Movie prime

ଚାକରାଣୀ ଘର କାମ କରୁଥିବା ବେଳେ ପଛରୁ ମାଲିକ୍ ଟେକି ନେଇ ରଖିଲା ଅନୈତିକ ସମ୍ପର୍କ, ପରେ ଗର୍ଭବତୀ ହେଲା ଚାକରାଣୀ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନଙ୍କୁ ଜଣା ଥିବ ଚାଣକ୍ୟ ନୀତି ବିଷୟ ରେ।ଏହି ନୀତି ରେ ନାରୀ ପୁରୁଷ କିଭଳି ସୁଖ ଶାନ୍ତି ରେ ରହିବେ ତାହା ଉପରେ ଗୁରୁତ୍ୱ ଦିଆ ଯାଇଛି।ଯେ ଏହି ନୀତି କୁ ଭଲ ଭାବେ ବୁଝିଛି ସେ ଜୀବନ ରେ କେବେ ହାରି ଯାଇ ନାହିଁ।
Special report
ନାରୀ ପୁରୁଷ ଭିତରେ ଅନେକ ବିଭେଦତା ରହିଛି ତଥାପି ସେ ଦୁହେଁ ସମାନ ବୋଲି ଚାଣକ୍ୟ କହିଛନ୍ତି।ସେଥିପାଇଁ ଲୋକ ମାନେ ଏହି ନୀତି କୁ ବୁଝୁଛନ୍ତି।ସେ ବହୁତ ବଡ ରାଜନିତିଜ୍ଞ ଥିଲେ।ତାଙ୍କୁ ଅର୍ଥଶାସ୍ତ୍ର ର ଜନକ କୁହା ଯାଏ।
ତାଙ୍କ ମତ ରେ ନାରୀ ପୁରୁଷ ଭିତରେ ଭଲ ସମ୍ପର୍କ ରହିବା ଉଚିତ।ଉଭୟ ସୁଖ ଶାନ୍ତି ରେ ରହିଲେ ତାଙ୍କ ପରିବାର ମଧ୍ୟ ଆଗକୁ ଖୁସି ରେ ରହିବ।
ସେ କହିଛନ୍ତି କି କୁକୁର ମାନଙ୍କ ଠାରେ ଯେଉ ୫ ଟି ଗୁଣ ରହି ଥାଏ।ସେହି ଗୁଣ ପୁରୁଷ ଙ୍କ ଠାରେ ରହିବା ଉଚିତ।ଗୋଟେ ମହିଳା ସବୁବେଳେ ଇଚ୍ଚା କରି ଥାଏ ତାହା ସ୍ଵାମି ଙ୍କ ପାଖରେ ଏହି ଗୁଣ ରହି ଥାଉ।ଏହି ଗୁଣ ଗୁଡିକ ଯେଉ ପୁରୁଷ ଙ୍କ ପାଖରେ ରହି ଥାଏ।ସେ ପୁରୁଷ ଜୀବନ ରେ କେବେ ହାରି ଯାଏ ନାହିଁ।
Special report
ଜୀବନ ରେ ସବୁ କ୍ଷେତ୍ର ରେ ସଫଳତା ପାଇ ଥାଏ।ଆଜି ଆମେ ସେହି ଚାଣକ୍ୟ ପୁରୁଷ ମାନଙ୍କ ପାଇଁ ଦେଇ ଥିବା ୫ ଟି ଗୁଣ ବିଷୟ ରେ କହିବାକୁ ଯାଉଛୁ।ପ୍ରଥମେ ଆସୁଛି ସନ୍ତୁଷ୍ଟତା ଗୁଣ।ସେ କହିଥିଲେ କି ପୁରୁଷ ମାନେ ସବୁବେଳେ କଠିନ ପରିଶ୍ରମ କରିବା ଉଚିତ।
ସେଥିରୁ ଯେତିକି ଧନ ପାଇବେ ସେଥିରେ ନିଜ ପରିବାର କୁ ଚଳାଇ ନିଜେ ଖୁସି ରେ ରହିବା ଉଚିତ।ଯେପରି କୁକୁର କୁ ଯେତିକି ଖାଇବାକୁ ଦିଆ ଯାଏ।ସେ ସେଥିରେ ସନ୍ତୁଷ୍ଟ ହୋଇ ଥାଏ।ଯେଉ ପୁରୁଷ ର ଏହି ଗୁଣ ରହିଥାଏ।
Special report
ସେ ଜୀବନ ରେ ହାରି ଯାଏ ନାହିଁ।ଦ୍ୱିତୀୟ ରେ ଆସୁଛି ଯେ ପୁରୁଷ ମାନେ ଗଭିର ନିଦ୍ରା ରେ ଶୋଇବା ପରେ ମଧ୍ୟ ସବୁବେଳେ ଜାଗ୍ରତ ରହିବା ଆବଷ୍ୟକ।ନିଜ ସ୍ତ୍ରୀ ପିଲା ମାନଙ୍କ ଉପରେ ଆସୁଥିବା ଯେ କୌଣସି ବିପଦ କୁ ସେ ଯେପରି ସାଙ୍ଗେ ସାଙ୍ଗେ ଦୁରେଇ ପାରୁ ଥିବେ।
ଏହା ପରେ ଆସୁଛି ବିଶ୍ୱସ୍ଥ।ଏହି ଗୁଣ ସବୁ ପୁରୁଷ ଙ୍କ ପାଖେ ରହିବା ଉଚିତ।ଯେପରି କୁକୁର ତାର ମାଲିକ ପ୍ରତି ସବୁବେଳେ ବିଶ୍ୱସ୍ଥତା ଦେଖାଇ ଥାଏ ସେହିଭଳି ପୁରୁଷ ନିଜ ସ୍ତ୍ରୀ ପ୍ରତି ବଫାଦାର ରହିବା ଉଚିତ।ଚତୁର୍ଥ ରେ ଆସୁଛି ସାହାସି।
ତାଙ୍କ ମତରେ ପୁରୁଷ ମାନେ ମହିଳା ଙ୍କ ତୁଳନା ରେ ବେଷି ସାହାସି ହୋଇ ଥାନ୍ତି।ଏହି ନୀତି ତାଙ୍କ ଭିତରେ ରହିବା ଉଚିତ।ଏବଂ ଶେଷ ରେ ହେଉଛି ସନ୍ତୁଷ୍ଟ ରଖିବା।ପୁରୁଷ ମାନେ ନିଜ ସ୍ତ୍ରୀ କୁ ସବୁବେଳେ ସନ୍ତୁଷ୍ଟ ରଖିବା ଉଚିତ।ମହିଳା ମାନଙ୍କୁ ଖୁସି କରାଇଲେ ସେମାନଙ୍କ ପରିବାର ସବୁବେଳେ ଖୁସି ରହି ଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.