Movie prime

ଦେଖନ୍ତୁ କାହିଁକି କ୍ୟାମେରା ସାମ୍ନାରେ ନାବାଳିକା ଝିଅ ଡ୍ରେସ ଖୋଲିବାକୁ ବାଧ୍ୟ ହେଲେ ଏହି ଦୋକାନୀ ସତ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆପଣ ମାନେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଘଟଣା ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥାନ୍ତି। ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି।
Special Report
ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଇଣ୍ଟରନେଟ ଦୁନିଆରେ ବିଭିନ୍ନ ପ୍ରକାରର ଭିଡିଓ ପ୍ରତିଦିନ ଦେଖିବାକୁ ମିଳିଥାଏ।  
ବନ୍ଧୁଗଣ ଚୋର ଚୋରି କରିବା ପାଇଁ ସବୁବେଳେ ନୂଆ ନୂଆ ତରିକା ବିଷୟରେ ଭାବିଥାଏ। କିପରି ସହଜରେ ଏବଂ କମ୍ ସମୟ ଭିତରେ ନିଜର କାରନାମା କରି ଚମ୍ପଟ ମାରିବ ତାହା ମଧ୍ୟ ଚିନ୍ତା କରିଥାଏ।
Special Report
ତେବେ ପ୍ରତିଦିନ ଚୋରୀ ଆଉ ଚୋରକୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଚୋରିକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ଜଣେ ଯୁବତୀ ଡ୍ରେସ ଦୋକାନ କୁ ଡ୍ରେସ କିଣିବା ପାଇଁ ଆସିଥିଲେ। 
ଦୋକାନୀ ଜଣକ ଯୁବତୀ କହିବା ଅନୁସାରେ ଗୋଟେ ପରେ ଗୋଟେ ଡ୍ରେସ ଦେଖାଉଥିଲେ। ଯୁବତୀ ଜଣକ ଦୋକାନୀ କୁ ଡ୍ରେସ ଦେଖାଇବା ପାଇଁ କହି ଗୋଟେ ପରେ ଗୋଟେ ଡ୍ରେସ ନିଜ ବ୍ୟାଗ୍ ରେ ଭର୍ତ୍ତି କରି ଦେଉଥିଲା।
Special Report
କିନ୍ତୁ ଯୁବତୀ ଜଣକ ଜାଣିନଥିଲି ଯେ ତାଙ୍କ ଚୋରି କରିବା ଦୃଶ୍ୟ ଦୁଇ ଜଣ ବ୍ୟକ୍ତି କ୍ୟାମେରାରେ ରେକଡ୍ କରୁଥିଲେ। କିଛି ଡ୍ରେସ ପସନ୍ଦ ଆସୁନି କହି ଯୁବତୀ ଜଣକ ସେଠାରୁ ଚାଲି ଯାଉଥିଲେ। 
ଏହାପରେ ଦୋକାନୀ ଜଣକ ସେହି ଯୁବତୀ ଜଣକୁ ଅଟକାଇ ଥିଲେ। ଆଉ ଦୋକାନ ଚେଞ୍ଜୀଙ୍ଗ ରୁମ୍ କୁ ଯାଇ ଦେଇଥିଲେ ଯେ ଯୁବତୀ ନେଇଥିବା ଡ୍ରେସ ସେହି ରୁମ୍ ଭିତରେ ଆଉ ନାହିଁ।
ଏହାପରେ ଯୁବତୀ ର ସବୁ କଳାକାରନାମା ସାମ୍ନାକୁ ଆସିଥିଲା। ଏବଂ ଯୁବତୀର ଚୋରି କରିବାର କାରନାମା ଖୋଲି ଦେଇଥିଲେ ଜଣେ ଯୁବତୀ। ଶେଷରେ ଯୁବତୀ ଜଣକ ନିଜେ ଚୋରି କରିଥିବା କଥା ମନି ଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.