚ ହେବା ପାଇଁ ବିଲ ଆଡକୁ ଯାଇଥିଲେ।ହେଲେ ବିକାଶ ନାମକ ଜଣେ ଯୁବକ ତାଙ୍କୁ ପଛ ପଟୁ ମୁହଁ ବନ୍ଦ କରି ବିଲ ଆଡକୁ ନେଇ ଯାଇଥିଲେ।ଝିଅ ଟି ସମସ୍ତଙ୍କୁ ଜୋର ପାଟି ରେ ଡାକ ଛାଡୁ ଥିଲା।ହେଲେ କେହି ଶୁଣି ନ ଥିଲେ।
ବିକାଶ ସହିତ ତା ସାଙ୍ଗ ଲାଲୁ ସାହାନି ଓ ବୀର ଲାଲ୍ ସାହାନି ମଧ୍ୟ ତାକୁ ବ-ଳ-ତ୍କା-ର କରିଥିଲେ।ତା ପରେ ପୀଡିତା ଙ୍କୁ ବିଲ ମଝି କୁ ନେଇ ଯାଇ ଜଣକ ପରେ ଜଣେ ତାକୁ ଦୁ-ଷ୍କ-ର୍ମ କରି ଚାଲିଲେ। ପୀଡିତା ଏହାର ପ୍ରତିବାଦ କରିବା ସତ୍ୱେ ସେମାନେ ତାଙ୍କୁ ଛାଡି ନ ଥିଲେ।
Special Report
ପରେ ସେମାନେ ସବୁ ଚାଲି ଯାଇଥିଲେ।ପୀଡିତା ଜଣକ ଘରେ ଆସି ପହଁଞ୍ଚିଲେ।ହେଲେ ତାଙ୍କ ମା ମାମୁଁ ଘର କୁ ଯାଇଥିଲେ ଓ ବାପା କାମ କୁ ଯାଇଥିଲେ। ସେ ଓ ତାଙ୍କ ସାନ ଭଉଣୀ ଘରେ ରହୁଥିଲେ।ମା ଯେତେବେଳେ ଘର କୁ ଆସିଲେ ଝିଅ ମା କୁ ସବୁ କଥା କହିଲା।
ମା ତା ପରେ ତାକୁ ଥାନା କୁ ନେଇକି ଗଲା।ସେମାନଙ୍କ ବିରୋଧ ରେ ଅଭିଯୋଗ କଲେ।ଏହାକୁ ପୋଲିସ ମାନେ ଗୁରୁତ ର ସହିତ ନେଇ ତିନି ଜଣ ଙ୍କୁ ଖୋଜିଲେ।
Special Report
ସେମାନଙ୍କୁ ଗିରଫ କରି ହାଜତ ରେ ଭର୍ତି କଲେ।ଓ ଏବେ ସେମାନଙ୍କ ବିରୋଧ ରେ କୋର୍ଟ ରେ କେସ୍ ଚାଲିଛି।ଖୁବ ଶୀଘ୍ର ସେମାନଙ୍କୁ ଫାସି ଦିଆ ଯିବା ଉଚିତ ବୋଲି ସମସ୍ତେ କହୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.