Movie prime

ବାଛନ୍ତୁ ଗୋଟିଏ ରଙ୍ଗ ଆଉ ଜାଣନ୍ତୁ ଆପଣଙ୍କ ବିଷୟରେ କିଛି ସ୍ଵତନ୍ତ୍ର କଥା

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବ୍ୟକ୍ତି ଯେଉଁ ରଙ୍ଗ ପସନ୍ଦ କରୁଥାଏ ତାହା ତାହାର ସ୍ଵଭାବ ବିଷୟରେ ଜଣା ପଡିଥାଏ। ପ୍ରତେକ ବ୍ୟକ୍ତିର ଅଲଗା ଅଲଗା ରଙ୍ଗ ପସନ୍ଦ ହୋଇଥାଏ। ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ରଙ୍ଗର ଚିତ୍ର ନେଇ ଆସିଛୁ। ଏଥିରୁ ଆପଣ ମାନେ ଯେ କୌଣସି ଗୋଟିଏ ରଙ୍ଗ ଚୟନ କରି ଜାଣିପାରିବେ ନିଜର ବ୍ୟକ୍ତିତ୍ବ ବା ସ୍ଵଭାବ ବିଷୟରେ।
୧- ଗୋଲାପି ରଙ୍ଗ : ଯଦି ଆପଣ ଗୋଲାପୀ ରଙ୍ଗ ଚୟନ କରିଛନ୍ତି ସେମାନେ ନିଜ ସାଥିଙ୍କ ପ୍ରେମରେ ବହୁତ ଭାବୁକ ହୋଇଥାନ୍ତି। ଆପଣ ବହୁତ ହସମୁଖ ସ୍ଵଭାବର ବ୍ୟକ୍ତି ଅଟନ୍ତି। ଆପଣ ସମତାଙ୍କର କେୟାର ନେଇଥାନ୍ତି। ଏମାନେ ସମସ୍ତଙ୍କର ଭଲ ମନ୍ଦ ବୁଝିବା ସହ କୋମଳ ହୃଦୟ ବ୍ୟକ୍ତି ହୋଇଥାନ୍ତି।
Gh
୨- ସବୁଜ ରଙ୍ଗ : ଯଦି ଆପଣ ସବୁଜ ରଙ୍ଗ ଚୟନ କରିଛନ୍ତି ତେବେ ଆପଣ ପ୍ରତେକ ପରିସ୍ଥିତିରେ ନିଜକୁ ସମ୍ଭାଳିବା ପାଇଁ ସକ୍ଷମ ଅଟନ୍ତି। ଆପଣ ସଫଳତାର ଶୀର୍ଷରେ ପହଞ୍ଚି ଥିଲେ ମଧ୍ୟ ନିଜ ଠାରୁ ଛୋଟ ଲୋକଙ୍କୁ ସାଥିରେ ନେଇ ଚାଲିଥାନ୍ତି। ଏମାନେ କାହାକୁ ଦୁଖୀ ଦେଖିପାରନ୍ତି ନାହି। ଏମାନେ ଶାନ୍ତ ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି।
୩- ନୀଳ ରଙ୍ଗ : ଯଦି ଆପଣ ନୀଳ ରଙ୍ଗ ଚୟନ କରିଛନ୍ତି ତେବେ ଆପଣ ଅନ୍ୟକୁ ଆକର୍ଷିତ କରିବା ଭଳି ବ୍ୟକ୍ତି ଅଟନ୍ତି। ଏମାନେ ବହୁତ ସ୍ବାଭିମାନୀ ହୋଇଥିବାରୁ ଅନ୍ୟର ସାହାଜ୍ଯ ନିଅନ୍ତି ନାହି।
Gg
୪- କଳା ରଙ୍ଗ : ଯଦି ଆପଣ କଳା ରଙ୍ଗ ଚୟନ କରିଛନ୍ତି ତେବେ ଆପଣ ବହୁତ ରାଗି ସ୍ଵଭାବର ବ୍ୟକ୍ତି ଅଟନ୍ତି। ଆପଣ କାମରେ ପରିବର୍ତ୍ତନ ପସନ୍ଦ କରନ୍ତି ନାହି। ଯେଉଁ କାମ ଯେମିତି ଚାଲିଛି ସେମିତି କରିବାକୁ ପସନ୍ଦ କରିଥାନ୍ତି।
୫- ନାଲି ରଙ୍ଗ : ଯଦି ଆପଣ ନାଲି ରଙ୍ଗ ଚୟନ କରିଛନ୍ତି ତେବେ ଆପଣ ଶାନ୍ତ ଓ ସୁଖଦ ସ୍ଵଭାବର ବ୍ୟକ୍ତି ଅଟନ୍ତି। ଆପଣ ଆଶାବାଦୀ ହେବା ସହ ଯୋଜନା କରିବାରେ ପାରଙ୍ଗମ ହୋଇଥାନ୍ତି। ଏମାନେ ପ୍ରତେକ କାମରେ ସଫଳ ହୋଇଥାନ୍ତି।
 
୬- ନାଲି ରଙ୍ଗ : ଯଦି ଆପଣ ହଳଦିଆ ରଙ୍ଗ ଚୟନ କରିଛନ୍ତି ତେବେ ଆପଣ ଅନ୍ୟକୁ ଆକର୍ଷଣ କରୁଥିବା ବ୍ୟକ୍ତି ଅଟନ୍ତି। ଏମାନେ ନିଜ କାମକୁ ଜୋସ ସହକାରେ କରିଥାନ୍ତି। ଅନ୍ୟର ସ୍ଵଭାବକୁ ଜଲ୍ଦି ବୁଝିଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.