Movie prime

ଗାଧେଇ ଆସି ଥିବା ଭାଉଜ କୁ ଟିକେ କାମ ଅଛି କହି ଡାକି, ଧର୍ଷଣ କରିଦେଲା ସମ୍ପର୍କୀୟ ଦିଅର !!

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ମାନ ଘଟୁଛି। ଦିନକୁ ଦିନ ଏଭଳି ଘଟଣା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଉଛି।
Special Report
ଏଭଳି ଘଟଣାକୁ କେହି ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି। ଆଜିକାଲି ପ୍ରେମ, ପ୍ରତାରଣା, ଧୋକା ଓ ଆ-ତ୍ମ-ହ-ତ୍ୟା ନିତି ଦିନିଆ କଥା ପାଲଟି ଗଲାଣି। ଆଉ ଏହି କଥାକୁ ମଧ୍ୟ ପ୍ରତ୍ୟେକ ଦିନ ଆପଣ ମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଖିବାକୁ ପାଉ ଥିବେ।
ଏବେ ଆମେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଜଣେ ରାଜସ୍ଥାନରେ ଏକ ଲଜ୍ୟା ଜନକ ଘଟଣା ଘଟି ଯାଇଛି।
Special Report
ସେଠାରେ ଏକ ମହିଳା ନିଜ ସ୍ଵାମୀ ସହ ହସ ଖୁସୀ ର ସଂସାର ବିତାଉ ଥିଲେ। ତାଙ୍କର ତିନୋଟି ପିଲା ମଧ୍ୟ ଅଛି। ହେଲେ ମହିଳା ଜଣକ ତାଙ୍କ ସ୍ୱାମୀ ଥିବା ପରେ ମଧ୍ୟ ସେ ତାଙ୍କର ଦିଅର ଙ୍କ ସହ ପ୍ରେମରେ ପଡି ଯାଇଥିଲେ।
ଆଉ ଏହାପରେ ସେ ତାଙ୍କର ଦିଅର ଙ୍କ ପ୍ରେମରେ କିଛି ମଧ୍ୟ କରିବାକୁ ପ୍ରସ୍ତୁତ ଥିଲେ। ମାତ୍ର ତାଙ୍କର ପ୍ରେମ କୁ ଘର ଲୋକଙ୍କ ତରଫ ରୁ ସହମତି ମିଳୁ ନଥିଲା।
Special Report
ଆଉ ମହିଳା ଜଣକ ତାଙ୍କ ପ୍ରେମ ପାଇଁ ସେ ତାଙ୍କର ସମସ୍ତ ପିଲା ମାନଙ୍କୁ ମଧ୍ଯ ଛାଡ଼ି ଦେଇଥିଲେ। ଏଥି ସହ ସେ ତାଙ୍କର ସ୍ଵାମୀ ଙ୍କୁ ମଧ୍ୟ ଛାଡ଼ି ଦେଇଥିଲେ। ଏହି ଘଟଣା ଏବେ ଚାରି ଆଡେ ଚହଳ ସୃଷ୍ଟି କରିଛି। ଏହାପରେ ମହିଳା ତାଙ୍କର ଦିଅର ସହ ମିଶି,
ଏକ ବଡ଼ ପଦକ୍ଷେପ ନେଇ ଯାଇଥିଲେ। ସେ ତାଙ୍କର ଦିଅର ଙ୍କ ସହ ମିଶି ଆ-ତ୍ମ-ହ-ତ୍ୟା କରି ଦେଇଥିଲେ। ଆଉ ଏହାପରେ ପୋଲିସ ଏହି ଘଟଣାର ତଦନ୍ତ ପରେ ଜଣା ପଡିଲା କି ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିବା କାରଣରୁ ଏଭଳି କରିଛନ୍ତି।
Special Report
ତେବେ ଏହି ଘଟଣା ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.