Movie prime

ଚରିତ୍ର ହିନ ଭାଉଜ ର କଳା କାରନାମା ! ଅଧ ରାତି ରେ ରଖିଲା ଦୁଇ ଦୁଇଟା ଦିଅର ସହ ସମ୍ପର୍କ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ବର୍ତ୍ତମାନ ସମୟରେ ସମାଜ ରେ କିଭଳି ଭାବେ ନିନ୍ଦନୀୟ ଘଟଣା ମାନ ଘଟୁଛି।ସ୍ଵାମି ଥାଉ ଥାଉ ପର ପୁରୁଷ ସହିତ ସମ୍ପର୍କ ରଖିବାକୁ ସ୍ତ୍ରୀ ଲୋକ ମାନେ ଟିକେ ବି ପଛ ଘୁଞ୍ଚା ଦେଉ ନାହାନ୍ତି।
Special report
ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ର ମୁଜାଫରନଗର ରେ।ଜଣେ ସ୍ତ୍ରୀ ଲୋକ ଦିଅର ପ୍ରେମ ରେ ଏତେ ପାଗଳ ହୋଇ ଗଲା ଯେ ନିଜ ସ୍ଵାମି କୁ ମାରିବା ପାଇଁ ମଧ୍ୟ ପଛ ଘୁଞ୍ଚା ଦେଲା ନାହିଁ।ଦିଅର ସହିତ ମିଶି ସ୍ଵାମି କୁ ହ-ତ୍ୟା କଲା।ଏଭଳି ସ୍ତ୍ରୀ ଲୋକ ଙ୍କୁ କଠୋର ଦଣ୍ଡ ଦେବା ଉଚିତ।
ସୁଚନା ଅନୁଯାୟି ମୁଜାଫରନଗର ର ମାଣ୍ଡାଲା ଗାଁ ରେ ସାଗର ନାମକ ବ୍ୟକ୍ତି କିଛି ଦିନ ତଳେ ଗାୟବ୍ ହୋଇ ଯାଇଥିଲେ।ତାଙ୍କ ପରିବାର ଲୋକେ ଥାନା ରେ ଏ ବିଷୟ ରେ ଏତଲା ଦେଇଥିଲେ।ଅନେକ ଦିନ ଧରି ପୋଲିସ ତାଙ୍କୁ ଖୋଜିଥିଲା ହେଲେ ମିଳି ନ ଥିଲେ।
Special report
ଶେଷରେ ପୋଲିସ ର ସନ୍ଦେହ ସାଗର ର ସ୍ତ୍ରୀ ଓ ତାର ସାବତ ଭାଇ ଉପରେ ହୋଇ ଥିଲା।ପୋଲିସ ତାଙ୍କୁ ଡାକି ପଚରା ଉଚରା କରିଥିଲା ।କିନ୍ତୁ ସେମାନେ କୌଣସି କଥା କୁ ମାନି ନ ଥିଲେ।ପୋଲିସ ବାଧ୍ୟ କରିବାରୁ ସେମାନେ ଧୀରେ ଧୀରେ ସତ କହିବା ଆରମ୍ଭ କଲେ।
ସେମାନେ ଦୁହେଁ ପରସ୍ପର କୁ ଅନେକ ଦିନ ହେଲାଣି ଭଲ ପାଉଥିଲେ।ହେଲେ ତାଙ୍କ ରାସ୍ତା ର କଣ୍ଟା ସାଜି ଥିଲେ ସାଗର।ତାଙ୍କ ସ୍ତ୍ରୀ ସାଗର ଙ୍କ ସହିତ ଖୁସି ନ ଥିଲେ।ସେଥିପାଇଁ ସେ ଦିଅର ଙ୍କୁ ପ୍ରେମ କରି ବସି ଥିଲେ।
Special report
ସେଥିପାଇଁ ଉଭୟ ଚାହୁଁଥିଲେ ସାଗର ର ମୃ-ତ୍ଯୁ।ତେଣୁ ଦିଅର ଭାଉଜ ମିଶି ସାଗର ଙ୍କୁ ହ-ତ୍ୟା କରିଥିଲେ।ଓ ତାଙ୍କ ଶବ କୁ ନେଇ ନିର୍ମାଣଧିନ କୋଠା ଭିତରେ ପୋତି ଦେଇଥିଲେ।
Special report
ତା ପରେ ପୋଲିସ୍ ଘଟଣା ସ୍ଥଳ ରେ ପହଁଞ୍ଚି ଶବ କୁ ଗାତ ଭିତରୁ ବାହାର କରି ଥିଲା। ଓ ପରେ ପୋଷ୍ଟ ମର୍ଟମ୍ ପାଇଁ ପଠାଇ ଥିଲେ।ଦିଅର ଭାଉଜ ଙ୍କୁ ଜେଲ କୁ ପଠାଇ ଦିଆ ଗଲା।ସେମାନେ ପ୍ରଥମେ ପ୍ରଥମେ ପୋଲିସ କୁ ଲୁଚାଇ ବାକୁ ବହୁତ ଚେ଼ଷ୍ଟା କଲେ।କିନ୍ତୁ ଶେଷ ରେ ପୋଲିସ ହାତ ରେ ଧରା ପଡି ଗଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.