Movie prime

ଆପଣଙ୍କ ପ୍ରିୟଙ୍କ କଥା ଚିନ୍ତା କରି ବାଛନ୍ତୁ ଗୋଟିଏ ଚିତ୍ର ଆଉ ଜାଣନ୍ତୁ ଆପଣଙ୍କ ପ୍ରିୟଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି

 
Fg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏହି ଭିଡିଓରେ ଦେଖା ଯାଉଥିବା ଦୁଇଟି ପକ୍ଷୀ ଯାହାଙ୍କ ନାମ ହେଉଛି ଲଭ୍ ଆଉ ଜଣଙ୍କ ନାଁ ହେଉଛି ୟୁ । ଏହି ଦୁଇଟି ପକ୍ଷୀ ଭିତରୁ ଗୋଟିଏ ବାଛନ୍ତୁ । ଆଉ ସେହିଥିରୁ ଆପଣମାନେ ଜାଣନ୍ତୁ କି ଆପଣଙ୍କ ସାଥୀ ଆପଣଙ୍କୁ କେତେ ଭଲ ପାଉଛନ୍ତି । 
Ch
ଆପଣମାନେ ଯାହାକୁ ଅଧିକ ଭଲ ପାଉଛନ୍ତି ତାଙ୍କ ନାମ ନେଇ ଗୋଟିଏ ପକ୍ଷୀ ବାଛନ୍ତୁ । ଆଉ ଏହି ଅନୁସାରେ ସେ ଆପଣଙ୍କୁ କେତେ ଭଲ ପାଉଛନ୍ତି ସେହି ବିଷୟରେ ଜାଣିପାରିବେ । ଯିଏ ଯାହାକୁ ଭଲ ପାଇଥାଏ ତା ମନରେ ଅନେକ ପ୍ରଶ୍ନ ଆସିଥାଏ କି ଯିଏ ଭଲ ପାଉଛନ୍ତି ସେ ପ୍ରକୃତରେ ଭଲ ପାଉଛନ୍ତି ନା ନାହିଁ ସେହି କଥା ଜାଣନ୍ତୁ । 
ଲଭ୍ ପକ୍ଷୀ - ଆପଣମାନେ ଯାହାକୁ ଭଲ ପାଉଛନ୍ତି ତା ବିଷୟରେ ଜାଣିବା ପାଇଁ ଏହି ପକ୍ଷୀଟିକୁ ବାଛିଛନ୍ତି ସିଏ ଆପଣଙ୍କୁ ଆଉ ଆପଣ ତାଙ୍କୁ ଉଭୟ ଉଭୟଙ୍କୁ ଭଲ ପାଉଛନ୍ତି । ହେଲେ କୌଣସି କାରଣ ପାଇଁ ଆପଣ ପରସ୍ପର ସହ ଝଗଡ଼ା କରୁଛନ୍ତି । ସେ ଆପଣଙ୍କ କଥା ଭାବୁଛନ୍ତି ଆଉ ଠିକ୍ ସମୟ ଆସିଲେ ସେ ଆପଣଙ୍କୁ ତାଙ୍କ ମନ କଥା କହିବେ । ଆପଣ ଅପେକ୍ଷା କରନ୍ତୁ ଆପଣ ମନ କଥା ଜାଣିପାରିବେ । 
Ty
ୟୁ ପକ୍ଷୀ - ଆପଣ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି ତାହାଙ୍କ ସହିତ ଅଳ୍ପ କିଛି ଦିନ ଭିତରେ ଆପଣଙ୍କର ଚିହ୍ନା ଜଣା ହୋଇଥିବ । ଏହି ସମ୍ପର୍କ ଆପଣଙ୍କର ବହୁତ ପୁରାତନ ନୁହେଁ । ତାଙ୍କ ହୃଦୟରେ କେବଳ ଆପଣ ହିଁ ଅଛନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।
ଆଗକୁ ଯାଇ ଆପଣଙ୍କ ଜାତି କିମ୍ବା ଧନକୁ ନେଇ କୌଣସି ସମସ୍ୟା ଆସିପାରେ । ଯେତେବି ସମସ୍ୟା ଆସିଲେ ଏହି ବ୍ୟକ୍ତି ଜଣକ ଆପଣଙ୍କୁ ସେମିତି ଭଲ ପାଉଥିବେ । ଆଉ ଏହି ବ୍ୟକ୍ତି ଜଣକ ଆପଣଙ୍କୁ ନିଜର କରିବେ । ଯେତେ ଯାହା ହେଲେ ବି ସେ ସବୁବେଳେ ଆପଣଙ୍କ ସହିତ ରହିବେ ।