Movie prime

ମାତ୍ର ୧୦ ଟଙ୍କା ବାକି ପାଇଁ ହେଇଗଲା କିଛି ଏମିତି ଦେଖନ୍ତୁ ସିଧା ନେଇଗଲେ ଜୀବନ

 
Vh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ତ ଜାଣିଥିବେ କି ଯେ କେହିବି ଦୋକାନ ଖୋଲନ୍ତୁ ସେ ପ୍ରଥମେ ବାକି ଦିଅନ୍ତି ନାହିଁ ।
ପ୍ରଥମେ ସେ ନଗଦ ଟଙ୍କା ନେଇ ବିକ୍ରି କରିଥାନ୍ତି ଆଉ ଏହାପରେ ବାକି ଦେଇଥାନ୍ତି । କିନ୍ତୁ ଏବେ ଏମିତି କିଛି ଘଟିଯାଇଛି ମାତ୍ର ୧୦ ଟଙ୍କା ପାଇଁ । ମାତ୍ର ୧୦ ଟଙ୍କା ପାଇଁ ଦୋକାନୀଙ୍କ ଜୀବନ ଚାଲିଗଲା । 
Hh
ଜଣେ ଦୋକାନୀ ସକାଳୁ ଆସି ଦୋକାନ ଖୋଲିଥିଲେ । ଆଉ ଜଣେ ଗ୍ରାହକ ଯାଇ ସେଠାରେ ପହଞ୍ଚିଥିଲେ । ଏହି ଗ୍ରାହକ ଜଣକ ରାସନ୍ ଜିନିଷ ଆଣିବାକୁ ଯାଇଥିଲେ । ସେ ରାସନ୍ ଜିନିଷ ଆଣିଲେ । ତାଙ୍କର ୧୫୫ ଟଙ୍କା ହୋଇଥିଲା ।
ଦୋକାନୀ ଜଣକ କହିଥିଲେ ୫ ଟଙ୍କା ଛାଡ଼ି ୧୫୦ ଟଙ୍କା ଦିଅ କିନ୍ତୁ ଏହି ଗ୍ରାହକ ଜଣକ ୧୪୦ ଟଙ୍କା ଫୋନ ପେ କରିଥିଲେ । ଆଉ ଏହାପରେ ଦୋକାନୀ ତାଙ୍କୁ ଆଉ ୧୦ ଟଙ୍କା ମାଗିଥିଲେ । ଆଉ କହିଥିଲେ କି ତାଙ୍କର ୧୫୦ ଟଙ୍କା ହେଲା ୧୪୦ ଟଙ୍କା ଦେଉଛନ୍ତି ।
ଏହି ଦୋକାନୀ ଜଣକ ଯେଉଁସବୁ ରାସନ୍ ଦେଇଥିଲେ ତାହା ସେ ରଖି ଦେଇଥିଲେ । ଏହାପରେ ଏହିସବୁ ଦେଖି ରାଗି ଯାଇଥିଲେ ଗ୍ରାହକ । ୧୦ ଟଙ୍କା ମାଗିବାରୁ ଗ୍ରାହକ ଜଣଙ୍କ ରାଗିଯାଇ ଦୋକାନୀଙ୍କ ଛାତିକୁ ଧକ୍କା ମାରିଥିଲେ ।
Ff
ଆଉ ଏହାପରେ ଏହି ଦୋକାନୀ ଜଣକ ତଳେ ପଡ଼ି ଯାଇଥିଲେ । ଦୋକାନୀ ଜଣକ ତଳେ ପଡ଼ି ପରିସ୍ରା କରି ଦେଇଥିଲେ । ତାପରେ ତାଙ୍କୁ ସଂଗେସଂଗେ ମେଡ଼ିକାଲକୁ ନିଆ ଯାଇଥିଲା । ମେଡ଼ିକାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । 
୧୦ ଟଙ୍କା ପାଇଁ ଦୋକାନୀଙ୍କ ଜୀବନ ଚାଲିଗଲା । ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚରପା ଅଞ୍ଚଳରେ । ବଣିଆ ଅଞ୍ଚଳର ଦୋକାନୀ ବିଜୟ କୁମାର ସକାଳୁ ସକାଳୁ ବାହାରି ଆସିଥିଲେ ତାଙ୍କ ଗ୍ରୋସରୀ ଦୋକାନ ଖୋଲିବା ପାଇଁ । ଆଉ ସେ ଦୋକାନ ଖୋଲିବା ପରେ ପିଣ୍ଟୁ ପରିଡ଼ା ନାମକ ଯୁବକ ତାଙ୍କ ଦୋକାନକୁ ସଉଦା ଆଣିବାକୁ ଆସିଥିଲେ ।
ଆଉ ଏହାପରେ ଏଭଳି ଘଟଣା ଘଟିଥିଲା । ଏବେ ବିଜୟଙ୍କ ପରିବାର ଦୋଷୀକୁ ଦଣ୍ଡ ମିଳୁ ବୋଲି କହିଛନ୍ତି । ଉଚିତ୍ ନ୍ୟାୟ ମିଳୁ ବୋଲି ମଧ୍ୟ କହିଛନ୍ତି । ଏବେ ଏହି ଖବରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।