Movie prime

ଋତୁସ୍ରାବ ହେଉଥିବା ଯୁବତୀ କୁ ବି ଛାଡ଼ିଲେଣି, ବିଚ୍ ରାସ୍ତା ରେ ପାଗଳ ଯୁବକ କଲେ ଏମିତି ଉନ୍ମକ୍ତ କାଣ୍ଡ!!

 
Special report
ନମସ୍କାର ପାଠକ ବନ୍ଧୁ। ଟିଉସନ୍ କରୁଥିବା ଯୁବକଙ୍କୁ ଅଧା ରାସ୍ତାରେ ଅଟକାଇ କରୁଥିଲେ ଯୁବକ। ଏପଟେ ଝିଅଟିର ଋ-ତୁ-ସ୍ରା-ବ ହେଉଥିବା ବେଳେ ତାଙ୍କୁ ମଝି ରାସ୍ତାରେ ଅଟକାଇ ତାଙ୍କର ଭିଡିଓ କରିବାକୁ ଲାଗିଥିଲେ।
Special report
ଆଉ ଏହାପରେ ତାଙ୍କର ସବୁ କାରନାମା ରେକର୍ଡ ହୋଇ ଯାଇଥିଲା ସେହି ଜାଗାରେ ଲାଗିଥିବା ସିସି ଟିଭି କ୍ୟାମେରାରେ। ନାବାଳିକା ଝିଅ ଟି ଟିଉସନ ଯିବା ପାଇଁ ବାହାରିଥିବା ବେଳେ ଅଧା ରାସ୍ତାରେ ତାର ଋ-ତୁ-ସ୍ରା-ବ ଆରମ୍ଭ ହୋଇ ଯାଇଥିଲା।
ସେହି ମଝି ରାସ୍ତାରେ ହିଁ ତାର ରକ୍ତ ସ୍ରାବ ହେବା ସହ ତାକୁ ଖୁବ୍ ଜନ୍ତ୍ରଣା ମଧ୍ୟ ଆରମ୍ଭ ହୋଇ ଯାଇଥିଲା। ତା ପାଖରେ ଅନ୍ୟ କୌଣସି ଉପାୟ ନଥିବାରୁ ସେ ରାସ୍ତାରେ ବାଧ୍ୟ ହୋଇ ଘରକୁ ଫେରିବାର ଉପାୟ ଭାବି ଦେଇଥିଲା।
ଏତିକି ବେଳେ ବାଇକ୍ ରେ ତିନି ଜଣ ଯୁବକ ସେହି ବାଟ ଦେଇ ଏହି ଯୁବତୀ ଙ୍କ ନିକଟକୁ ଆସୁଥିଲେ। ଆଉ ଯୁବତୀଙ୍କ ଏଭଳି ଅବସ୍ଥା ଦେଖିବା ପରେ ତାଙ୍କୁ ସେମାନେ ସାହଯ୍ୟ କରିବା ବଦଳରେ ତାଙ୍କୁ ରାସ୍ତା ମଝିରେ ହଇରାଣ କରିବାକୁ ଲାଗିଲେ।
Special report
ଏମିତିକି ତାର ସେହି ଅବସ୍ଥାର ଫଟୋ ଉଠାଇବା ସହ ଭିଡିଓ ମଧ୍ଯ କରିବାକୁ ଲାଗିଥିଲେ। ଏପଟେ ଯୁବତୀ ଜଣକ ପେଟ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଏହି ଯୁବକ ମାନେ ତାଙ୍କୁ ଚାରି ପଟୁ ଘେରି ଯାଇ ହଇରାଣ କରିବାରେ ଲାଗି ପଡିଲେ।
ଆଉ ତାଙ୍କୁ ମଧ୍ୟ ସେହି ରାସ୍ତା ଦେଇ ଆଉ ଘରକୁ ଛାଡ଼ିଲେ ନାହିଁ। ଏହାପରେ ସେହି ରାସ୍ତାରେ କିଛି ବୟସ୍କ ବ୍ୟକ୍ତି ଓ ମହିଳା ମାନେ ମଧ୍ୟ ଆସି ପହଞ୍ଚି ଯାଇଥିଲେ। ହେଲେ ତିନି ଜଣ ଯୁବକ ତାଙ୍କ ସହ ଅଭଦ୍ରାମୀ କରିଥିଲେ।
ଆଉ ବୃଦ୍ଧ ବ୍ୟକ୍ତି ଜଣକ ଉପରଜୁ ହାତ ମଧ୍ଯ ଉଠାଇ ଥିଲେ। ଆଉ ଏହି ସବୁ ଘଟଣା ମଧ୍ୟ ସିସି ଟିଭି କ୍ୟାମେରାରେ କଏଦ ହୋଇଥିଲା। ଆଉ ସୋସିଆଲ ମିଡ଼ିଆ ରେ ଏହା ଖୁବ ଭାଇରାଲ ମଧ୍ୟ ହେବାରେ ଲାଗିଛି।
ତେବେ ଏହା ପ୍ରତି ଆପଣ ମାନେ କଣ କହିବାକୁ ଚାହିଁବେ ଓ ଆଉ ଏହି ଯୁବକ ମାନଙ୍କୁ କେଉଁ ଦଣ୍ଡ ମିଳିବା ଉଚିତ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ଭୂଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.