Movie prime

ମାତ୍ର ୧୦ ଟଙ୍କା ଥଣ୍ଡା ପାଇଁ ବୋହିଲା ର-କ୍ତ ଦେଖନ୍ତୁ ଚାହୁଁ ଚାହୁଁ ଗାଁ ଭିତରେ ହେଇଗଲା ଏମିତି

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ସବୁ ଅଞ୍ଚଳର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏବେ ଏହି ଖବର ଯେ କେହିବି ଶୁଣିବ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ । ଏହି ଘଟଣା ଘଟିଛି ରାୟଗଡ଼ା ଅଞ୍ଚଳରେ । ସାମାନ୍ୟ ୧୦ ଟଙ୍କାର ଥଣ୍ଡା ପାଇଁ ଚାଲିଗଲା ଜୀବନ । 
Hh
ଏବେ ରାସ୍ତା ମଝିରେ କାନ୍ଦୁଛନ୍ତି ପୁରା ପରିବାର ଆଉ ସେଠାରେ ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି । ମାତ୍ର ୧୦ ଟଙ୍କାର ଥଣ୍ଡା ପାଇଁ ଆଜି ତିନି ଛୁଆଙ୍କ ବାପାଙ୍କର ମୃ-ତ୍ୟୁ ହୋଇଛି ।
ଯେତେବେଳେ ଗାଁ ଦାଣ୍ଡରୁ ଘରକୁ ଯାଉଥିଲେ ବ୍ୟକ୍ତି ଜଣକ ସେତେବେଳେ ଅଭିଯୁକ୍ତ ଜଣକ କୁରାଢ଼ିରେ ତାଙ୍କୁ ଚୋଟ ପକାଇଥିଲେ । ଆଉ ଏହି କୁରାଢି ବେକରେ ବାଜିବା ପରେ ଚାଲିଗଲା ବ୍ୟକ୍ତି ଜଣଙ୍କର ଜୀବନ । ଏବେ ରାସ୍ତାରେ କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି ଏହି ବ୍ୟକ୍ତି ଜଣଙ୍କର ସ୍ତ୍ରୀ । 
Hh
ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଦୁନ୍ଦୁଲି ପଞ୍ଚାୟତ ପାତ୍ରକୁଟ ଗାଁରେ । ଏହି ମୃ-ତ-କ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାସନ ଦୋକାନୀ ଓଷା । ଅଭିଯୁକ୍ତ ଜଣକ ହେଉଛନ୍ତି ସୁଧିସ ପରିଚିକା । ଯାହାଙ୍କ ବୟସ ୨୭ ବର୍ଷ ।
ଓଷା ବଜାରରୁ ଆସିଥିଲେ ଆଉ ତାଙ୍କୁ ଶୋଷ ଲାଗୁଥିଲା ଆଉ ଶୋଷ ଲାଗିବାରୁ ସେ ଥଣ୍ଡା ମାଗିଥିଲେ । ଥଣ୍ଡା ନଦେଇ ତାଙ୍କ ସହିତ ସୁଧିସଙ୍କର ଝଗଡ଼ା ହୋଇଥିଲା । ଆଉ ଏହି ଝଗଡ଼ା ଏକ ଭୟଙ୍କର ରୂପ ନେଇଥିଲା । ଆଉ ଝଗଡ଼ା ହେବାପରେ ସେ କୁରାଢି ନେଇ ତାଙ୍କୁ ମାରିବାକୁ ଯାଇଥିଲେ । 
ଶେଷରେ ଏହି ବ୍ୟକ୍ତି ଓଷାଙ୍କର ଜୀବନ ଚାଲି ଯାଇଥିଲା । ତିନି ଛୁଆ ଏବେ ବାପା ଛେଉଣ୍ଡ ହୋଇ ଯାଇଛନ୍ତି । ଏହି ଘଟଣା ଘଟିବା ସମୟରେ ଗାଁ ଲୋକ ଏହି ଅଭିଯୁକ୍ତ ଜଣଙ୍କୁ ଅଟକ ରଖିଥିଲେ ।
ଆଉ ସେମାନେ ପୋଲିସକୁ ଏହି ଖବର ଦେଇଥିଲେ । ଏହାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଏବେ ପୋଲିସ ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାର ତଦନ୍ତ କରୁଛି ପୋଲିସ ।