Movie prime

ମହିଳା ଡାକ୍ତରଙ୍କୁ ସିଡିଏମୋ ଙ୍କ ଅସଦାଚରଣ...ବାରମ୍ବାର ମୋର ସେଇ ଜାଗା ରେ ହାତ ମାରୁଥିଲେ..

 
Jj
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏଡିଏମ୍ଓ ଙ୍କ ବିରୋଧ ରେ ଆସିଲା ବଡ ଖବର।ଜଣେ ମହିଳା ଡାକ୍ତର ଙ୍କୁ କରା ଯାଇଚି ଅ-ସ-ଦା-ଚ-ର-ଣ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏଭଳି ଅନେକ ଘଟଣା ଆପଣ ମାନେ ଆଗରୁ ଶୁଣି ଥିବେ।
ଆଜି ଆମେ ଆପଣ ମାନଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଆମ ସମାଜ ରେ ପ୍ରତିଦିନ ମହିଳା ମାନଙ୍କ ଉପରେ ଅ-ନ୍ୟା-ୟ ଅ-ତ୍ୟା-ଚା-ର କରା ଯାଉଚି।କିଛି ମହିଳା ଚୁପ୍ ହୋଇ ରହି ଯାଉ ଥିବା ବେଳେ କିଛି ମହିଳା ଏ ନେଇ ସ୍ୱର ଉତ୍ତୋଳନ କରୁଛନ୍ତି।
Cf
ଆଜି ଆମେ ସେଭଳି ଜଣେ ଡାକ୍ତର ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଯିଏ କି ଜଣେ ଏଡିଏମଓ ଙ୍କ ଠାରୁ ଅ-ସ-ଦା-ଚ-ର-ଣ ର ଶିକାର ହୋଇଛନ୍ତି। ଗତ କାଲି ଏ ନେଇ ମହିଳା ଜଣକ ଗଣ ମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି।
ସୂଚନା ଅନୁସାରେ ମହିଳା ଜଣକ ପେଶା ରେ ଜଣେ ଡାକ୍ତର।ରୋଗୀ ମାନଙ୍କ ସେବା କରିବା ତାଙ୍କର କାମ।ହେଲେ ସେ ଯେଉଁ ଠାରେ କାମ କରୁ ଥିଲେ ସେଠାକାର ଏଡିଏମଓ ତାଙ୍କ ସହିତ ଖରାପ ବ୍ୟବହାର କରୁ ଥିଲେ।
Hh
ଯେତେବେଳେ ମହିଳା ଜଣକ ଓଟି କୁ ଯାଉ ଥିଲେ ସେତେବେଳେ ଏଡିଏମଓ ତାଙ୍କ ପାଖକୁ ଆସି ତାଙ୍କ ହାତ ଧରି ପକାଉ ଥିଲେ।ମହିଳା ଜଣକ ତାଙ୍କ ସିଟ ରେ ବସି ଥିବା ସମୟ ରେ ସେ ତାଙ୍କ ପଛ କୁ ଆସି ତାଙ୍କୁ ଧରି ପକାଉ ଥିଲେ।
ସବୁବେଳେ ତାଙ୍କୁ ଛୁଇଁ ବାକୁ ଚେଷ୍ଟା କରୁ ଥିଲେ।୨୦୨୨ ମସିହା ରୁ ସେ ଏଭଳି କାମ କରି ଆସୁଛନ୍ତି।ହେଲେ ମୁଁ ଜଣେ ଡାକ୍ତର ସେଥିପାଇଁ ଏ ବିଷୟ ରେ କାହାକୁ କହି ନ ଥିଲି।କିନ୍ତୁ ଧୀରେ ଧୀରେ ତାଙ୍କର ବ୍ୟବହାର ଆହୁରି ଖରାପ ହେବାକୁ ଲାଗିଚି।
ମୁଁ ଯେତେବେଳେ ତାଙ୍କ ସହିତ ଏ ନେଇ କଥା ହେଲି ସେ ମୋତେ ଧମକ ଦେଇ କହିଥିଲେ କି ନୂଆ ଜିଲ୍ଲାପାଳ ଙ୍କୁ କହି ତୋ ଚାକିରି ରୁ ବାହାର କରି ଦେବି।ସେଥିପାଇଁ ମୁଁ ଚୁପ୍ ହୋଇ ରହି ଯାଏ।ତେବେ ବର୍ତ୍ତମାନ ସମୟ ସେହି ଲୋକ ଙ୍କୁ ଦଣ୍ଡ ଦିଆ ଯାଉ ବୋଲି ମହିଳା ଜଣକ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.