Movie prime

ବାଛନ୍ତୁ ଗୋଟିଏ ବାକ୍ସ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତରେ କିପରି ହେବ ଆପଣଙ୍କ ମୃ-ତ୍ୟୁ !!

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏହି ଜୀବନ କେତେ ବର୍ଷ ପାଇଁ ରହିଛି ଓ କିପରି ରହିଛି ତାହା ମଧ୍ୟ କହିବା କାହା ପକ୍ଷରେ ସମ୍ଭବ ନୁହେଁ। ତେଣୁ ଆମର ଆପଣ ସମସ୍ତ ଙ୍କୁ ବିନମ୍ର ଅନୁରୋଧ କି ଯେତେ ଦିନ ର ଜୀବନ ଅଛି ଆପଣ ପ୍ରତ୍ଯେକ ଦିନ କୁ ନିଜ ଜୀବନ ର ବିଶେଷ ଦିନ ଭାବି ଚାଲନ୍ତୁ।
ଏହାସହ ଖୁସି ରେ ରୁହନ୍ତୁ। ତେବେ ବନ୍ଧୁଗଣ ଆସନ୍ତୁ ଆଜିର ବିଷୟ ବସ୍ତୁ ଟିକୁ ଆରମ୍ଭ କରିବା। ସର୍ବ ପ୍ରଥମେ ଆପଣ ଦୁଇଟି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବର କୁ ବାଛି ନିଅନ୍ତୁ।
Gg
ଯଦି ଆପଣ ୧କୁ ଚୟନ କରିଛନ୍ତି ତେବେ ଜାଣି ନିଅନ୍ତୁ କି ଆପଣଙ୍କର ଜୀବନରେ ଯେତେବେଳେ ମୃତ୍ୟୁ ଆସିବ ସେହି ସମୟ ପୂର୍ବରୁ ଆପଣ ଙ୍କର ସମସ୍ତ ଇଛା ଗୁଡିକର ପୂର୍ଣ୍ଣ ହୋଇ ଯାଇଥିବ। ଏହାସହ ଆପଣଙ୍କ ମୃତ୍ୟୁ ଏଭଳି ଭାବରେ ହେବ କି କେହି ଜାଣି ମଧ୍ୟ ପାରିବେ ନାହିଁ।
ଅର୍ଥାତ ଖୁବ ଶାନ୍ତିର ସହକାରେ ଆପଣ ଙ୍କର ମୃତ୍ୟୁ ହେବ। ସମୟ ଏପରି ରହିବ କି ଆପଣଙ୍କ ମନରେ ମଧ୍ୟ କୌଣସି ଭାବ ବା ସଙ୍କୋଚ କିଛି ରହିବ ନାହିଁ। ଶେଷ ସମୟରେ ଆପଣଙ୍କ ମନରେ ରହିବ କି ଯାହା ହେଉ ଆପଣ ଏକ ଖୁବ ଭଲ ଜୀବନ ଟିଏ ଅତିବାହିତ କରିଲେ।
Bb
ନମ୍ବର ୨କୁ ଯେଉଁ ମାନେ ମଧ୍ୟ ଚୟନ କରିଛନ୍ତି, ଆପଣ ମାନଙ୍କର ଜୀବନ କାଳ ଖୁବ ଅଧିକ ରହିଛି। ଅର୍ଥାତ, ତଥାପି ପାଖାପାଖି ୧୦୦ ବର୍ଷ ପର୍ଯ୍ୟନ୍ତ ଆପଣ ବଞ୍ଚି ପାରନ୍ତି। ଆପଣ ଶେଷ ସମୟରେ ମନ ରେ କିଛି ଅଫଶୋଷ ମଧ୍ୟ କରି ପାରନ୍ତି।
ଆପଣ ଙ୍କର ମନ ମଧ୍ୟ ଦୁଃଖ ହୋଇ ପାରେ କି ଆପଣ ନିଜ ଜୀବନ ଛାଡିବାକୁ ଯାଉଛନ୍ତି। ନିଜ ଲୋକଙ୍କ ଠାରୁ ଦୂରେଇବା ର ଦୁଃଖ ଆପଣଙ୍କ ମୃତ୍ୟୁ ସମୟରେ ଆପଣଙ୍କ ପାଇଁ କିଛି ଅଧିକ କଷ୍ଟକର ମଧ୍ୟ ହୋଇ ପାରେ। କିନ୍ତୁ ଆପଣ ଜୀବନରେ ସବୁ ସ୍ଵପ୍ନ ପୂରୁଣ କରି ଦେଇଛନ୍ତି, ବୋଲି ମନରେ ଏକ ଖୁସି ମଧ୍ୟ ଥିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.