Movie prime

ଛି ଛି ! ଶେଷରେ ନିଜ ଭାଉଜ ସହ ମଜାକ ମଜାକ୍ ରେ ନେଇଗଲା ଇଜ୍ଜତ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଦିଅର ଭାଉଜ ଙ୍କ ସମ୍ପର୍କ ସଂପୂର୍ଣ୍ଣ ଭାବରେ ପବିତ୍ର ଅଟେ। ଯେତେବେଳେ ଗୋଟେ ଝିଅ ବିବାହ କରି ତାର ଶାଶୂ ଘରକୁ ଆସିଥାଏ ସେତେବେଳେ ସେ କାହାରିକୁ ମଧ୍ୟ ଚିହ୍ନି ନଥାଏ।
ହେଲେ ତାର ଶାଶୂ ଘରେ ଥିବା ସମସ୍ତ ବ୍ୟକ୍ତି ମାନଙ୍କ ଅପେକ୍ଷା ତାର ଦିଅର ସହ ବେଶ ଭଲ ସମ୍ପର୍କ ଗଢ଼ି ଉଠେ। ଜଣେ ନୁଆ ବୋହୂ ନିଜ ଦିଅର ସହ ହିଁ ବେଶ ଭଲ ଭାବରେ ମିଶି ପରିଥାଏ।
ଏହି ଦିଅର ଭାଉଜ ର ବନ୍ଧନ ହେଉଛି ଏକ ପବିତ୍ର ବନ୍ଧନ ଯେପରି ଭାଇ ଭଉଣୀ ଓ ମାଆ ପୁଅ ର ସମ୍ପର୍କ ଭଳି। ଦିଅର ମଧ୍ୟ ତା ଭାଉଜ ର ଖୁବ ନିକଟର ହୋଇଥାଏ।
Special report
କାରଣ ସେ ତାର ଭାଉଜ ମଧ୍ୟ ରେ ମାଆ ର ପ୍ରତିଛବି କୁ ପରିଲକ୍ଷିତ କରିଥାଏ। ତେବେ ଆମେ ଆପଣଙ୍କୁ ସେଭଳି ଏକ ଦିଅର ଭାଉଜ ଙ୍କ ସମ୍ପର୍କ ବିଷୟରେ କହିବାକୁ ଯାଉଛୁ। ତେବେ ଦେଖନ୍ତୁ ଏହି ଭିଡିଓ କୁ ଭଲ ଭାବରେ ଭିଡିଓ ଟିରେ ଦେଖିବାକୁ ମିଳିଛି କି,
ନବ ବଧୁ ଜଣକ ଆସି ତାଙ୍କ ଖଟ ଉପରେ ବସିଛନ୍ତି ତାଙ୍କ ସହ ତାଙ୍କର ସ୍ଵାମୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ଆଉ ଠିକ୍ ସେହି ସମୟରେ ତାଙ୍କର ଦିଅର ଆସି ତାଙ୍କ ଭାଉଜ ଙ୍କ କୋଳରେ ବସି ପଡୁଛନ୍ତି।
Special Report
ଏହା ଦେଖି ତାଙ୍କ ସ୍ଵାମୀ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ହେଲେ ଆମେ ଆପଣ ମାନଙ୍କୁ ଏହା କହି ଦେବାକୁ ଚାହୁଁଛୁ ଯେ ଏହା ଏକ ରୀତି ଅଛି କି ଦିଅର ମାନେ ସେ ପର୍ଯ୍ୟନ୍ତ ତାଙ୍କ ଭାଉଜଙ୍କ କୋଳରେ ବସି ରହିବେ,
ଯେତେବେଳ ପର୍ଯ୍ୟନ୍ତ ସେମାନଙ୍କୁ ମନଲାଖି ପାଉଣା ମିଳି ନାହିଁ। ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।
Special report
ଲୋକ ମାନେ ଏହାକୁ ଏକାଧିକ ଦେଖି ସାରିଥିବା ବେଳେ ଦିଅର ଭାଉଜ ଙ୍କ ଏହି ପବିତ୍ର ସମ୍ପର୍କ କୁ ଖୁବ ପଶନ୍ଦ ମଧ୍ୟ କରିଛନ୍ତି। ତେବେ ଆପଣଙ୍କୁ ଏହି ଭିଡିଓ ଟି କିଭଳି ଲାଗିଲା ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.