Movie prime

ବିଶ୍ଵର ସବୁଠୁ ଭୟଙ୍କର ନଦୀ ଦେଖିଲେ ଆପଣଙ୍କ ମୁଣ୍ଡ ଗରମ ହୋଇଯିବ ଦେଖନ୍ତୁ ଏହି ନଦୀ କିପରି

 
Special report
ନଦୀ ହେଉଛି ପ୍ରକୃତି ର ସୁନ୍ଦର ଅବଦାନ। ନଦୀଟି ଏ ଦେଖିଲେ କବି କବିତା ଲେଖେ ତ,ପକ୍ଷୀ ଗୋଟେ ତୃଷ୍ଣା ମେଣ୍ଟାଇ ଥାଏ।ଆଉ ପର୍ଯ୍ୟଟକ ମାନେ ତାର ସୁନ୍ଦରତା କୁ ଉପଭୋଗ କରିବା ପାଇଁ କିଛି କ୍ଷଣ ଅଟକି ଯାଇଥାନ୍ତି।
କିନ୍ତୁ ଦୁନିଆର କିଛି ଏପରି ଏକ ନଦୀ ରହିଛି ଯେଉଁଥିରେ ଯାତ୍ରା କରିଲେ ମୃ-ତ୍ୟୁ ସୁନିଶ୍ଚତ ହୋଇପାରେ।ସାଧାରଣ ନଦୀ ଠାରୁ ଏହି ନଦୀଟି ଭିନ୍ନ ଅଟେ।ଏହି ନଦୀରେ ରହିଛନ୍ତି ଅନେକ ବିଷଧର ଜୀବଜନ୍ତୁ।
ନଦୀ ପାଣିର ରଙ୍ଗ ଆଉ ନଦୀରେ ଥିବା ଜୀବଜନ୍ତୁ ଲୋକଙ୍କ ମନରେ ଭୟ ସୃଷ୍ଟି କରିଥାଏ।ଯଦି ଭୁଲ ରେ କେହି ସେହି ନଦୀରେ ଯାତ୍ରା କରନ୍ତି ତେବେ ସେ ଜୀବନ ଧରି ଫେରିବା ଆଶା ବହୁତ କମ ଥାଏ।
ଆପଣମାନେ ଅନେକ ନଦୀ ଦେଖିଥିବେ କିନ୍ତୁ ଦୁନିଆରେ ଏମିତି କିଛି ନଦୀ ରହିଛି ଯାହା ଅତ୍ୟନ୍ତ ବିପଦ ଜନକ ହୋଇଥାଏ।ନଦୀ ଏମିତି ଅଛି ଯାହାକୁ ଦେଖିଲେ ଭୟ ଲାଗିଥାଏ।
ସେଠାକୁ ଯିବା ମାନେ ନିଜ ଜୀବନକୁ ପାଣି ଛଡାଇବା ସହିତ ସମାନ ହେବ।କିଛି ନଦୀ ପାଣିରେ ଝରଣା ପାଣି ମିଶିଥାଏ। ଏହା ସହିତ ବର୍ଷା ପାଣି ମିଶିଗଲେ ଏହା ଭୟଙ୍କର ରୁପ ଧାରଣ କରିଥାଏ।ବିଶେଷ କରି ପାହାଡିଆ ନଦୀ ଅଧିକ ବିପଦ ସୃଷ୍ଟି କରେ। 
(୧)ଆମାଜନ ନଦୀ ୬ ହଜାର ଦୁଇ ସହ ରୁ ସାତ ହଜାର କିଲୋ ମିଟର ପର୍ଯ୍ୟନ୍ତ ପ୍ରଭାବିତ ହୋଇଥିବାର କୁହାଯାଏ।ଏହା ଦୁନିଆର ସବୁଠାରୁ ବଡ଼ ନଦୀ ମଧ୍ୟରୁ ଗୋଟିଏ।
ଦକ୍ଷିଣ ଆମେରିକା ର ଆଠଟି ଦେଶ ମଧ୍ୟ ଦେଇ ଆମାଜନ ପ୍ରଭାବିତ ହୋଇଛି।ଜଙ୍ଗଲ ମଧ୍ୟରେ ପ୍ରଭାବିତ ହୋଇଥିବା ଏହି ନଦୀ ହେଉଛି ସବୁଠାରୁ ଭୟଙ୍କର।ଏଠାରେ ଅନେକ ବିଷଧର ଜୀବଜନ୍ତୁ ମାନେ ମଧ୍ୟ ବାସ କରନ୍ତି।
(୨)ସ୍ପେନ ରେ ପ୍ରଭାହିତ ହେଉଛି ରିଓ ଟିନ୍ଟୋ ନଦୀ।ଏହି ଭୟାନକ ନଦୀ ର ରଙ୍ଗ ଅନ୍ୟ ନଦୀ ମାନଙ୍କ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ।ଏହି ନଦୀର ରଙ୍ଗ ରକ୍ତ ଭଳି ନାଲି ଦେଖାଯାଏ।
ଏହାର ପାଣି କୁ ଆପଣମାନେ ପିଇ ପାରିବେ ନାହିଁ।ଏହି ନଦୀ ଭିତରକୁ କେହି ଯାଆନ୍ତି ନାହିଁ।ଏହି ନଦୀ ମଧ୍ୟରେ କିଛି ଜଳଚର ସୂକ୍ଷ୍ମ ଜୀବ ରହିଛନ୍ତି।
(୩)ଚୀନ ରେ ପ୍ରଭାହିତ ହେଉଛି ୟେଲୋ ନଦୀ।ଚୀନର ୟେଲୋ ନଦୀ ଦୁନିଆର ସବୁଠାରୁ ଭୟଙ୍କର ନଦୀ ମଧ୍ୟରୁ ଅନ୍ୟତମ।ଏହା ପ୍ରବାହିତ ହେଉଥିବା ସମୟରେ ୨୪ ଥର ରାସ୍ତା ବଦଳାଇ ଥାଏ।
ଏହି କାରଣରୁ ଚିନ ରେ ପ୍ରତିବର୍ଷ ଅନେକ ବନ୍ୟା ଆସିଥାଏ।ଏହା ଭୟଙ୍କର ରୂପ ଧାରଣ କରେ। ଏଥିପାଇଁ ପ୍ରତିବର୍ଷ ହଜାର ହଜାର ଲୋକଙ୍କ ମୃ-ତ୍ୟୁ ହୋଇଥାଏ।
(୪)ଆମେରିକା ର ଦକ୍ଷିଣ ଭାଗରେ ରହିଛି ରେଡ ରିଭର ନଦୀ। ଯାହାର ସ୍ରୋତ ଖୁବ୍ ପ୍ରଖର।ଏହା ଦେଖିବାକୁ ଯେତିକି ଆକର୍ଷଣୀୟ ତା ପାଖକୁ ଗଲେ ଜଣାପଡ଼ିବ ଯେ ଏହା ବିପଦ ଜନକ ଅଟେ।ଏହାର ସ୍ରୋତ ରାତାରାତି ବଦଳି ଯାଇଥାଏ।
(୫) ୟଙ୍ଗଟଜ ନଦୀ ଚିନ ରେ ପ୍ରଭାବିତ ହେଉଛି।ଏହା ଏସିଆ ମହାଦେଶର ସବୁଠାରୁ ଲମ୍ବା ନଦୀ ମାନଙ୍କ ମଧ୍ୟରୁ ଗୋଟିଏ। ବର୍ଷା ଦିନେ ଏହା ଭୟଙ୍କର ରୂପରେ ଦେଖିବାକୁ ମିଳିଥାଏ।୬ ହଜାର ତିନି ସହ କିଲୋ ମିଟର ପର୍ଯ୍ୟନ୍ତ ବହୁ ଥିବା ଏହି ନଦୀ ଚିନ ର ସବୁଠାରୁ ବଡ ସହର ହୁଆନ୍ ମଧ୍ୟ ଦେଇ ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.