Movie prime

ଝାରସୁଗୁଡ଼ା କୁ ସ୍ମାର୍ଟ ସିଟି କରିବେ ଦିପାଳୀ, ବାପା ଙ୍କ ସ୍ବପ୍ନ ପାଇଁ ନିଜକୁ ବଳି ଦେଇ ଦେବେ, ବିପୁଳ ଭୋଟ ରେ ଜିତିବେ ଦିପାଳୀ

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଆପଣମାନେ ରାଜନୀତିକୁ ନଫୁ ଆସୁଥିବା ଖବର ବିଷୟରେ ଜାଣିପାରିବେ । ଝାରସୁଗୁଡ଼ାରେ ଘଟିଥିବା ଘଟଣା ବିଷୟରେ ଆପଣମାନେ ସମସ୍ତେ ତ ଜାଣିଥିବେ । 
ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହ-ତ୍ୟାକୁ ନେଇ ଆସୁଥିବା ଖବର ବିଷୟରେ ଆପଣମାନେ ଜାଣିଥିବେ । ତାଙ୍କ ହ- ତ୍ୟା ପରେ ତାଙ୍କ ଆସନ ଖାଲି ପଡ଼ିଥିଲା । ଆଉ ଏବେ ସେଠାରେ ଉପ ନିର୍ବାଚନ ଚାଲିଛି ।
ବିଜେଡି, ବିଜେପି ଏବଂ କଂଗ୍ରେସ ଦଳ ପକ୍ଷରୁ ଛିଡ଼ା ହୋଇଥିବା ପ୍ରାର୍ଥୀମାନେ ପ୍ରଚାର ପ୍ରସାର କରୁଥିଲେ । ସେଠାରେ ନିର୍ବାଚନ ପାଇଁ ଭୋଟ ବି ସରି ସରିଲାଣି । ଆଉ ଏବେ ଏକ ପୁଣି ଏକ ଖବର ଆସିଛି ଏହି ନିର୍ବାଚନକୁ ନେଇ ।
Bb
ଆସନ୍ତାକାଲି ହେବ ଭୋଟ ଗଣତି । ଘୋଷଣା ହେବ ଉପ ନିର୍ବାଚନ ଫଳାଫଳ । ପୁନର୍ବାର ପୁଣି ଜିତିବ ବିଜେଡି । ପୁନର୍ବାର ବିଜେଡି ଗଡ ହାସଲ କରିବ ବୋଲି ଚର୍ଚ୍ଚା ହେଉଛି । ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି ।
ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ଶନିବାର ଦିନ ଆରମ୍ଭ ହେବ ଭୋଟ ଗଣତି । ସାମ୍ନାକୁ ଆସିବ ଭୋଟ ନିର୍ବାଚନ ଫଳାଫଳ । ବିଜେଡି ପ୍ରାର୍ଥୀ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଝିଅ ଦିପାଳି ଦାସ, 
ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ଅରୁଣ ପାଣ୍ଡେଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ତେବେ କିଏ ଗଡ ହାତେଇବ ତାହାକୁ ନେଇ ଆଲୋଚନା ଚାଲିଛି ।
ବିଜେଡି ୨୦୧୯ ମସିହାରେ ଅଧିକ ଭୋଟ ଗଣତିରେ ବିଜୟ ହାସଲ କରିଥିଲା । ପୂର୍ବରୁ ବିଜେଡିର ଭଲପାଇବା ଏବଂ ଜିତିବା ଏବଂ ଅଧିକ ଭୋଟ ପାଇବା ଦେଖିଲେ ଲାଗୁଛି ଏହି ଥର ମଧ୍ୟ ବିଜେଡି ବାଜି ହାସଲ କରିବ ।
ବିଜେଡି ଦଳ ପ୍ରତି ଲୋକମାନଙ୍କର ଲୋକପ୍ରିୟତା ମଧ୍ୟ ରହିଛି । କେଉଁ ଦଳ ହାତେଇବ ଝାରସୁଗୁଡ଼ା ଆସନ ତାହା ଶନିବାର ଦିନ ଜଣାପଡ଼ିବ ।

Around The Web