Movie prime

କନିଆଁ ଘର ଜାଣିଲେ ବର ଚନ୍ଦା ସିଧା ଧରିଲେ ବେଦୀ ଉପରେ ଛେଛିଲେ ଦେଖନ୍ତୁ ସବୁଆଡେ ଭିଡିଓ ହେଲାଣି VIRAL

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ସୋସିଆଲ ମିଡ଼ିଆରେ ଲୋକମାନେ ଅନେକ ପ୍ରକାରର ଏବଂ ଅନେକ ସ୍ଥାନର ଖବର ପାଇପାରିବେ । କିନ୍ତୁ ଏହି ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏହି ଖବର ଏବେ ଚର୍ଚ୍ଚାକୁ ଆସୁଛି । ଏହି ଖବର ଏବେ ବହୁତ ପରିମାଣରେ ଚର୍ଚ୍ଚା ହେବା ସହ ଅନେକ କଥା ମଧ୍ୟ ଆସୁଛି ।
Special Report
ଆପଣମାନେ ସମସ୍ତେ ଆଜିକା ଯୁଗରେ ଘଟିଥିବା ଘଟଣା ବିଷୟରେ ଜାଣିଥିବେ । ଆଜିକା ଯୁଗରେ ଏଭଳି ସବୁ ଘଟଣା ଘଟୁଛି ଯାହା ଏହି ଆଖିକୁ ବିଶ୍ୱାସ ହେଉ ନାହିଁ । ଆଜିକା ଯୁଗରେ ଲୋକମାନେ ବହୁତ ଅଧିକ ହୋଇ ଯାଇଛନ୍ତି । ଆଜିକା ଯୁଗରେ ଅନେକ ଲୋକଙ୍କର ବାଳ ଉପୁଡ଼ି ଯାଉଛି ।
ଆଉ ଯାହା ଫଳରେ ସେମାନେ ଚନ୍ଦା ହୋଇ ଯାଉଛନ୍ତି । ଆଜିକା ଯୁଗରେ ଚନ୍ଦା ପଣ ଏକ ସାଧାରଣ କଥା ହୋଇଗଲାଣି । କମ୍ ବୟସର ପିଲାମାନେ ଚନ୍ଦା ପଣର ଶିକାର ହେଉଛନ୍ତି । ଆପଣମାନେ ଏହି ଭିଡିଓ ଦେଖିଲେ ଏଭଳି କିଛି ଖବର ଜାଣିପାରିବେ ।
Special Report
ଜଣେ ଚନ୍ଦା ବ୍ୟକ୍ତି ବିବାହ କରିଥିଲେ । ଆଉ ସେ ନକଲି ଚୁଟି ଲଗାଇ ବିବାହ କରିଥିଲେ । ଆଉ କନ୍ୟା ଘର ଲୋକେ ଏହା ଜାଣିବା ପରେ ଏଭଳି କିଛି କରିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ବର ଜଣକ ଆଗରୁ ବିବାହ କରିଥିଲେ ଆଉ ସେ ଦ୍ଵିତୀୟ ବିବାହ କରିବାକୁ ଚାହୁଁଥିଲେ ।
ଆଉ ସେ ଦ୍ଵିତୀୟ ବିବାହ କରିବାକୁ ଝିଅ ମଧ୍ୟ ଠିକ୍ କରିଥିଲେ । ବିବାହ କରିବା ଦିନ ଏକ ଘଟଣା ସାମ୍ନାକୁ ଆସିଲା ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି କନ୍ୟା ଘର ଲୋକ ଜାଣିପାରିଲେ ବର ଜଣକ ବିବାହିତ ।
ଆଉ ଏହି ବର ଜଣକ ପୂର୍ବରୁ ବିବାହ କରିଛନ୍ତି । ଆଉ ଏହି କଥା ବର ପକ୍ଷ ଜାଣିବା ପରେ ଏହି ଯୁବକ ଜଣଙ୍କୁ ନିର୍ଦ୍ଧୁମ ମାଡ ମାରିଥିଲେ କନ୍ୟା ପକ୍ଷ । ଆଉ କନ୍ୟା ପକ୍ଷ ମାଡ ମାରି ଚୁଟି ଟାଣିବା ଦ୍ଵାରା ଜଣାପଡିଥିଲା କି ଏହି ବର ଜଣକ ହେଉଛନ୍ତି ଚନ୍ଦା ଆଉ ସେ ନକଲି ଚୁଟି ପିନ୍ଧି ବିବାହ କରିବାକୁ ଆସିଛନ୍ତି ।
ଏହିସବୁ କଥା ଜାଣିବା ପରେ ଯୁବକ ଜଣଙ୍କୁ ନିର୍ଦ୍ଧୁମ ମାଡ ମାରିଲେ କନ୍ୟା ପକ୍ଷ ଲୋକ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହିସବୁ ବିଷୟ ଦେଖିପାରିବେ । ଏବେ ଏହି ଭିଡିଓ ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲୁଛି । ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି ।