Movie prime

ହେ ଭଗବାନ୍ ହେଲା ଭୀଷଣ ଦୁ-ର୍ଘ-ଟ-ଣା,ଉପରେ ଉଡ଼ିଲା ଦୁଇ ଯୁବକଙ୍କ ମାଂ-ସ ଖଣ୍ଡ !

 
Gik
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ବର୍ତମାନ ସମୟରେ ଅନେକ ପ୍ରକାରର ଘଟଣା,ଦୁର୍ଘଟଣା ଘଟୁଥିବାର ନିଶ୍ଚୟ ଦେଖୁଥିବେ।କେତେବେଳେ କଣ ହେବ ତାହା କେହି ଜାଣି ନାହାଁନ୍ତି।
ବର୍ତମାନ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ଦୁଇ ବୁଲେଟ ମୁହାମୁହିଁ ଧକ୍କା ରେ ଚାଲିଗଲା ଦୁଇ ଜଣଙ୍କ ଜୀବନ।ଉଦଳା ବାରିପଦା ରେ ଏଭଳି ଘଟଣା ଦେଖିବାକୁ ମିଳିଛି।ଲଗାତାର ଦୁଇ ଦିନ ରେ ସଡକ ଦୁର୍ଘଟଣା ରେ ଚାଲିଗଲା ପାଞ୍ଚ ଜଣଙ୍କ ଜୀବନ।
Hk
ରାତ୍ରି ସମୟରେ ଉଦଳା ବାରିପଦା ରାଜପଥ ର ଛକ ନିକଟରେ ଦୁଇ ବୁଲେଟ ମୁହାଁମୁହିଁ ହେବା ଫଳରେ ଦୁଇ ଜଣ ଯୁବକଙ୍କ ମୃ-ତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।ଉଦଳା ରୁ ପିଲାଙ୍କୁ ଛାଡ଼ି ନିଜ ବୁଲେଟ ରେ କହ୍ନେଇ ବନ୍ଧ ଅଞ୍ଚଳର ରମାକାନ୍ତ ହେମ୍ରମ ଫେରୁଥିବା ବେଳେ ବିପରୀତ ଦିଗରୁ ବୁଲେଟ ରେ ଅଭିଜିତ ବେହେରା ଏବଂ ଜଗନ୍ନାଥ ଆସୁଥିଲେ।
ତେବେ ଉଭୟ ବାଇକ୍ ମୁହାଁମୁହିଁ ହେବା ଫଳରେ ଘଟଣା ସ୍ଥଳ ରେ ଅଭିଜିତ ବେହେରା ଏବଂ ରମାକାନ୍ତ ହେମ୍ରମ ଙ୍କ ମୃ-ତ୍ୟୁ ହୋଇଥିବା ବେଳେ ଜଗନ୍ନାଥ ଙ୍କ ଅବସ୍ଥା ଗୁରୁତର ରହିଛି।ତେବେ ସ୍ଥାନୀୟ ଲୋକମାନେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନା ରେ ଭର୍ତ୍ତି କରିଥିବା ବେଳେ ଗୁରୁତର ଯୁବକଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।
Jikl
ଏବଂ ପୋଲିବେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ମୃ-ତ ରମାକାନ୍ତ ହେମ୍ରମ ଏବଂ ଅଭିଜିତ ବେହେରା ଙ୍କ ପରିବାର ଲୋକେ ଏହା ଶୁଣି ଦୁଃଖରେ ଭାଙ୍ଗି ପଡିଛନ୍ତି। ସ୍ଥାନୀୟ ଲୋକମାନେ ଦୁଃଖ ପ୍ରକାଶ କରିଛନ୍ତି।ଗୁରୁତର ହୋଇଥିବା ଜଗନ୍ନାଥ ବର୍ତମାନ ଚିକିତ୍ସିତ ହେଉଥିବା ଜଣାପଡିଛି।
ଏହି ଘଟଣା ଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଏବଂ ଦର୍ଶକ ମାନେ ଏହି ଘଟଣା ଦେଖିବା ପରେ ସୋସିଆଲ ମିଡ଼ିଆ ରେ ଅନେକ ମନ୍ତବ୍ୟ ଦେବାରେ ଲାଗିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.