Movie prime

ଋ-ତୁ-ସ୍ରା-ବ ହେଉଥିବା ପ୍ରେମିକା କୁ ଧରି..ଏମିତି କଲବଲ କଲା ନିର୍ଦୟୀ ପ୍ରେମିକ...

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ରାସ୍ତା ରେ ଅନେକ ପ୍ରେମୀ ଯୁଗଳ ଙ୍କୁ ଦେଖି ଥିବେ।ତେବେ ଆଜି ଆମେ ଯେଉଁ ପ୍ରେମୀ ଯୁଗଳ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
ବର୍ତ୍ତମାନ ସମୟ ରେ କେହି ପ୍ରେମ ର ମୂଲ୍ୟ ବୁଝୁ ନାହାନ୍ତି।ଆଜିର ଯୁବ ପିଢ଼ି ପ୍ରେମ କୁ ଏକ ଖେଳନା ସଦୃଶ୍ୟ ମନେ କରୁଛି।ତେବେ ଏମିତି ଜଣେ ପ୍ରେମିକ ଅଛନ୍ତି ଯିଏ ନିଜ ପ୍ରେମିକା ର ଶରୀର ପ୍ରତି ଟି କେ ହେଲେ ବି ଯତ୍ନଶୀଳ ନୁହନ୍ତି।
Hj
ସୂଚନା ଅନୁସାରେ ଗତ କାଲି ଏପରି ଦୁଇ ଜଣ ପ୍ରେମୀ ଯୁଗଳ ରାସ୍ତା ରେ ଘୁରି ବୁଲୁ ଥିଲେ।ଲୋକ ମାନେ ସମସ୍ତେ ସେହି ପ୍ରେମିକା ଙ୍କୁ ଅନେଇ ରହି ଯାଇ ଥିଲେ।ରାସ୍ତା ମଝିରେ ଯୁବତୀ ଜଣକ ନିଜ ପ୍ରେମିକ ସହିତ ବାଇକ୍ ରେ ବସି ଯାଉ ଥିଲେ।
ଏହି ସମୟ ରେ ତାଙ୍କର ଋତୁସ୍ରାବ ହୋଇ ଥିଲା।ରାସ୍ତା ମଝିରେ ଯୁବତୀ ଜଣକ ଗାଡ଼ି ରଖିବା ପାଇଁ କହୁଥିଲେ।ହେଲେ ତାଙ୍କ ପ୍ରେମିକ ତାଙ୍କ କଥା ଶୁଣି ନ ଥିଲେ।ସେ ଜୋର୍ ରେ ଗାଡ଼ି ଚଳାଇ ଥିଲେ।
Hh
ପ୍ରେମିକା ର ଦେହ ରୁ ରକ୍ତ ଝରି ପଡୁଥିଲା।ରକ୍ତ ରେ ତାଙ୍କ ଗୋଡ ଭିଜି ସାରି ଥିଲା।ପଛରେ ଥିବା ବ୍ୟକ୍ତି ମାନେ ଏହାକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।କାର ରେ ଯାଉ ଥିବା ଜଣେ ବ୍ୟକ୍ତି ଏହାକୁ ପ୍ରଥମେ ଦେଖି ଥିଲେ।
ସେ ପଛରେ ଥାଇ ନିଜ ଫୋନ୍ ରେ ଏହାର ଭିଡିଓ କରି ଥିଲେ।ଯାହାକୁ ସେ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ଦେଇ ଥିଲେ।ଲୋକ ମାନେ ଏହି ଭିଡିଓ କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ଗୋଟିଏ ଝିଅ ସହିତ ଏପରି କରିବା ଠିକ୍ ନୁହେଁ ବୋଲି କହିଥିଲେ।
ଝିଅର ସେହି ସମୟ ରେ ଯାହା କିଛି ହୋଇ ଥିଲା ତାହାକୁ ସମସ୍ତେ ଦେଖି ସାରି ଥିଲେ।ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଚି।ଗୋଟିଏ ଝିଅ ସହିତ ଏଭଳି ହେଉ ଥିବାର ଦେଖି ସମସ୍ତେ ଦୁଃଖ ଅନୁଭବ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.