Movie prime

ଚଳନ୍ତା କାରରୁ ଉଡ଼ିଲା ଖାଲି ପୁଳା ପୁଳା ନୋଟ ଦେଖିଲେ ମୁଣ୍ଡ ଆଶ୍ଚର୍ୟ୍ଯ ହୋଇଯିବ ଆପଣ ଦେଖନ୍ତୁ ଏହି VIRAL VIDEO

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଭିଡିଓ ପାଇପାରିବେ ।
ଆପଣମାନେ ସମସ୍ତେ ସବୁବେଳେ ଏଭଳି କିଛି ଭିଡିଓ ଦେଖିଥିବେ ଯାହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ହୋଇଥାଏ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଆସ ଆଶ୍ଚର୍ଯ୍ୟ ହୋଇଯିବେ । 
ଆପଣମାନେ କେବେ ଦେଖିଛନ୍ତି କି ଚଳନ୍ତା କାରରୁ ନୋଟର ବର୍ଷା ହେଇଥାଏ । ଏହା କେବଳ ଫିଲ୍ମରେ ହିଁ ହୋଇଥାଏ । କିନ୍ତୁ ଏହି ଭିଡିଓରେ ଆପଣମାନେ ଏହା ଦେଖିପାରିବେ ।
ଆପଣମାନେ ସମସ୍ତେ ଦେଖିପାରିବେ କି ଚଳନ୍ତା କାରରୁ ନୋଟର ବର୍ଷା ହେଉଛି । ୧୦୦ କି ୨୦୦ ଟଙ୍କା ନୁହେଁ ବରଂ ଲକ୍ଷ ଲକ୍ଷ ଟଙ୍କା ବର୍ଷା ହେଲା କାର ଭିତରୁ । ଏହି ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ଅଟେ । ଏହି ଘଟଣାଟି ଘଟିଛି ହରିୟାଣାର ଗୁରୁଗ୍ରାମ ଠାରେ ।
ଏବେ ଏହି ଭିଡିଓକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ଟଙ୍କା ଜଣେ ବ୍ୟକ୍ତି ଉଡାଇଛନ୍ତି ତାହା ପୁଣି ରିଲ୍ସ କରିବା ସମୟରେ । ରିଲ୍ସ କରିବା ଏବେ ଗୋଟିଏ ଟ୍ରେଣ୍ଡ୍ ହୋଇଗଲାଣି । ଆଉ ରିଲ୍ସ ବନାଇବାକୁ ଅନେକ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି ।
ଏହି ଭିଡିଓରେ ଆପଣ ଦେଖିପାରିବେ ଏହି ବ୍ୟକ୍ତି ଜଣକ ଟଙ୍କା ଉଡ଼ାଉଛନ୍ତି । ଏହି ଦୁଇଜଣ ଯୁବକ ରିଲ୍ସ ତିଆରି କରିବା ସମୟରେ ଅନେକ ଲୋକଙ୍କ ଜୀବନକୁ ଅସୁବିଧାରେ ପକାଇଛନ୍ତି । ଏହା ଅଭିନେତା ସାହିଦ୍ କପୁରଙ୍କ ଅଭିନୀତ ୱେବ୍ ସିରିଜ ଫରିଜର ଏକ ଦୃଶ୍ୟ ଅଟେ । 
ଯାହା ଚଳିତ ବର୍ଷ ଫେବ୍ରୁଆରୀ ମାସରେ ରିଲିଜ୍ ହୋଇଥିଲା । ଏହି ସିରିଜର ଏହି ସିନରେ ଦୁଇଜଣ ଯୁବକ ରିଲ୍ସ କରୁଥିଲେ । ଆଉ ସେମାନେ ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ ବି କରିଥିଲେ ।
ଏହାପରେ ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ ହୋଇଥିଲା । ଆଉ ଏହି ଟଙ୍କା ଅସଲି ନା ନକଲି ତାହା ଜଣାପଡ଼ିନାହିଁ । କିନ୍ତୁ ଏବେ ଏହି ଦୁଇଜଣ ଯୁବକଙ୍କ ନାଁରେ ମାମଲା ରୁଜ୍ଜୁ କରିଛି ପୋଲିସ । ଏହି ଯୁବକଙ୍କୁ ଖୋଜୁଛି ପୋଲିସ । ରିଲ୍ସ କରି ଫସିଗଲେ ଯୁବକ ।