Movie prime

ନିଜ ସୁନ୍ଦରୀ ଝିଅ କୁ କ୍ୟାମେରା ସାମ୍ନା କୁ ଆଣିଲେ ରବିନା,କହିଲେ ଦେଖୁନ ମୋ ଝିଅ, ଆଗାମୀ ହିରୋଇନ୍ ହେବ ବା

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ବଲିଉଡ଼ ଅଭିନେତ୍ରୀ ରବିନା ଟଣ୍ଡନ ଙ୍କୁ।ସେ ବଲିଉଡ଼ ର ଅଭିନେତ୍ରୀ ମାନଙ୍କ ମଧ୍ୟ ରେ ଅନ୍ୟତମ।ଏମିତି ଏକ ସମୟ ଥିଲା ଯେତେବେଳେ ରବିନା ଟଣ୍ଡନ ବଲିଉଡ଼ କୁ ଗୋଟିଏ ଗୋଟିଏ ହିଟ ଫିଲ୍ମ ଦେଇଥିଲେ।
Special report
ଯେଉଁଥି ପାଇଁ ସେ ବର୍ତ୍ତମାନ ସମୟରେ ସେ ବଲିଉଡ଼ ରେ ସମସ୍ତଙ୍କ ନିକଟ ରେ ପରିଚିତ।ସୋସିଆଲ୍ ମିଡ଼ିଆ ରେ ସେ ଓ ତାଙ୍କ ପରିବାର ସଦସ୍ୟ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।ସେ ତାଙ୍କ ଅଭିନୟ ମାଧ୍ୟମ ରେ ଲୋକ ମାନଙ୍କ ହୃଦୟ ଜିତି ପାରିଛନ୍ତି।ସେଥିପାଇଁ ସେ ବର୍ତ୍ତମାନ ସମୟରେ ଘରେ ଘରେ ପରିଚିତ।
ସେ ଅଭିନୟ ବ୍ୟକ୍ତିଗତ ଜୀବନ କୁ ନେଇ ବେଶୀ ଚର୍ଚ୍ଚା ରେ ରହିଥାନ୍ତି।ଆପଣ ମାନେ ଜାଣି ଥିବେ ଯେ ରବିନା ଟଣ୍ଡନ ଙ୍କ ଝିଅ ଙ୍କ ସୁନ୍ଦରତା କୁ ନେଇ ସେ ସବୁବେଳେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ହୋଇ ଥାଏ।
Special report
ଲୋକମାନେ ମଧ୍ୟ ରବିନା ଟଣ୍ଡନ ଙ୍କ ଝିଅ ର ସୁନ୍ଦରତା କୁ ନେଇ ସୋସିଆଲ୍ ମିଡ଼ିଆରେ ଅନେକ କମେଣ୍ଟ କରୁଛନ୍ତି।ତାଙ୍କ ଝିଅ ଙ୍କ ନାମ ହେଉଛି ରାଶା ଥଡାନି।ରାଶା ଙ୍କ ସୁନ୍ଦରତା ରବିନା ଟଣ୍ଡନ ଙ୍କୁ ମଧ୍ୟ ପଛରେ ପକାଇ ଦେଇଛି।ସେ ଏହି କିଛି ମାସ ପୂର୍ବ ରୁ ନିଜ ପାଠ ପଢା ଶେଷ କରିଛନ୍ତି।
Special report
ରାଶା ଙ୍କ ସୁନ୍ଦରତା କୁ ଦେଖି ଅନେକ ଲୋକ ଙ୍କ ହୃଦୟ ରେ ସେ ରାଜ କରିବାକୁ ଲାଗିଲେଣି।ଏହି କିଛି ଦିନ ତଳେ ରାଶା ନିଜ ମା ରବିନା ଟଣ୍ଡନ ଙ୍କ ସହିତ ଏକ ପାର୍ଟି କୁ ଯାଇଥିଲେ।ସେଠାରେ ନିଜର ସୁନ୍ଦରତା ପାଇଁ ପ୍ରଶଂସିତ ହେଲେ।
ସେଠାକୁ ସେ କଳା ରଙ୍ଗ ର ଏକ ସ୍କର୍ଟସ୍ ପିନ୍ଧି ଯାଇଥିଲେ।ଏଥିରେ ସେ ବହୁତ ସୁନ୍ଦର ଦେଖା ଯାଉଥିଲେ।ଖୁବ ଶୀଘ୍ର ରାଶା ଏକ ଫିଲ୍ମ କରିବାକୁ ଯାଉଛନ୍ତି।ଯେଉଁଥିରେ ସେ ହିରୋଇନ ଭୁମିକା ରେ ଅଭିନୟ କରିବେ।
Special report
ଆଉ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଏହି ଫିଲ୍ମ ରେ ଅଜୟ ଦେବଗନ ଙ୍କ କୌଣସି ସମ୍ପର୍କୀୟ ମଧ୍ୟ ଅଭିନୟ କରିବେ।ଓ ଏହି ଫିଲ୍ମ କୁ ତିଆରି କରିବେ ଅଜୟ ଦେବଗନ୍ ନିଜେ।ଖୁବ ଶୀଘ୍ର ଏହି ଫିଲ୍ମ ଟି ର ସୁଟିଂ ହେବାକୁ ଯାଉଛି।ରବିନା ଟଣ୍ଡନ ମଧ୍ୟ ଏହି ଫିଲ୍ମ ପାଇଁ ବହୁତ ଖୁସି ଅଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.