Movie prime

ପରୀକ୍ଷା ହଲ ରେ ନିଜକୁ ୫୦୦ ଝିଅ ଙ୍କ ଭିତରେ ଏକା ପାଇ ଛାତ୍ର ହୋଇଗଲା ବେହୋସ୍, ବହୁତ୍ ନର୍ଭସ ହୋଇ ଏମିତି ହେଇଛି ବୋଲି କହିଲେ ଡାକ୍ତର

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିପାରିବେ । ସୋସିଆଲ ମିଡିଆରେ ସବୁବେଳେ ସବୁ ପ୍ରକାରର ଭିଡିଓ ଆଉ ଏହାସହ ସବୁ ଦେଶର, ବିଦେଶର, ରାଜ୍ୟର ଏବଂ ସମସ୍ତ ଅଞ୍ଚଳର ଘଟଣା ମଧ୍ୟ ଜାଣିପାରିବେ ।
ଏବେ ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଏହି ଖବର ବିଷୟରେ ଯେ କେହିବି ଶୁଣିବ ସେ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ ପ୍ରଶ୍ନ ଆସିବ । ଏହି ଘଟଣା ଘଟିଛି ବିହାର ରାଜ୍ୟରେ ।
ଆପଣମାନେ ସମସ୍ତେ ତ ଜାଣିଥିବେ କି କଲେଜରେ ପରୀକ୍ଷା ହେଲେ ଝିଅ ଆଉ ପୁଅ ଏକାଠି ପରୀକ୍ଷା ଦିଅନ୍ତି । ଏହି ଖବର ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ୍ ହେଉଛି । ଏହି ଖବର ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ ।
ଏହି ଘଟଣା ହେଉଛି ବୋର୍ଡ ପରୀକ୍ଷା ଚାଲୁଥିଲା । ଆଉ ବିହାରର ଅଲାମ ଇକବାର କଲେଜରେ ମନିସ୍ ଶଙ୍କର ନାମରେ ଜଣେ ଯୁବକ ପଢୁଥିଲେ । ତାଙ୍କର ପରୀକ୍ଷା ସେଣ୍ଟର ବିବାହର ଏକ କଲେଜରେ ପଡ଼ିଥିଲା । 
ଆଉ ଯେତେବେଳେ ସେ ପରୀକ୍ଷା ଦେବାକୁ ସେହି ସେଣ୍ଟରକୁ ଗଲେ । ଆଉ ରୁମରେ ପହଞ୍ଚିଲେ ଏଭଳି କିଛି ଘଟଣା ଘଟିଲା ଯାହା ପାଇଁ ସେ ସିଧା ବେହୋସ୍ ହୋଇଗଲେ । ଏହି ଯୁବକ ଜଣକ ପରୀକ୍ଷା ଦେବା ସେଣ୍ଟରରେ ସେ ଦେଖିଲେ ସମସ୍ତେ ଝିଅ ସେଠାରେ ବସିଛନ୍ତି ।
ଆଉ ସେ ହିଁ ଏକମାତ୍ର ପୁଅ ଅଟନ୍ତି । ସେହି ସେଣ୍ଟରରେ ୫୦୦ ଜଣ ଛାତ୍ରୀ ଥିଲେ । ସେଠାରେ ସେ ଏକମାତ୍ର ଛାତ୍ର ଥିଲେ । ଏହିକଥା ସେଠାରେ ଦେଖିବା ପରେ ସେ ଏହିସବୁ କଥା ଭାବି ନର୍ଭସ ହୋଇଗଲେ । 
ଆଉ ନର୍ଭସ ହୋଇଗଲା ପରେ ତାଙ୍କୁ ଜ୍ଵର ଆସିଲା ଆଉ ସେ ବେହୋସ୍ ହୋଇଗଲେ । ତାଙ୍କୁ ସଂଗେସଂଗେ ମେଡ଼ିକାଲକୁ ନିଆଗଲା । ସେଠାରେ ଏହିସବୁ କଥା ଜଣାପଡ଼ିଲା । ଏହିସବୁ କଥା ତାଙ୍କ ଖୁଡି କହିଛନ୍ତି ।
ଏବେ ଏହି ଭିଡିଓ ସୋସିଆଲ ମିଡ଼ିଆରେ ବହୁତ ପରିମାଣରେ ଭାଇରାଲ୍ ହେଉଛି । ଏହାକୁ ନେଇ ସର୍ବ ସାଧାରଣରେ ଚର୍ଚ୍ଚା ହେଉଛି । ଏହି ପିଲାଟି ଏତେ ଝିଅଙ୍କ ମଝିରେ ନିଜକୁ ଦେଖି ଏଭଳି ନର୍ଭସ ହୋଇଗଲା । ଏବେ ଏହି ଘଟଣା ଭାଇରାଲ ହେବା ପରେ ଅନେକ ପ୍ରକାରର କମେଣ୍ଟ ଲୋକମାନେ ଦେଇଛନ୍ତି ।