Movie prime

ବିବାହ ର ଚଉଠି ଦିନ ବର ଭାଇଗ୍ରା ଖାଇ ନୂଆ ବୋହୂ ସହ କଲା ଏମିତି... ଶେଷରେ ଥାନା ପହଞ୍ଚିଲା ବୋହୂ..

 
Special report
ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଝିଅ ଟି ଏ ବାହା ହୋଇ ସାରିଲା ପରେ ନିଜ ଶାଶୁ ଘରେ ଆସି ରହିଥାଏ।ହେଲେ ଶାଶୁ ଘର କୁ ଆସିଲା ପରେ ତାଙ୍କୁ ଅନେକ ଅତ୍ୟାଚାର କରା ଯାଇ ଥାଏ।
ସ୍ଵାମୀ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିବା ପାଇଁ ବାଧ୍ୟ କରା ଯାଇ ଥାଏ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡ ର ଦେହରାଦୁନ ଅଞ୍ଚଳ ରେ।ମହିଳା ଙ୍କ ସ୍ଵାମୀ ତାଙ୍କ ସହ ଅପ୍ରାକୃତିକ ଭାବେ ଶା-ରୀ-ରି-କ ସମ୍ପର୍କ ରଖୁଛନ୍ତି।ଏହାକୁ ମହିଳା ଜଣକ ବିରୋଧ କରିବା ପରେ ତାଙ୍କୁ ତାଙ୍କ ସ୍ବାମୀ ବହୁତ ମାରି ଥିଲେ।
Special report
ସୂଚନା ଅନୁସାରେ ଗତ ଫେବୃୟାରୀ ସାତ ତାରିଖ ଦିନ ମହିଳା ଙ୍କ ବିବାହ ଦେହରାଦୁନ ଅଞ୍ଚଳ ର ଜଣେ ଯୁବକ ଙ୍କ ସହିତ ହୋଇ ଥିଲା।ବିବାହ ର ପ୍ରଥମ ରାତିରେ ସେ ଦେଖି ବାକୁ ପାଇ ଥିଲେ କି ତାଙ୍କ ସ୍ଵାମୀ ସେକ୍ସ୍ ପାୱାର ବଢ଼ାଇବା ପାଇଁ ଔଷଧ ଖାଉ ଛନ୍ତି।
ଏହା ପରେ ଜୋର୍ ଜବରଦସ୍ତ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖୁଛନ୍ତି।ଏହା କୁ ପ୍ରଥମେ ବିରୋଧ କରିଥିଲେ ମହିଳା ହେଲେ ସେ ଶୁଣି ନ ଥିଲେ।ସବୁବେଳେ ଔଷଧ ଖାଉ ଥିଲେ ତାଙ୍କ ସ୍ଵାମୀ।ଓ ତାଙ୍କ ପରିବାର ଲୋକେ ମଧ୍ୟ ଧୀରେ ଧୀରେ ତାଙ୍କ ଉପରେ ମାନସିକ ନି-ର୍ଯା-ତ-ନା ଦେବା ଆରମ୍ଭ କଲେ।
ପୂର୍ବରୁ ମହିଳା ଜଣକ ନିଜ ସ୍ଵାମୀ ଙ୍କ ଏଭଳି କାର୍ଯ୍ୟ ପାଇଁ ହାତ କାଟି ଆ-ତ୍ମ-ହ-ତ୍ୟା କରିବାକୁ ଚେଷ୍ଟା କରିଥିଲେ।ହେଲେ ତାଙ୍କ ସ୍ଵାମୀ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ୍ କୁ ନେଇ ଭଲ କରି ଘର କୁ ଆଣି ଥିଲେ।ଏହା ପରେ ପୁଣି ଥରେ ସେପରି ଔଷଧ ଖାଇ ଶା-ରୀ-ରି-କ ସମ୍ପର୍କ ରଖିଲେ।
Special report
ଏହା ପରେ ବାଧ୍ୟ ହୋଇ ମହିଳା ଜଣକ ଥାନା ର ଦ୍ବାରସ୍ଥ ହେଲେ।ନିଜ ସ୍ଵାମୀ ଓ ତାଙ୍କ ଶାଶୁ ଶ୍ୱଶୁର ଙ୍କ ନାମ ରେ ଏକ ଲିଖିତ ଅଭିଯୋଗ କଲେ।ଏହି ଅଭିଯୋଗ କୁ ଭିତ୍ତି କରି ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି।
ମହିଳା ଙ୍କ ସ୍ଵାମୀ ଓ ତାଙ୍କୁ ଶାଶୁ ଶ୍ୱଶୁର ଙ୍କୁ ପୋଲିସ ଗିରଫ କରି ଏବେ ହାଜତ ରେ ଭର୍ତି କରିଛନ୍ତି।ମହିଳା ଜଣକ ଯୌତୁକ ଜନିତ ନିର୍ଯ୍ୟାତନା ର ମଧ୍ୟ ଅଭିଯୋଗ କରିଥିଲେ।ଏହାକୁ ନେଇ ପୋଲିସ ଏବେ ଅଧିକ ରୁ ଅଧିକ ତଦନ୍ତ ଆରମ୍ଭ କରି ଦେଇଛି।

Around The Web