Movie prime

ରାତି ଅଧ ରେ ଭାଉଜ ରୁମ୍ ରେ ପଶି ଖରାପ ସମ୍ପର୍କ ରଖିଲା ଦିଅର

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଲୋକ ମାନଙ୍କର ଚିନ୍ତା ଧାରା କିପରି ବଦଳି ଗଲାଣି।ପୂର୍ବ ରୁ ଲୋକ ମାନଙ୍କ ର ବ୍ୟବହାର ବହୁତ ଭଲ ଥିଲା।ମାତ୍ର ଏବେ ଲୋକ ମାନେ ଅମଣିଷ ପାଲଟି ଯାଇଛନ୍ତି।
Special report
ନିଜର ଇଚ୍ଛା ପୂରଣ ପାଇ ସେମାନେ ଅନେକ ଭୁଲ କାମ କରି ବସିଛନ୍ତି।ସମ୍ପର୍କ ର ମୂଲ୍ୟ ବୁଝୁ ନାହାନ୍ତି।ଭାଉଜ ହେଉଛନ୍ତି ମା ସମାନ।ତାଙ୍କ ସହିତ ବିବାହ କରିବାକୁ ଜଣେ ଦିଅର ପାଗଳ ଭଳି ହେଉଛି।ଆମେ ଆପଣ ଙ୍କୁ ଆଜି ସେହି ବିଷୟ ରେ କିଛି କହିବାକୁ ଯାଉଛୁ।
ଘଟଣା ଟି ଘଟିଛି ଉତ୍ତର ପ୍ରଦେଶର ଏଟା ଜିଲ୍ଲାର ରିଯୋରା ଥାନା ଅଞ୍ଚଳ ରେ।ସେଠାରେ ଜଣେ ଦିଅର ମହମ୍ମଦ ନିଜ ଭାଉଜ ଙ୍କୁ ଜୋର୍ ଜବରଦସ୍ତ ବିବାହ କରିବା ପାଇ ବାଧ୍ୟ କରୁଛି।ଭାଉଜ ରାଜି ନ ହେବାରୁ ତାକୁ ଓ ତାର ଚାରି ପିଲା ଙ୍କୁ ମାରି ଦେବାକୁ ଧମକ ଦେଇଛି।
Special report
ଭାଉଜ ଙ୍କ ଘରୁ ସବୁ ଜିନିଷ ଫୋପାଡି ଦେଉଚି।କହୁଚି ତୁ ମୋତେ ବାହା ନ ହେଲେ ଏ ଘରେ ରହି ପାରିବୁ ନାହିଁ।ତୋତେ ଏ ଘର ଛାଡ଼ି ଯିବାକୁ ପଡିବ।ସେଥିପାଇଁ ମହିଳା ଜଣକ ଥାନା ର ଦ୍ବାରସ୍ଥ ହୋଇଚନ୍ତି।
Special report
ସୂଚନା ଅନୁସାରେ ଏଟା ଜିଲ୍ଲା ରେ ଗତ କିଛି ତଳେ ଜଣେ ମହିଳା ଥାନା ରେ ତାଙ୍କ ଦିଅର ଙ୍କ ବିରୋଧ ରେ ଅଭିଯୋଗ ଆଣି ଥିଲେ।ତାଙ୍କ କହିବା ମୁତାବକ ଗତ ତିନି ମାସ ହେଲାଣି ତାଙ୍କ ସ୍ଵାମୀ ତାଙ୍କୁ ଛାଡି ଚାଲି ଯାଇଛନ୍ତି।ତାଙ୍କ ସ୍ଵାମୀ ଙ୍କ ମୃ-ତ୍ୟୁ ହୋଇ ସାରିବା ପରେ
 ତାଙ୍କ ଦିଅର ମାନେ ତାଙ୍କୁ ବହୁତ ହଇରାଣ କରୁଛନ୍ତି।ତାଙ୍କର ଚାରି ପିଲା ଅଛନ୍ତି।ମହିଳା ଜଣକ ଆଉ ବିବାହ କରିବାକୁ ଚାହୁଁ ନାହାନ୍ତି।ସେ ତାଙ୍କ ଚାରି ପିଲା ଙ୍କ ମୁହଁ କୁ ଚାହିଁ ଜୀବନ କଟାଇ ବାକୁ ଇଛା କରିଛନ୍ତି।
Special report
ହେଲେ ତାଙ୍କ ଦିଅର ମାନେ ଏ କଥା ବିରୋଧ କରିଛନ୍ତି।ସେମାନଙ୍କ ଭିତରୁ ଜଣେ ଭାଉଜ ଙ୍କୁ ବିବାହ କରିବା ପାଇ ଚାହୁଁଚି।ଭାଉଜ ମନା କରିବାରୁ ବହୁତ ଝଗଡ଼ା କରୁଛନ୍ତି।ସେଥିପାଇଁ ଭାଉଜ ଥାନା କୁ ଯାଇ ଏକ ରିପୋର୍ଟ ଲେଖିଛନ୍ତି।ତାଙ୍କ କହିବା ଅନୁଯାୟୀ ପୋଲିସ ମାନେ ଏ ମାମଲା ର ଯାଞ୍ଚ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.