Movie prime

ସୁନ୍ଦରୀ ବୋହୂ ଆଣିଲି ହେଲେ ସେ ଗୁଟଖା ଖାଉଛି, ଚଉଠି ରେ ସ୍ଵାମୀ ଦେଖିଲା ସ୍ତ୍ରୀ ଖାଉଛି ଗୁଟୁଖା...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଢଣା ତଳେ ଲୁଚି ଲୁଚି ଗୁଟକା ଖାଇଲା ନୂଆ ବୋହୂ। ଶାଶୂ ଶଶୁର ଓ ନଣଦ ଦିଅର ଯେତେ ମନା କରିଥିଲେ ମଧ୍ୟ କାହାରି କଥା ଆଦୌ ଶୁଣି ନଥିଲେ ନୂଆ ବୋହୂ ଜଣକ।
Special Report
ଏଭଳି ଅଭ୍ୟାସ ଏବେ ବୋହୂ ର ହୋଇ ଯାଇଛି ଯାହାକୁ ଛାଡ଼ିବା ଏବେ ବୋହୂ ପ୍ରତି ଅସମ୍ଭବ ଅଟେ। ଆଉ ଏହି କାରଣ ପାଇଁ ତାଙ୍କର ସଂସାର ମଧ୍ୟ ଭାଙ୍ଗିବା କୁ ବସିଥିଲା। ସକାଳୁ ଉଠି ବୋହୂ ଆଗ ଗୁଟକା ଜରି ଖୋଲି ଗୁଟକା ଖାଆନ୍ତି।
ସେ ସବୁ କାମ କରିବେ ମାତ୍ର ତାହା ପୂର୍ବରୁ ସେ ସକାଳୁ ଉଠି ପ୍ରଥମେ ଆଗେ ଗୁଟକା ହିଁ ଖାଇବେ। ଗୁଟକା କୁ ହାତରେ ଦଳି ପାଟିରେ ପକେଇ ଦେଲେ ବୋହୂର ଖୁସୀ କହିଲେ ନସରେ।
ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ସ୍ୱାମୀ ତାଙ୍କର ସ୍ତ୍ରୀ ଙ୍କ ନାମରେ ଗୁଟକା ଖାଉଥିବା ଅଭିଯୋଗ କରିଛନ୍ତି। ଅନେକ ଥର ସ୍ୱାମୀ ସ୍ତ୍ରୀ ଙ୍କୁ ଗୁଟକା ନଖାଇବାକୁ ମଧ୍ୟ ବାରଣ କରିଥିଲେ। ହେଲେ ମନା କରିବା ପରେ ମଧ୍ୟ ସେ ଗୁଟକା ଖାଇବା ଛାଡ଼ି ନଥିଲେ।
Special Report
ଅଭିଯୋଗ ମୁତାବକ ତାଙ୍କର ସ୍ତ୍ରୀ ସକାଳେ ଉଠି ଘର କାମ କରିବା ବଦଳରେ ପ୍ରଥମେ ସେ ଗୁଟକା ଖାଇ ଥାଆନ୍ତି। ସେପଟେ ସ୍ୱାମୀ ଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଛନ୍ତି ସ୍ତ୍ରୀ।
ସେ କହିଛନ୍ତି କି ଅନ୍ୟ ସବୁ ମହିଳା ମାନଙ୍କ ସହ ତାଙ୍କର ସ୍ଵାମୀଙ୍କ ସମ୍ପର୍କ ରହିଛି। ଏହି ସବୁ ମାମଲାର ବିଚାର କରିବା ପାଇଁ ପୋଲିସ ପରିବାର ପରାମର୍ଶ କେନ୍ଦ୍ରକୁ ପଠାଇ ଥିଲେ। ହେଲେ ଉଭୟ ପକ୍ଷ ସେଠାରେ ମୁହାଁ ମୁହିଁ ହୋଇ ଯାଇଥିଲେ।
ଏଭଳି ଏକ ଅଭିଯୋଗ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହି ଘଟଣାକୁ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ବିଭିନ୍ନ ଲୋକ ଏଥିପ୍ରତି ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ତେବେ ଏହି ଘଟଣା ସଂପର୍କରେ ଶୁଣିବା ପରେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.