Movie prime

ଭାଉଜ କୁ ହୋଟେଲ କୁ ଡାକି ନେଇ ଅନୈତିକ ସମ୍ପର୍କ ରଖିଲା ଦିଅର, ଭାଉଜ କହିଲା ଆଜିଠୁ ମୁ ତମ ସ୍ତ୍ରୀ ହେଲି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ଆମ ସମାଜରେ କିଭଳି ଘଟଣା ମାନ ଘଟିବା ରେ ଲାଗିଛି। ସେହି ଘଟଣା ଗୁଡ଼ିକ ମଧ୍ୟ ଅତ୍ୟନ୍ତ ନିନ୍ଦନୀୟ ଅଟେ। ଲୋକ ମାନେ ମଧ୍ୟ ଏଥିପାଇଁ ନାହିଁ ନଥିବା କଥା କହିଛନ୍ତି।
ତେବେ ଆଜିର ଲୋକ ମାନଙ୍କୁ ଟିକେ ହେଲେ ମଧ୍ୟ ଲଜ୍ୟା ସରମ ନାହିଁ। ସେମାନେ ନିଜର ଇଚ୍ଛା ଆଗରେ ଅନ୍ୟ କାହାକୁ ଦେଖୁ ନାହାଁନ୍ତି। ଏଭଳି କାର୍ଯ୍ଯ କରି ବସୁଛନ୍ତି କି ଯାହାର କ୍ଷମା ମଧ୍ୟ ନାହିଁ।
Special Report
ବର୍ତ୍ତମାନ୍ ଆମ ସମାଜରେ ଏଭଳି ଘଟଣା ମାନ ସୋସିଆଲ ମିଡିଆରେ ପ୍ରସାରିତ ହେବାରେ ଲାଗିଛି। ଆମେ ଆପଣଙ୍କୁ ଏବେ ଏଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହାର କି ଆପଣ ନିନ୍ଦା ନକରି ରହି ପାରିବେ ନାହିଁ।
Special Report
କାରଣ ଏହା ଏକ ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ ଅଟେ। ଏହି ଘଟଣା ଟି ଉତ୍ତରପ୍ରଦେଶ ରେ ଘଟି ଯାଇଛି। ଜଣେ ଯୁବକ ତାଙ୍କର ଦୁଇଜଣ ଭାଉଜ ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଆଉ ଏଭଳି ଘଟଣା ଆପଣ ପୁର୍ବରୁ ଶୁଣି ନଥିବେ।
ଯୁବକ ଜଣକ କହିଛନ୍ତି କି ତାଙ୍କର ଦୁଇଜଣ ଭାଉଜ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଛନ୍ତି। ଆଉ ଏନେଇ ଯୁବକ ଜଣକ କୋର୍ଟ ର ଦ୍ବାରସ୍ଥ ହୋଇଛନ୍ତି।
Special Report
ଯୁବକ ଜଣକ କହିବା ମୁତାବକ ଯେତେବେଳେ ତାଙ୍କର ଭାଇ ମାନେ କାର୍ଯ୍ୟ କରିବା ପାଇଁ ବାହାରକୁ ଯାଆନ୍ତି ସେତେବେଳେ ତାଙ୍କର ଦୁଇଜଣ ଭାଉଜ ଆସି ତାଙ୍କୁ ଧମକାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ ମଧ୍ଯ କରନ୍ତି। ଆଉ ଶାରୀରିକ ସମ୍ପର୍କ ମଧ୍ୟ ରଖନ୍ତି।
ଆଉ ଯେତେବେଳେ ଏହା ଅତିଶୟ ହୋଇ ପଡ଼ିଥିଲା ସେତେବେଳେ ଯୁବକ ଜଣକ ତାଙ୍କର ଭାଉଜ ଦୁଇଜଣ ଙ୍କ ନାମରେ ଥାନାରେ ଯାଇ ଏତଲା ଦେଇଥିଲେ। ଏବଂ ଏହାପରେ ପୋଲିସ୍ ତାଙ୍କର ଦୁଇ ଜଣ ଭାଉଜ ଙ୍କ ନାମରେ ମାମଲା ରୁଜୁ କରିଥିଲା।
Special Report
ଆଉ ଏବେ ମଧ୍ୟ ତାଙ୍କର ଦୁଇଜଣ ଭାଉଜ ଙ୍କୁ ଅଟକ ରଖା ଯାଇ ପଚରା ଉଚରା ଜାରି ରହିଛି। ଭାଉଜ ଙ୍କ ତାଙ୍କ ଦିଅର ଙ୍କ ସହ ଏଭଳି ସମ୍ପର୍କକୁ ନେଇ ଚାରିଆଡ଼େ ଖୁବ ନିନ୍ଦା ମଧ୍ୟ କରାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.