Movie prime

ଭୂମିକା କଲେ ସତ୍ୟ ନାରାୟଣ ପୂଜା ଦେଖନ୍ତୁ କେମିତି ସୁନ୍ଦର ଭାବେ କଲେ ଏହି ପୂଜା ସମାପ୍ତ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ଓଲିଉଡ଼ କଳାକାର ମାନଙ୍କ ସମ୍ପର୍କରେ ଅନେକ କଥା ଜାଣିଥିବେ। ଆଉ ଆପଣଙ୍କ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ମଧ୍ୟ ନିଶ୍ଚିତ ଭାବରେ ଜାଣିବାକୁ ଚେଷ୍ଟା କରୁଥିବେ।
ତେବେ ଆମେ ଏବେ ଆପଣଙ୍କୁ ଅଭିନେତ୍ରୀ ଭୂମିକା ଙ୍କ ସମ୍ପର୍କରେ କହିବାକୁ ଯାଉଛୁ। ତେବେ ଆପଣ ମାନେ ଜାଣିଥିବେ କି ଭୂମିକା ଦାସ ହେଉଛନ୍ତି,
 ଜଣେ ଓଲିଉଡ଼ ର ଆଗ ଧାଡ଼ିର ଅଭିନେତ୍ରୀ ସେ ଓଲିଉଡ ଜଗତକୁ ମଧ୍ୟ ଅନେକ ହିଟ୍ ଫିଲ୍ମ୍ ଭେଟି ଦେଇଛନ୍ତି। ଛୋଟ ବେଳୁ ମଧ୍ୟ ସେ ଅଭିନୟ କରି ଆସୁଛନ୍ତି।
ତାଙ୍କର ଅଭିନୟ ପ୍ରତି ବର୍ଷ ରୁଚି ମଧ୍ୟ ରହିଥିବା ବେଳେ ସେ ତାଙ୍କର ଅଭିନୟ ମାଧ୍ୟମରେ ସମସ୍ତଙ୍କ ମନରେ ଘର କରି ରହିଛନ୍ତି। ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି। ଏହି ଅଭିନେତ୍ରୀ ଭୂମିକା ଙ୍କ ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ,
ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ରେ ମଧ୍ୟ ତାଙ୍କୁ ସତ୍ୟନାରାୟଣ ପୂଜା କରୁଥିବାର ଦେଖିବାକୁ ମିଳିଛି। ଆଉ ଏହି ଭିଡିଓ କୁ ନିଜେ ଭୂମିକା ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଅପ୍ ଲୋଡ କରିଥିଲେ।
ଏହାକୁ ଦେଖିବାକୁ ଲୋକ ମାନେ ଖୁବ୍ ପଶନ୍ଦ ମଧ୍ଯ କରିଛନ୍ତି। ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ଅଭିନେତ୍ରୀ ଭୂମିକା ଠାକୁର ପୂଜା ପାଇଁ ଥାଳି ସଜାଡୁ ଛନ୍ତି। ଏବଂ ତାଙ୍କ ନିକଟରେ ତାଙ୍କ ମାଆ ମଧ୍ୟ ବସିଛନ୍ତି।
ସେ ତାଙ୍କୁ ମାଆ ଙ୍କୁ ସହଯୋଗ କରିଛନ୍ତି। ଏବଂ ସତ୍ୟନାରାୟଣ ପୂଜା ପାଇଁ ସମସ୍ତ ପ୍ରସ୍ତୁତି ମଧ୍ଯ କରିଛନ୍ତି। ଏହି ଭିଡିଓ ଟି ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବା ସହ ଏହା ଫୋନ୍ ରୁ ଫୋନ୍ କୁ ଘୁରି ବୁଲୁଛି।
ଏବଂ ଲୋକ ମାନେ ମଧ୍ୟ ଭୂମିକା ଏଭଳି ଠାକୁର ପୁଜା କରୁଥିବା ଦେଖି ଖୁବ ପଶନ୍ଦ ମଧ୍ୟ କରୁଛନ୍ତି। ତେବେ ଏହି ଭିଡିଓ ଦେଖିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.