Movie prime

ରାତି ଅଧ ରେ ଭାଉଜ ରୁମ୍ ରେ ପଶି ଏମିତି କଲା ଦିଅର, କଷ୍ଟ ରେ ଚିଲ୍ଲେଇ ଚିଲ୍ଲେଇ ରୁମ୍ ରୁ ଦୌଡିଲା ଭାଉଜ..

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଦିଅର ଭାଉଜ ପ୍ରେମ କାହାଣୀ ବିଷୟ ରେ ଅନେକ ଥର ଶୁଣି ଥିବେ।ଆଜି ପୁଣି ଥରେ ଆମେ ଆପଣ ମାନଙ୍କୁ ଦିଅର ଭାଉଜ ଙ୍କ ପ୍ରେମ କାହାଣୀ ବିଷୟ ରେ କହିବାକୁ ଯାଉଛୁ।ଦୁଇ ଝିଅ ଥାଉ ଥାଉ ମା କରୁଚି ଅନ୍ୟ ଜଣକୁ ପ୍ରେମ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
Special Report
ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ବରେଲି ଜିଲ୍ଲା ରେ।ସେଠାରେ ଜଣେ ମହିଳା ତାଙ୍କ ଦିଅର ଙ୍କ ସହିତ ଖରାପ ସମ୍ପର୍କ ରଖି ତାଙ୍କୁ ବିବାହ କରିବେ ବୋଲି ଜିଦ୍ ଧରିଛନ୍ତି।ଯାହାକୁ ନେଇ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ସେହି ଅଞ୍ଚଳ ର ଜଣେ ମହିଳା କିଛି ଦିନ ତଳେ ବିବାହ କରିଥିଲେ।ବିବାହ ପରେ ତାଙ୍କର ଦୁଇଟି ଝିଅ ଜନ୍ମ ହୋଇ ଥିଲା।ହେଲେ ଏହି ସମୟ ରେ ମହିଳା ଙ୍କ ସ୍ଵାମୀ ମରି ଯାଇଥିଲେ।ଏହା ପରେ ମହିଳା ଙ୍କ ପିତା ମାତା ତାଙ୍କୁ ଆଣି ଅନ୍ୟ ସ୍ଥାନରେ ବିବାହ କରାଇ ଥିଲେ।
ତାଙ୍କ ଦୁଇ ଝିଅ ଙ୍କୁ ମଧ୍ୟ ତାଙ୍କ ସହିତ ପଠାଇ ଦେଇ ଥିଲେ।ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା।ହେଲେ ହଟାତ ଦିନେ ମହିଳା ଜଣକ ନିଜ ଦିଅର ଙ୍କୁ ପ୍ରେମ କଲେ।ଏ ବିଷୟ ରେ କେହି ଜାଣି ପାରି ନ ଥିଲେ।
Special Report
ଏହା ପରେ ମହିଳା ଜଣକ ନିଜ ଦିଅର ସହିତ ଶାରୀରିକ ସମ୍ପର୍କ ରଖୁଥିବା ସମୟରେ ତାଙ୍କ ସ୍ଵାମୀ ସବୁ କିଛି ଦେଖି ଦେଇଥିଲେ।ଏହାକୁ ସେ ବିରୋଧ କରିଥିଲେ।ଏହା ପରେ ବିବାଦ ବଢି ବାକୁ ଲାଗିଲା।ମହିଳା ଜଣକ ତାଙ୍କ ଦିଅର ଙ୍କୁ ସମର୍ଥନ କଲେ।ତାଙ୍କ ସହିତ ରହିବାକୁ ଜିଦ୍ କଲେ।
ତାଙ୍କର ଏଭଳି ଜିଦ୍ ଦେଖି ତାଙ୍କ ସ୍ଵାମୀ ଶେଷ ରେ ତାଙ୍କୁ କହିଲେ ତୁ ଯା ତା ସହିତ ଖୁସି ରେ ରହ।ଏହା ପରେ ମହିଳା ଙ୍କ ପରିବାର ଲୋକେ ଆସି ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ।କିନ୍ତୁ କିଛି ସଫଳ ହୋଇ ପାରିଲା ନାହିଁ।
ମହିଳା ଜଣକ ନିଜ ଜିଦ୍ ରେ ଅଟଳ ରହିଲେ।ଦିଅର ଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଲେ।ଶେଷ ରେ ପରିବାର ଲୋକେ ଏହି ବିବାହ କୁ ସ୍ଵୀକୃତି ଦେଇ ଦେଲେ।
ସେମାନେ ଉଭୟ ଦିଅର ଓ ଭାଉଜ ଙ୍କ ବିବାହ କରାଇ ଦେଲେ।ଏବେ ସେମାନେ ନିଜ ନିଜ ଘରେ ସୁଖ ରେ ଅଛନ୍ତି।ଏହି ଘଟଣା କୁ ନେଇ ସେ ଅଞ୍ଚଳ ରେ ଅନେକ ଚର୍ଚ୍ଚା କରା ଯାଉଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.