Movie prime

୭୦ ବର୍ଷର ବୃଦ୍ଧ ନେଉଥିଲେ ସେଲ୍ଫି ଦେଖନ୍ତୁ ହଠାତ୍ ହେଲା ଅଘଟଣ ଦେଖନ୍ତୁ ଏମିତି ହେଲେ ଉଦ୍ଧାର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ସୃଷ୍ଟି କରିବ । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଆଜିକାଲି ଦୁନିଆରେ ସମସ୍ତେ ର ପ୍ରାୟ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି । 
ଆଉ ଏହି ସ୍ମାର୍ଟ ଫୋନ ବୁଢ଼ା ଲୋକମାନେ ବି ଧରୁଛନ୍ତି ।ଆଉ ସେମାନେ ଏଭଳି ସବୁ କାମ କରୁଛନ୍ତି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଜଣେ ବୃଦ୍ଧ ଲୋକ ସ୍ମାର୍ଟ ଫୋନ ବ୍ୟବହାର କରୁଥିଲେ ।
ଆଉ ସେ ସେଲ୍ଫି ଉଠାଉଥିଲେ । ଆଉ ସେହି ସମୟରେ ତାଙ୍କ ସହ ଘଟିଛି ଅଘଟଣ । ଏହି ବୃଦ୍ଧ ଜଣକ ସେଲ୍ଫି ନେଉଥିବା ସମୟରେ ପୋଲ ଉପରୁ ତଳକୁ ଗଳି ପଡ଼ିଥିଲେ । ସେ ଗଳି ପଡ଼ିଥିଲେ ଆଉ ତାଙ୍କୁ ଅଗ୍ନିଶମ ବିଭାଗ ରକ୍ଷା କରିଥିଲେ । 
Special report
ଏହି ବୃଦ୍ଧ ଜଣଙ୍କର ଘର ସମ୍ବଲପୁର ଜିଲ୍ଲାରେ । ସେ ସମ୍ବଲପୁର ଜିଲ୍ଲାର ଏସଆରଆଇଟି କଲୋନୀରେ ରହୁଛନ୍ତି । ତାଙ୍କ ପରିବାରରେ ସମସ୍ତେ ଅଛନ୍ତି । ତାଙ୍କ ସ୍ତ୍ରୀ ମଧ୍ୟ ଅଛନ୍ତି । ଏହି ବୃଦ୍ଧ ଜଣଙ୍କର ବୟସ ୬୯ ବର୍ଷରୁ ଅଧିକ ବୋଲି ଜଣାପଡିଛି ।
ସେହି ବୃଦ୍ଧ ଜଣଙ୍କୁ ଲୋକମାନେ ପ୍ରଶ୍ନ ପଚାରୁଛନ୍ତି କି ସେ ତାଙ୍କ ଘରେ ଝଗଡ଼ା ଲାଗି ଏଭଳି କାମ କରିଛନ୍ତି କି ? କିନ୍ତୁ ଏହି ବୃଦ୍ଧ ଜଣକ ନାଁ କରିଛନ୍ତି । ଏହି ବୃଦ୍ଧ ଜଣକ ଶେଲ୍ଫି ନେଉଥିବା ସମୟରେ ଏଭଳି ହୋଇଥିଲା ବୋଲି ସେ କହିଛନ୍ତି । 
ସେ ସେଲ୍ଫୀ ନେଉଥିବା ସମୟରେ ତାଙ୍କ ହାତ ବାଜି ଯାଇଥିଲା । ଆଉ ଉଠିବା ସମୟରେ ସେ ସେହି ସମୟରେ ଗଳି ପଡ଼ିଥିଲେ । ସେତେବେଳେ ଏହି ବୃଦ୍ଧ ଜଣକ ଭାବିଥିଲେ କି ସେ ଆଉ ବଞ୍ଚିବେ ନାହିଁ କିନ୍ତୁ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଖବର ପାଇଥିଲେ ଆଉ ତାଙ୍କୁ ସେଠାକୁ ଯାଇ ଉଦ୍ଧାର କରିଥିଲେ ।
ଏବେ ଏହି ବୃଦ୍ଧ ଜଣକ ସୁସ୍ଥ ଅଛନ୍ତି । ଏହି ଘଟଣା ଘଟିଛି ଚାଉଁର ପୋଲରେ । ଲୋକମାନେ ସେଠାରେ ରୁଣ୍ଡ ହୋଇ ଯାଇଥିଲେ । ଦୟାକରି ସେଲ୍ଫୀ ନେବା ସମୟରେ ଧ୍ୟାନ ରଖନ୍ତୁ । ଆଉ ବୃଦ୍ଧ ଲୋକମାନେ ଏଥିପ୍ରତି ଅଧିକ ଧ୍ୟାନ ଦେବା ଉଚିତ୍ ।

Around The Web