Movie prime

କ୍ୟାମେରାରେ କଏଦ ହେଲା ଏମିତି କିଛି ଜିନିଷ ଯାହା ଆପଣ ଆଖିରେ ନ ଦେଖିଲେ କେବେ ହେଲେ ବିଶ୍ୱାସ କରିପାରିବେ ନାହିଁ ଦେଖନ୍ତୁ ଏହି Cctv Footage

 
Special Report
ବର୍ତମାନ ଏପରି କିଛି ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆଉ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ଭୟ ମଧ୍ୟ କରିବେ।
ସିସିଟିଭି ଫୁଟେଜ ରେ ଏଭଳି ପାଞ୍ଚୋଟି ସ୍ଥାନରେ ଭୂତ ଦେଖିବାକୁ ମିଳିଛି ଯାହାକି ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି।ଆଜି ଯାଏଁ ଏହାର ରହସ୍ୟ କେହି ବି ଜାଣି ପାରି ନାହାଁନ୍ତି।
creature :- ସୋସିଆଲ ମିଡ଼ିଆ ରେ ଆସିଲା ପରଠୁ ଏହି ଭିଡିଓ ଟି ବହୁତ ଭାଇତାଳ ହେବାରେ ଲାଗିଲା।ଏହି ଘଟଣା ବିଷୟରେ ଜାଣିବା ପାଇଁ ଲୋକ ମାନଙ୍କୁ ବହୁତ ଇଚ୍ଛା ହେଲା।ଲୋକମାନେ ଏହାକୁ creature ବୋଲି ନାମ ଦେଲେ।
କାରଣ ଏହା ପୁରା ସେହିଭଳି ଦେଖା ଯାଉଥିଲା।ଅନେକ ଲୋକ ଏହାକୁ ଅଲଗା ଦୁନିଆରୁ ଆସିଥିବା ଏଲିଅନ ବୋଲି ଭାବିଲେ।କିନ୍ତୁ ସତରେ ତାହା କଣ ଥିଲା ତାହା ଆଜି ଯାଏଁ କେହି ଏହି ଘଟଣା ବିଷୟରେ ଜାଣି ନାହାଁନ୍ତି।
Special Report
Museum of shadow :- ଏହି ସ୍ଥାନରେ ଯେତେବେଳେ ଘଟଣାଟି ପ୍ରଥମଥର ଲୋକମାନେ ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଥିଲେ।ଏଭଳି କିଛି ଧଳା ବଲ ଗୋଲାକାର ଜିନିଷ ଭୂମିରେ ଗଢିବାକୁ ଲାଗିଲା।ତାହା କଣ ଥିଲା କେହି ଜାଣି ପାରିଲେ ନାହିଁ।
Coffee shop:- ଏହି ଘଟଣା ଟି ଇଂଲଣ୍ଡ ର ଏକ କଫି ସପ୍ ରେ ଦେଖିବାକୁ ମିଳିଛି।ଜଣେ ବ୍ୟକ୍ତି କଫି ସପ ରେ ବସିଥିଲେ।ସେହି ସମୟରେ ତାଙ୍କ ପାଖରେ ଥିବା
ଏକ କାଚ ଗ୍ଲାସ୍ ଆପେ ଆପେ ତଳେ ପଡି ଯାଇଥିଲା।କୁହାଯାଇଛି ଯେ ଏହାର ପୂର୍ବ ଦିନ ସେଠାରେ ତାନ୍ତ୍ରିକ ଆସି କିଛି ଅଲଗା ପ୍ରକାରର ଅନୁଭବ କରିଥିଲେ।
Police encounter ghost:- ୨୦୧୮ ରେ ଜଣେ ପୋଲିସ ଅଫିସର କାର୍ଯ୍ୟ କରିଥିଲେ।ତାଙ୍କ ସାମ୍ନାରେ ଏଭଳି ଜିନିଷ ହେଲା ତାହା ଦେଖି ସେ ବହୁତ ଡରି ଯାଇଥିଲେ।
ଏହାପରେ ସେଠାରୁ ବାହାର କରିବାକୁ ଚେଷ୍ଟା କରିଥିଲେ।ଏହି ସବୁ ଘଟଣା ସିସିଟିଭି ରେ ରେକର୍ଡ ହୋଇଥିଲା।ଯେତେବେଳେ ଯାଞ୍ଚ କରାଯାଇଥିଲା ସେଠାରେ କେହି ଜଣେ ଥିଲେ ବୋଲି ଜଣାପଡିଥିଲା।
Haunted school :- ସ୍କୁଲ ରେ ଥିବା ସିସିଟିଭି ରେ ରେକର୍ଡ ହୋଇଥିଲା।ସ୍କୁଲ ରେ ସବୁ ଜିନିଷ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଏପଟ ସେପଟ ହେଉଥିବାର ଦେଖିବାକୁ ମିଳିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.