Movie prime

ବିବାହ ପୂର୍ବରୁ କଲେ ଏମିତି ଫଟୋ ସୁଟ ଯାହା ବର୍ତ୍ତମାନ ସାରା ବିଶ୍ବରେ ଚର୍ଚ୍ଚା ଦେଖନ୍ତୁ ଆସିଲା ବହୁତ୍ ବଡ ଖବର - Viral Clip

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଆଜିକାର ଜେନେରେସନ ବିଷୟରେ କିଛି କଥା ଜାଣିପାରିବେ। ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ପାଇବା ସହ ଅନେକ କିଛି ବିଷୟରେ ଅର୍ଥାତ୍ ଆଜିକା ଯୁଗର ବିବାହକୁ ନେଇ ଆସୁଥିବା ଖବର ଜାଣିପାରିବେ ।
ଆଜିକାଲି ଦୁନିଆରେ ବିବାହ ପୂର୍ବରୁ ଫଟୋ ଶୁଟ କରିବା ଏକ ସାଧାରଣ କଥା ହୋଇଗଲାଣି । ଆଜିକାଲି ଲୋକମାନେ ବିବାହ ପୂର୍ବରୁ ଫଟୋ ଉଠାଇବା ସତେ ଯେମିତି ଏକ ଫ୍ୟାସନ ହୋଇଯାଇଛି । ବିବାହ ପୂର୍ବରୁ ଫଟୋ ସୁଟ କରିବାକୁ ପ୍ରି ୱେଡିଂ କୁହାଯାଉଛି ।
ଆଉ ଏହି ପ୍ରି ୱେଡ଼ିଂରେ ଅନେକ ଦମ୍ପତ୍ତି ବିବାହ ପୂର୍ବରୁ ଭଲ ଭଲ ସ୍ଥାନକୁ ଯାଇ ବୁଲାବୁଲି କରିଥାନ୍ତି । ଆଉ ସେମାନେ ସେଠାରେ ବୁଲାବୁଲି କରି ଫଟୋ ଉଠାଇଥାନ୍ତି । ଏବେ ଏହି ପ୍ରି ୱେଡ଼ିଂ ଫଟୋ ସୁଟକୁ ନେଇ କିଛି ଖବର ଆସିଛି ।
Special report
ପ୍ରି ୱେଡିଙ୍ଗ ଫଟୋ ସୁଟ ପାଇଁ ଲୋକମାନେ ଭଲ ଭଲ ସ୍ଥାନର ସନ୍ଧାନ କରିଥାନ୍ତି ଆଉ ସେଠାକୁ ଯାଇ ଫଟୋ ଉଠାଇଥାନ୍ତି । କିନ୍ତୁ ଏବେ ଖବର ଆସିଛି କି ଟାଇୱାନର ଦମ୍ପତ୍ତିଙ୍କୁ ନେଇ ।
ଏହି ଦମ୍ପତ୍ତି ଏଭଳି କିଛି ନିଆରା ଫଟୋ ସୁଟ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଦମ୍ପତ୍ତି ହେଉଛନ୍ତି ଏୟାରିଶି ୱେ ଏବଂ ଲିଆଲି ସିଲୋ । ଏହି ଦମ୍ପତ୍ତି ଲୋକମାନଙ୍କୁ ପରିବେଶ ଯତ୍ନ ଆଉ ସୁରକ୍ଷା ନେଇ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରନ୍ତି । 
ସେ ଏହି ପରିବେଶ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅଳିଆର ପାହାଡ ଆଗରେ ଫଟୋ ସୁଟ କରିଛନ୍ତି । ଏହି ଅଳିଆ ଆବର୍ଜ୍ଜନା ଆଗରେ ପରସ୍ପରକୁ ଆଲିଙ୍ଗନ କରିବା ଫଟୋ ଏବେ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଏହିଭଳି ପ୍ରି ୱେଡିଙ୍ଗକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ପରିବେଶ ସଚେତନତା ସୃଷ୍ଟି ପାଇଁ ସେ ଏଭଳି କରିଛନ୍ତି ବୋଲି କହିଛନ୍ତି । ତାଙ୍କର ବିବାହ ଭୋଜିରେ ଲୋକମାନେ ଟିଫିନ୍ ନେଇ ଆସିବେ ଆଉ ଖାଦ୍ୟ ବଳିଲେ ସେମାନେ ଘରକୁ ନେଇ ଯିବେ । ଆଉ ଏହାଦ୍ଵାରା ପଲଥିନର ବ୍ୟବହାର ମଧ୍ୟ ହେବ ନାହିଁ ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.