Movie prime

ଭୁବନେଶ୍ୱର ହୋଟେଲ ରେ ହେଲା ଚଢ଼ାଉ, ଯୁବତୀ ମାନେ କରୁଥିଲେ ମସ୍ତି ବାହାରିଲା ଆପତ୍ତି ଜନକ ସାମଗ୍ରୀ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଜାଣିବାକୁ ପାଉଥିବେ। ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି।
ଆମ ସମାଜରେ ଆଜିକାଲି ପ୍ରେମ ବ୍ୟାପାରକୁ ନେଇ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟକଳାପ ଘଟୁଛି। ବର୍ତ୍ତମାନର ସମୟରେ ବିବାହିତା ପୁରୁଷ ଏବଂ ନାରୀ ମାନେ ପରକ୍ରିୟା ପ୍ରୀତିରେ ଲୀନ ରହୁଛନ୍ତି।
ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ବନ୍ଧୁଗଣ ଏପଟେ ଚାଲିଥିଲେ ଭାରତର ମ୍ୟାଚ୍ ଆଉ ଅନ୍ୟପଟେ ହୋଟେଲ ରୁମରେ କରାଯାଉଥିଲା ରାତିକୁ ରଙ୍ଗିନ।
Special report
ଟଙ୍କା ନେଇ ହୋଟେଲ ରୁମକୁ ଆସିଥିଲେ। ହୋଟେଲବି ଫ୍ରିରେ ଦେଉଥିଲା ନିରୋଧକ। ହୋଟେଲରେ ଅଚାନକ ରେଡ କଲା ପୋଲିସ। ଆଉ ଯୁବତୀଙ୍କ ଠାରୁ ପୋଲିସ ଜବତ କରିଛି ନିରୋଧକ।
ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଆଖଣ୍ଡଳମଣୀଙ୍କ ନିକଟରେ ଥିବା ହୋଟେଲ ରୟାଲ ପ୍ୟାଲେସରୁ। ସୂଚନା ଅନୁଯାୟୀ, ରାତିକୁ ରଙ୍ଗୀନ କରୁଥିଲେ ଯୁବତୀ। ଦେହଜୀବୀ ମାନଙ୍କୁ ରାତିରେ ଯୋଗାଇ ଦିଆଯାଇଥିଲା ହୋଟେଲ।
ହୋଟେଲକୁ ଆସିଲେ ଯୁବତୀ ମାନଙ୍କୁ ଯୋଗାଇ ଦିଆଯାଏ କିଛି ଆପତ୍ତିଜନକ ଜିନିଷ। ପୁରୁଷ ମାନେ ଉପଯୁକ୍ତ କିଛି ମୂଲ୍ୟ ଦେଇ ଯୁବତୀଙ୍କୁ ସାଙ୍ଗରେ ନେଇ ରାତିକୁ ରଙ୍ଗୀନ କରନ୍ତି। 
ତେବେ ହୋଟେଲ ରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହେବାପରେ ଧୂସୁରି ପୋଲିସ ହୋଟେଲ ଉପରେ ଚଢ଼ାଉ କରିଥିଲେ। ରେଡ୍ ବେକେ ଦୁଇ ଜଣ ଯୁବତୀଙ୍କ ସମେତ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି।
ତେବେ ଗିରଫ ବେଳେ ସେମାନଙ୍କ ଠାରୁ ଆପତ୍ତି ଜନକ ଜିନିଷ ଓ ଶକ୍ତିବଧକ ଔଷଧ ଜବତ କରିଛି ପୋଲିସ। ତେବେ ବନ୍ଧୁଗଣ ଦେଖିବାକୁ ବାକି ରହିଲା ଏମାନଙ୍କ ଉପରେ ପୋଲିସ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.