Movie prime

ଦିଅର ଭାଉଜ ସମ୍ପର୍କ ରେ ପୁଣି ଲାଗିଲା ଦାଗ ! ଭାଉଜ ଦେହ ଦେଖି ରହି ପାରିଲାନି ଦିଅର ଆଉ କରିଦେଲା ବଳାତ୍କାର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ମାନ ଘଟୁଛି। ଦିନକୁ ଦିନ ମଧ୍ୟ ଆମ ସମାଜ ଏତେ ମାତ୍ରାରେ କୃର ହେବାରେ ଲାଗିଛି କି ମଣିଷ ସମ୍ପର୍କ ର ମହତ୍ତ୍ଵ ମଧ୍ୟ ଦେଖୁ ନାହିଁ।
ଆଜ୍ଞା ହଁ ବର୍ତ୍ତମାନ୍ ଆମେ ଆପଣଙ୍କୁ ଘଟି ଯାଇଥିବା ଏଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ। ଏହାକୁ ଶୁଣି ମଧ୍ୟ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଉତ୍ତର ପ୍ରଦେଶର ହମିର ପୁର ଠାରେ ଏଭଳି କିଛି ଘଟଣା ଘଟି ଯାଇଛି। ମହିଳା ଜଣକ ଅଭିଯୋଗ କରିଛନ୍ତି କି ତାଙ୍କ ଦିଅର ତାଙ୍କୁ ବଳପୂର୍ବକ ବ-ଳା-ତ୍କା-ର କରିଥିଲେ ଆଉ ଏହାପରେ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ପ୍ରୟାସ କରିଥିଲେ।
Special Report
ମହିଳା ଜଣକ କହିଥିଲେ କି ସେ ବୃନ୍ଦାବନର ଏକ ଆଶ୍ରମରେ ରୁହନ୍ତି ଆଉ ସେ ତାଙ୍କ ପିଲା ମାନଙ୍କୁ ଦେଖା କରିବା ପାଇଁ ରାଠ ଠାରେ ଥିବା ତାଙ୍କ ଘରକୁ ଯାଇଥିଲେ।
ହେଲେ ରାତିରେ ସେ ଘରେ ସୋଇଥିବା ସମୟରେ ହଠାତ୍ ତାଙ୍କ ନିକଟରେ ତାଙ୍କର ଦିଅର ଆସି ସୋଇ ପଡ଼ିଥିଲେ। ଏହାପରେ ତାଙ୍କ ସହ ଜୋର ଜବରଦସ୍ତି କରି ତାଙ୍କ ମୁଁହ କୁ ଚାପି ଧରି ବ-ଳା-ତ୍କା-ର ମଧ୍ଯ କରିଥିଲେ।
ଏହାପରେ ଏକ ରସି ସାହାଯ୍ୟରେ ତାଙ୍କ ବେକକୁ ଧରି ଜୀବନ ନେବାର ପ୍ରୟାସ ମଧ୍ୟ କରିଥିଲେ। ଏହାପରେ ମହିଳା ଜଣକ ଜୋରେ ଚିଲେଇବାକୁ ଲାଗିଥିଲେ। ଏହାପରେ ଉକ୍ତ ଦିଅର ଜଣକ ମହିଳାଙ୍କୁ ସେହି ଅବସ୍ଥାରେ ଛାଡି ସେଠାରୁ ପଳାଇ ଯାଇଥିଲେ।
Special Report
ଏହାପରେ ମହିଳା ଜଣକ ସେଠାରୁ ହିଁ ପୋଲିସ ଙ୍କୁ ୧୧୨ ନମ୍ୱର ରେ ଫୋନ୍ କରିଥିଲେ। ଏହାପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମହିଳା ଜଣକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନା କୁ ପଠାଇ ଥିଲା।
ମହିଳାଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ଅଛି। ଅନ୍ୟ ପଟେ ପୋଲିସ୍ ମଧ୍ଯ ଏହା କହିଛି କି ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଉପଯୁକ୍ତ ଦଣ୍ଡ ଦିଆ ଯିବ ବୋଲି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.