Movie prime

ଭିକାରୁଣୀଙ୍କ ମହାନତା ଦେଖନ୍ତୁ ପୁଅକୁ ଝୁରି ଝୁରି ଦାନ ଦେଲେ ରୂପାର ଢାଲ ସମସ୍ତେ କହିଲେ ଏହି ମା ଙ୍କ ପାଇଁ ଏମିତି

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଆଜିକା ଦୁନିଆର ସବୁ ଅଞ୍ଚଳର ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଖବର ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ଆଉ ଏହି ଖବର ଏବେ ଚର୍ଚ୍ଚାରେ ଅଛି । ଏହି ଖବର ହେଉଛି ଜଣେ ବୁଢ଼ୀ ମାଉସୀ ଯିଏ କି ଭିକ୍ଷା ମାଗୁଥିଲେ । ସେ ମନ୍ଦିର ଆଗରେ ଭିକ୍ଷା ମାଗୁଥିଲେ । ଆଉ ଭିକ୍ଷା ମାଗିବା ପରେ ସେ ଏହି ଟଙ୍କାରେ ଏଭଳି କାମ କରିଛନ୍ତି ଯାହା ପ୍ରଶଂସା ଯୋଗ୍ୟ ।
ଏହି ବୁଢ଼ୀ ମାଉସୀ ଜଣକ ଆଲାରନାଥ ମନ୍ଦିରରେ ଭିକ୍ଷା ମାଗୁଥିଲେ । ସେ ନିତିଦିନ ଭିକ୍ଷା ମାଗୁଥିଲେ । ଆଉ ସେ ଏକ ବର୍ଷ ହେଲା ଭିକ୍ଷା ମାଗୁଥିଲେ । ଆଉ ସେ ଭିକ୍ଷା ମାଗି ପ୍ରଭୁ ଆଲାରନାଥଙ୍କୁ ରୂପାର ଢାଳ ଦାନ କରିଛନ୍ତି ।
Special report
୨୦ ବର୍ଷ ତଳେ ଏହି ବୃଦ୍ଧା ଜଣଙ୍କର ପୁଅ କେଉଁଆଡେ ଚାଲି ଯାଇଥିଲା । ପୁଅକୁ ଝୁରି ଝୁରି ତାଙ୍କର ସ୍ବାମୀ ବି ଚାଲିଗଲେ । ଶେଷରେ ଏହି ବୃଦ୍ଧା ଜଣକ ସବୁକିଛି ହରାଇ ଦେବା ପରେ ପ୍ରଭୁ ଆଲାରନାଥଙ୍କ ମନ୍ଦିର ସାମ୍ନାରେ ବସି ଭିକ୍ଷା ବୃତ୍ତି କରିଲେ । ଏକ ବର୍ଷ ହେଲା ସେ ଭିକ୍ଷା ବୃତ୍ତି କରୁଛନ୍ତି । 
ଆଉ ସେ ଭିକ୍ଷା ବୃତ୍ତି କରି ମହାନ୍ କାମ କରିଛନ୍ତି । ସେ ଭିକ୍ଷା ବୃତ୍ତି କରି ରୂପାର ଢାଳ କିଣି ସେ ଭଗବାନଙ୍କୁ ଦେଇଛନ୍ତି । ଆଉ ସେ ନିଜ ମନର କଥା କହିଛନ୍ତି । ତାଙ୍କ ପୁଅକୁ ଫେରାଇ ଆଣିବାକୁ ସେ କହିଛନ୍ତି । ଆର୍ଥିକ ଅନଟନ ଭିତରେ ଏହି ବୃଦ୍ଧା ଜଣକ ଅଛନ୍ତି କିନ୍ତୁ ସେ ଭଗବାନଙ୍କୁ ଦାନ କରିଛନ୍ତି ।
Special report
ସବୁଦିନ ୧୦ କିଲୋମିଟର ଚାଲି ଚାଲି ଆସି ଏହି ବୃଦ୍ଧା ଜଣକ ଭିକ୍ଷା ମାଗିଛନ୍ତି । ଏହି ବୃଦ୍ଧା ଜଣଙ୍କର ନାମ ହେଉଛି ତାରା ଘଡାଇ । ତାଙ୍କ କାହାଣୀ ସଂଘର୍ଷମୟ । ସେ ୨୦ ବର୍ଷ ହେଲା ତାଙ୍କ ପୁଅକୁ ଚାହିଁ ରହିଛନ୍ତି । 
Special report
କେବେ ତାଙ୍କ ପୁଅ ଆସିବ ସେ ଅପେକ୍ଷା କରିଛନ୍ତି । ମନରେ ଯନ୍ତ୍ରଣା ଆଉ ହାତରେ ଥାଳି ଧରି ସେ ଭିକ୍ଷା ମାଗିଛନ୍ତି । ଆଉ ଲୋକମାନେ ତାଙ୍କୁ ଅନେକ କଥା ମଧ୍ୟ କହିଥାନ୍ତି । ସେ ଭିକ୍ଷା ସଂଚିତ ଆକାରରେ ରଖି ରଖି ସେ ମହାପ୍ରଭୁଙ୍କୁ ଦାନ ଦେଇଛନ୍ତି । ଏହି ରୂପାର ଢାଳର ଆନୁମାନିକ ମୂଲ୍ୟ ୨୦ ହଜାର ହୋଇପାରେ ।
ଏହି ବୃଦ୍ଧା ମାଆ ଜଣଙ୍କର ଅନେକ ଦୁଃଖ ଅଛି । ଭଗବାନ ତାଙ୍କ ପୁଅକୁ ଘଣ୍ଟା ଘୋଡାଇ ରଖିଥାନ୍ତୁ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମଗିରିର ଆଲାରନାଥ ଠାକୁରଙ୍କ ସିଂହ ଦ୍ଵାର ପାଖରେ । ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।