Movie prime

ଭାଉଜ ମୋର ତୁମ ଛଡ଼ା କେହି ନାହାନ୍ତି, ଏମିତି କିଛି ମିଛ କହି ଭାଉଜ ସହ ବଳାତ୍କାର କଲା ଦିଅର

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନଙ୍କୁ ଜଣା ଥିବେ ଯେ ବର୍ତ୍ତମାନ ସମାଜ ରେ ଅନେକ ନିନ୍ଦନିୟ ଘଟଣା ମାନ ଘଟୁଛି।ଚୋ-ରି ବ-ଳ-ତ୍କା-ର ଭଳି ଅନେକ ଖରାପ କଥା ଦେଖିବାକୁ ମିଳୁଛି।ଏ ଭଳି ଘଟଣା ବର୍ତ୍ତମାନ ସମୟରେ ସମାଜ ରେ ବଢ଼ି ଚାଲିଛି।
ଏଭଳି କାମ କରୁଥିବା ବ୍ୟକ୍ତି ମାନଙ୍କୁ ଟିକେ ବି ଖରାପ ଲାଗୁ ନାହିଁ।ସେମାନେ ବାରମ୍ବାର ସେହି ଭୁଲ କରୁଛନ୍ତି।ଯାହା କି ସମାଜ କୁ ଖରାପ ବାର୍ତା ଦେଉଛି।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଝାନ୍ସି ନାମକ ଗ୍ରାମ ରେ।ଜଣେ ସ୍ଵାମି ପର ସ୍ତ୍ରୀ ସହିତ ସମ୍ପର୍କ ରଖି ହ-ତ୍ୟା କରିଛି ନିଜ ସ୍ତ୍ରୀ କୁ।
Special Report
ପୁରୁଷ ଜଣକ ଭାଉଜ ଙ୍କ ସହିତ ଖରାପ ସମ୍ପର୍କ ରେ ରହୁଥିଲେ।ଏ କଥା ତାଙ୍କ ସ୍ତ୍ରୀ ଜାଣିଲା ପରେ ପରସ୍ପର ଭିତରେ ଅନେକ ଝଗଡା ହୋଇଥିଲା।ପୁରୁଷ ଜଣକ ନିଜ ସ୍ତ୍ରୀ କୁ ରାସ୍ତା ରୁ ହଟେଇବା ପାଇଁ ଇଚ୍ଛା କଲେ।
ଏବଂ ଶେଷ ରେ ସେ ସଫଳ ମଧ୍ୟ ହେଲେ।ଖାଦ୍ୟ ରେ ବିଷ ମିଷାଇ ସ୍ତ୍ରୀ କୁ ଖୁଆଇ ଦେଲେ।ତା ପରେ ସ୍ତ୍ରୀ ଲୋକ ଜଣକ ମୃ-ତ୍ଯୁ ମୁଖ ରେ ପଡିଲେ।ଏଭଳି ଅମାନବିୟ ଘଟଣା ଦେଖୁବାକୁ ମିଳିଛି ଝାନ୍ସି ର ପ୍ରେମ ନଗର ଥାନା ଅଞ୍ଚଳ ର।
Special Report
ପୋଲିସ ରୁ ମିଳିଥିବା ତଥ୍ୟ ଅନୁଯାୟୀ ସଞ୍ଜିବ ରାୟକୱର୍ ତାଙ୍କ ସ୍ତ୍ରୀ ଓ ୫ ପିଲା ଙ୍କ ସହିତ ଗୋଟିଏ ଘରେ ରହୁଥିଲେ।ସଂଜୀବ ଙ୍କ ପତ୍ନୀ ରେଖା ଓ ସଂଜୀବ ଙ୍କ ସହିତ ସବୁବେଳେ ଝଗଡା ଲାଗି ରହୁଥିଲା।ଏହାର କାରଣ ହେଉଛି ସଂଜୀବ ଙ୍କର ତାଙ୍କ ଭାଉଜ ଙ୍କ ସହୁତ୍ ଅବୈଧ ସମ୍ପର୍କ ରହିଥିଲା।
ଯାହା କୁ କି ତାଙ୍କ ସ୍ତ୍ରୀ ସହି ପାରି ନ ଥିଲା।ସେ ଏହାର ତୀବ୍ର ବିରୋଧ କରି ଥିଲା।ଏମିତି ସବୁ ଦିନ ହେଲା।ଛୋଟ ଛୋଟ ପିଲା ମାନେ ମଧ୍ୟ ଦେଖିଲେ କି ତାଙ୍କ ବାପା ତାଙ୍କ ମା ଙ୍କୁ ପିଟୁ ଛନ୍ତି।ସେ ଏହାକୁ ଅଟକେଇବା ପାଇଁ ଚାହୁଁ ଥିଲେ ହେଲେ ପାରିଲେ ନାହିଁ।
Special Report
ଏବଂ ଶେଷ ରେ ସଂଜୀବ ଙ୍କର ରାଗ ବଢ଼ିବାରେ ଲାଗିଲା।ସେ ତାଙ୍କ ନିଜ ସ୍ତ୍ରୀ କୁ ମାରିବା ପାଇଁ ଇଚ୍ଛା କଲା।ଶେଷ ରେ ସଂଜୀବ ଦିନେ ଘରେ ଚିକେନ ତିଆରି କରି ସେଥିରେ ବିଷ ମିଷାଇ ତାକୁ ଖାଇ ବାକୁ ଦେଲା।
Special Report
ରେଖା ଙ୍କର ମୃ-ତ୍ୟୁ ହୋଇ ସାରିଲା ପରେ ତାଙ୍କୁ ଛୁରୀ ରେ ପିସ ପିସ କରି କାଟି ଦେଲେ।ଏହିପରି ଭାବେ ସଂଜୀବ ଭାଉଜ ପ୍ରେମ ରେ ପଡି ନିଜ ସ୍ତ୍ରୀ କୁ ହ-ତ୍ୟା କଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.