Movie prime

ଆପଣଙ୍କ ପ୍ରିୟଙ୍କ କଥା ଚିନ୍ତା କରି ବାଛନ୍ତୁ ଗୋଟିଏ ଶୁଆ ଆଉ ଜାଣନ୍ତୁ ସେ ଆପଣଙ୍କ ପାଇଁ କଣ ଭାବୁଛନ୍ତି

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Th
ନମସ୍କାର ଦର୍ଶକବନ୍ଧୁ ଦେଖନ୍ତୁ ଆପଣଙ୍କ ଆଗରେ ଦୁଇଟି ପାରାର ଚିତ୍ର ଦିଆଯାଇଛି। ଆପଣ ଯେକୌଣସି ଗୋଟିଏ ପାରା ଚୟନ କରନ୍ତୁ। ଆପଣ ଭଗବାନଙ୍କ ନାମ ନେଇ ଯେକୌଣସି ଗୋଟିଏ ପାରା ବାଛନ୍ତୁ ଏକ ନମ୍ବର ଏବଂ ଦୁଇ ନମ୍ବର ଦୁଇଟି ପାରା ରହିଅଛି।
ଏହି ଦୁଇଟି ପାରା ମାଧ୍ୟମରେ ଆପଣ ଆପଣଙ୍କ ଭବିଷ୍ୟ କିପରି ରହିବ ସେହି ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛି ଆପଣଙ୍କ ଯେଉଁ ସମସ୍ୟା ରହୁଛି ଆଜିର ବିଷୟରେ ଆପଣ ଏହି ଦୁଇ ପାରା ମଧ୍ୟରୁ ଯେ କୌଣସି ଗୋଟିଏ ପାରା ବାଛି ଆପଣ ଆପଣଙ୍କ ଭବିଷ୍ୟ ନିର୍ଦ୍ଧାର କରିପାରିବେ।
୧:- ଯଦି ଆପଣ ପ୍ରଥମ ପାରା ଚୁଜ କରିଛନ୍ତି ତେବେ ଆପଣଙ୍କୁ କିଛି ଜିନିଷ ଭଲ ଲାଗିପାରେ କିନ୍ତୁ ତାହା ଆପଣଙ୍କ ପାଇଁ ଠିକ ନୁହେଁ। ଏମିତି ସମ୍ପର୍କରେ ଆସିବେ ଯାହା ଆପଣଙ୍କ ପାଇଁ ଠିକ ନ ଥିବ ତଥାପି ଆପଣ ସେଥିରୁ ବାହାରି ପାରିବେ ନାହି। ଆପଣଙ୍କୁ କିଛି ସମୟ ପାଇଁ ଖୁସି ମିଳିପାରେ । ଆପଣ ନିଜକୁ ଫସିବାର ଅନୁଭବ କରିବେ। ଆପଣଙ୍କ ଲାଇଫରେ ଏମିତି କିଛି ଅଛି ଯାହା ଠିକ ନୁହେଁ ତଥାପି ଆପଣ ସେଥିରେ ଫସିଛନ୍ତି।
Hj
ଏମିତି ଆପଣଙ୍କ ଭାଗ୍ୟରେ ଲେଖା ଅଛି। ବର୍ତ୍ତମାନ ଆପଣଙ୍କ ଯେଉଁ ବି ସବୁ ସମସ୍ୟା ଦେଇ ଚାଲୁଥିଲେ ତାହା ସବୁ ଦୂର ହୋଇଯିବ। ପୁତ୍ରକୁ ନେଇ ଯେଉଁ ଚିନ୍ତାରେ ଥିଲେ ତାହା ସବୁ ଆପଣଙ୍କ ଦୂର ହୋଇଯିବ। ସ୍ତ୍ରୀଙ୍କ ପାଇଁ ଆପଣ ଯେଉଁ ଖରାପ ଦଶା ଭୋଗ କରୁଥିଲେ ତାହା ସବୁ ଦୂର ହୋଇଯିବ।
୨:- ଯଦି ଆପଣ ଦ୍ୱିତୀୟ ପାରା ଚୁଜ କରିଛନ୍ତି ତେବେ ଆପଣଙ୍କ ଭାଗ୍ୟରେ ବହୁତ ସୁନ୍ଦର ମଣିଷ ମିଳିବାର ଲେଖା ଅଛି। ସେ ବ୍ୟକ୍ତି ହୃଦୟରୁ ସଚ୍ଚା ହୋଇଥିବ। ବହୁତ ଭଲ ବନ୍ଧୁ, ପବିତ୍ର ଆତ୍ମା ଓ ଜୀବନ ସାଥି ମିଳିବାରେ ଅଛି ଆପଣଙ୍କ ଭାଗ୍ୟରେ। ସେ ଆପଣଙ୍କର କେବେ ବି ଖରାପ ଚିନ୍ତା କରିବେ ନାହି। ସେ ଆପଣଙ୍କର ଜୀବନସାଥି ହୋଇଥିବେ।
ଆପଣଙ୍କର ମ୍ୟାରେଜ ହୋଇଥିଲେ ବା ଲଭ ରିଲଶେସନରେ ଥିଲେ ନିଶ୍ଚୟ ସେହି ବ୍ୟକ୍ତିଙ୍କ ସାଥ ଦେବେ। ଆପଣଙ୍କ ଜୀବନର ଅସଲ ଖୁସି ତାଙ୍କ ସହ ରହିଛି। ବର୍ତ୍ତମାନ ଆପଣଙ୍କ ସମସ୍ୟା ଦୂତର ହେବାର ସମୟ ଆସି ଯାଇଛି। କିନ୍ତୁ ଆପଣଙ୍କ କର୍ମ ପାଇଁ ଫଳ ପ୍ରାପ୍ତିର ସମୟ ବିଳମ୍ବ ହେଉଅଛି। ଅର୍ଥାତ ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି ତାହାର ଶୁଭଫଳ ଆପଣଙ୍କୁ ନିଶ୍ଚିତ ପ୍ରାପ୍ତ ହେବ।