Movie prime

ନେଇଗଲେ ଭିଣେଇ ଏବେ ଆଉ ରଖୁନାହାନ୍ତି କହୁଛନ୍ତି ତୁ ଯା ମୁଁ କଣ କରିବି !

 
Special Report
ନମସ୍କାର ପାଠକ ବନ୍ଧୁ।ମଣିଷ ଜୀବନ ରେ ଅନେକ ଭୁଲ କରିଥାଏ ଓ ସେହି ଭୁଲ କୁ ଲୁଚେଇବାକୁ ଯାଇ ଆହୁରି ଅନେକ ପ୍ରକାର ଭୁଲ କରି ଥାଏ।ଏଥିପାଇ ସେ ନିଜେ ସମାଜ ରେ ନିନ୍ଦିତ ହେବା ସହିତ ନିଜ ପରିବାର ଲୋକ ମଧ୍ୟ ନିନ୍ଦିତ ହେବେ।ସମାଜ ରେ ରହୁଥିବା ଲୋକ ମାନଙ୍କ ଉପରେ ଏହା ଖରାପ ପ୍ରଭାବ ପକାଇ ଥାଏ।
ଛୋଟ ଛୋଟ ପିଲା ମାନେ ମଧ୍ୟ ଏହାକୁ ଦେଖି ଖରାପ କଥା ଶିଖି ଥାନ୍ତି।ବର୍ତ୍ତମାନ ସମୟ ରେ ସମାଜ ରେ ଅନେକ ପ୍ରକାର ଅଭାବନୀୟ ଘଟଣା ମାନ ଘଟୁଛି।ସୋସିଆଲ୍ ମିଡ଼ିଆ ରେ ଅନେକ ଭିଡିଓ ଭାଇରାଲ୍ ହେବାକୁ ଲାଗୁଛି।
Special Report
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।ଏଥିରେ ଜଣେ ଭଉଣୀ ବଡ଼ ଭଉଣୀ ର ଘର କୁ ଭାଙ୍ଗି ଦେଇଛି।ଭିଣୋଇ ସହିତ ପ୍ରେମ କରି ଶାଳି ଭଉଣୀ ର ଘର କୁ ଭାଙ୍ଗିଲା।ଭିଣୋଇ ଶାଳି କୁ ନେଇ ରାତାରାତି ଘରୁ ଫେରାର୍ ହୋଇ ଯାଇଥିଲା।ମନ୍ଦିର ରେ ଉଭୟ ବିବାହ କରି ଘର କୁ ନେଇ କି ଯାଇଥିଲା।
ଗାଁ ର ଲୋକ ମାନେ ଏହାର ଏକ ସମାଧାନ କରିଥିଲେ।ଦୁଇ ଭଉଣୀ ସାଙ୍ଗ ହୋଇ ରହିବେ ବୋଲି କୁହା ଯାଇଥିଲା।ହେଲେ ସାନ ଭଉଣୀ ହଟାତ ଦିନେ ଥାନା ରେ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ଵାମି ତାଙ୍କୁ ଛାଡି ଦେଇଛନ୍ତି।
କଳା ଯାଦୁ କରି ତାଙ୍କୁ ଘରୁ ଫେରାର୍ କରି ନେଇ ଥିଲେ।କିନ୍ତୁ ହଟାତ କଣ ହେଲା କେଜାଣି ତାଙ୍କ ସ୍ଵାମି ତାଙ୍କୁ ଘରୁ ବାହାର କରି ଦେଇଛନ୍ତି।ସେ ଝିଅ ଜଣକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛି ଯେ ସେ ନିଜେ ବହୁତ ଦିନ ପର୍ଯ୍ୟନ୍ତ ତାଙ୍କ ଘରେ ତାଙ୍କ ସ୍ତ୍ରୀ ହୋଇ ରହିଥିଲେ।
Special Report
ତାଙ୍କ ଘରେ ତାଙ୍କ ମା ଓ ଝିଅ ର ଭଉଣୀ ତାଙ୍କୁ ଜବରଦସ୍ତ କରି ଘରେ ଆଣି ଛାଡି ଥିଲେ।ମୋ ଭଉଣୀ ମୋ ଭାଇ ଓ ମୋ ମା ମୋତେ ବହୁତ ହଇରାଣ କରା ଯାଉଛି।ସେ ମୋତେ ଗୁଣି ଗାରେଡ଼ି କରି ନେଇ ଯାଇଥିଲେ।ମୋତେ ବ୍ଲାକ ମ୍ୟାଜିକ୍ କରା ଯାଇଥିଲା।
ଶେଷ ରେ ମୋ ଭଉଣୀ ମଧ୍ୟ ମୋତେ ସବୁ କିଛି ମାନି ନିଜ ଘରେ ନେଇ ରଖିଲା।ହେଲେ ହଠାତ୍ ମୋ ସ୍ଵାମି ମୋ ସହ ଏମିତି କାଇଁ କଲେ।ତାହା ଜାଣି ନାହିଁ। ମୋତେ ଚାରିଆଡୁ ନ୍ୟାୟ ଦରକାର।ଆପଣ ମାନେ ମୋତେ ନ୍ୟାୟ ଦିଅନ୍ତୁ ବୋଲି ସେ ଝିଅ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.