Movie prime

ଏ ଦୃଶ୍ୟ ଯଦି ଆପଣ ଦେଖି ନାହାନ୍ତି ତେବେ ଆପଣ ଜୀବନରେ କିଛି ଦେଖି ନାହାନ୍ତି ଦେଖନ୍ତୁ ପବିତ୍ର ରଥଯାତ୍ରା ବ୍ରିଟିଶ ଅମଳରେ ହେଉଥିଲା କିଛି ଏମିତି - ବିରଳ ଦୃଶ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special Report
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଏବଂ ସବୁ ଅଞ୍ଚଳର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ ଖବର ପାଇପାରିବେ । ଆଜି ହେଉଛି ପବିତ୍ର ରଥଯାତ୍ରା । ଆଉ ଏହି ପର୍ବ ଆମ ହିନ୍ଦୁ ମାନଙ୍କର ବଡ ପର୍ବ ଅଟେ । 
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ଜାଣିପାରିବେ ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସିବ ଆଉ ଆପଣ ଅନେକ କଥା ଜାଣିପାରିବେ । ଏବେ ଖବର ଆସିଛି କି ଏଭଳି ଏକ ବର୍ଷ ଥିଲା
Special Report
 ଯେଉଁ ବର୍ଷ ରଥଯାତ୍ରା ଦିନ ରଥ ଗଡିଥିଲା କିନ୍ତୁ ଛେରା ପହଁରା ହୋଇ ନଥିଲା । ସେଦିନ ଗଜପତି ମହାରାଜ ବନ୍ଦୀ ହୋଇଥିଲେ କିନ୍ତୁ ରଥଯାତ୍ରା ଅଟକି ନଥିଲା । ଶୃଙ୍ଖଳିତ ଭାବରେ ହୋଇଥିଲା ରଥଯାତ୍ରା । କାରଣ ସବୁ ଦାୟିତ୍ବ ନେଇଥିଲେ ଗଜପତିଙ୍କ ମାଆ । 
Special Report
ମହାପ୍ରଭୁଙ୍କ ଆଦ୍ୟ ସେବକ ହେଉଛନ୍ତି ଗଜପତି ମହାରାଜ । ତିନି ରଥ ଉପରେ ଚଢ଼ି ସେ ଛେରା ପହଁରା କରିବା ଏବଂ ପ୍ରାର୍ଥନା କରିବା ପରେ ରଥ ଗଡିଥାଏ । ସେହିଦିନ ଗଜପତି ଛେରା ପହଁରା କରି ନଥିଲେ କି ସେ ପ୍ରାର୍ଥନା କରି ନଥିଲେ । ତଥାପି ରଥଯାତ୍ରା ଶୃଙ୍ଖଳିତ ଭାବରେ ହୋଇଥିଲା ।
ଏହି କଥା ହେଉଛି ୧୮୭୮ ମସିହାର । ରଥଯାତ୍ରାକୁ କିଛି ମାସ ଥାଏ ଆଉ ଗଜପତି ମହାରାଜାଙ୍କୁ ଦ୍ଵିପାନ୍ତର ଦଣ୍ଡ ହୋଇଯାଏ । ଏହି ଦ୍ୱିପାନ୍ତର ଦଣ୍ଡ ହେଉଛି ଅନ୍ୟ ଦ୍ଵୀପରେ ବନ୍ଦୀ ହୋଇ ରହିବ । 
Special Report
ପୁରୀ ବାହାରେ ଗଜପତି ମହାରାଜା ବନ୍ଦୀ ହୋଇଥିଲେ । ଆଉ ସେହି ସମୟରେ ମହାରାଜାଙ୍କ ମାଆ ସବୁ ଦାୟିତ୍ବ ବୁଝିଥିଲେ । ଆଉ ସେ ସବୁ କଥା ବୁଝିଥିଲେ । ଆଉ ରଥଯାତ୍ରା ପର୍ବକୁ ସେ ଭଲଭାବରେ ତୁଳାଇ ଥିଲେ । ସେହି ଥର ମାତ୍ର ୨୦ ହଜାର ଲୋକରେ ହୋଇଥିଲା ରଥଯାତ୍ରା ।
ବଡ ଦାଣ୍ଡ ପୁରା ଖାଁ ଖାଁ ଥିଲା । ଲୋକେ ମଧ୍ୟ ରାଜା ନାହାଁନ୍ତି ଆଉ ନିଜକୁ ସେମାନେ ଅସୁରକ୍ଷିତ ଭାବି ଘରୁ ବାହାରି ନଥିଲେ । ଓଡ଼ିଆଙ୍କ ରାଜା ଦ୍ଵିପାନ୍ତର ଦଣ୍ଡ ଭୋଗୁ ଥିବାରୁ ଅନେକ ଓଡ଼ିଆ ରଥଯାତ୍ରାରେ ଯୋଗ ଦେଇନଥିଲେ । ସମସ୍ତଙ୍କ ମନରେ ଗଜପତିଙ୍କ ପାଇଁ ଲୁହ ଥିଲା । ଆଉ ଭଲରେ ଭଲରେ ରଥଯାତ୍ରା ହୋଇଥିଲା ।