Movie prime

ବାଛନ୍ତୁ ୩ଟି ଫୁଲ ମଧ୍ୟରୁ ଗୋଟିଏ ଫୁଲ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଦିନର ପ୍ରେମ ସମ୍ପର୍କ ବିଷୟରେ

 
Ty
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନଙ୍କ ମଧ୍ୟରୁ ପ୍ରାୟତଃ ଲୋକମାନେ ସାମ୍ନାରେ ଥିବା ବ୍ୟକ୍ତି କିମ୍ବା ନିଜ ବନ୍ଧୁର ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଜାଣିବାକୁ ଚେଷ୍ଟା କରିଥାନ୍ତି। ଏଥିପାଇଁ ସେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ଗେମ ନେଇ ଆସିଛି।
ଯାହା ଦ୍ଵାରା ଆପଣ କୌଣସି ବି ବ୍ୟକ୍ତିର ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଜାଣି ପାରିବେ। ଆପଣ ଏହି ୩ ଟି ଗୋଲାପ ଫୁଲ ବାଲା ଫଟୋ ଦେଖନ୍ତୁ ଓ ନିଜର ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ଏହା ମଧ୍ୟରୁ ଗୋଟିଏ ବାଛିବା ପାଇଁ କୁହନ୍ତୁ। ଏହା ପରେ ଆମେ ଆପଣଙ୍କୁ ବାଛିଥିବା ଗୋଲାପ ଫୁଲ ହିସାବରେ ତାଙ୍କର ସ୍ଵଭାବ ଓ ବ୍ୟକ୍ତିତ୍ଵ ବିଷୟରେ କହିବୁ।
Ty
ପ୍ରଥମ ଗୋଲାପ:- ଯଦି ଆପଣ ଏହି ଗୋଲାପକୁ ବାଛିଛନ୍ତି ତେବେ ଆପଣଙ୍କର ମାତା ପିତା ଭାଇ ଭଉଣୀ ଅର୍ଥାତ ଆପଣଙ୍କର ପରିବାରରର ସମସ୍ତଙ୍କ ହୃଦୟରେ କେବଳ ଆପଣଙ୍କ ନାଁ ହିଁ ଅଛି।
ଯେଉଁମାନେ ଆପଣଙ୍କୁ ବହୁତ ପ୍ରେମ କରନ୍ତି। ନିଜର ଖୁସି ପୂର୍ବରୁ ପ୍ରଥମେ ଆପଣଙ୍କ ଖୁସି ବିଷୟରେ ଚିନ୍ତା କରନ୍ତି। ସେମାନେ ଆପଣଙ୍କୁ ଦୁନିଆରର ସମସ୍ତ ଖୁସି ଦେବାକୁ ଚାହାନ୍ତି।
Tt
ଦ୍ଵିତୀୟ ଗୋଲାପ:- ଯଦି ଆପଣ ଦ୍ଵିତୀୟ ନମ୍ବରର ଗୋଲାପକୁ ବାଛିଛନ୍ତି ତେବେ ଆପଣଙ୍କ ଲଭର ଅର୍ଥାତ ଆପଣଙ୍କର ପ୍ରେମୀର ହୃଦୟ କେବଳ ଆପଣଙ୍କର ହିଁ ହୋଇଥାଏ।
ସେ ଆପଣଙ୍କୁ ହୃଦୟର ସହିତ ଭଲ ପାଆନ୍ତି। କେବେ ବି ଆପଣଙ୍କୁ କଷ୍ଟରେ ଦେଖି ପାରନ୍ତି ନାହିଁ। ଆପଣଙ୍କ ପାଇଁ କିଛି ନା କିଛି ସ୍ପେଶାଲ କରୁଥାନ୍ତି।
Rt
ତୃତୀୟ ଗୋଲାପ:- ଯଦି ଆପଣ ତୃତୀୟ ଗୋଲାପକୁ ବାଛିଛନ୍ତି ତେବେ କୌଣସି ଅଜଣା ବ୍ୟକ୍ତି ଯାହାକୁ ଆପଣ ଜାଣନ୍ତି ନାହିଁ ତାଙ୍କ ହୃଦୟରେ ଆପଣ ଅଛନ୍ତି।
ପ୍ରଥମ ସାକ୍ଷାତରେ ହିଁ ସେ ଆପଣଙ୍କୁ ପସନ୍ଦ କରି ବସିଛନ୍ତି। ସେ ଆପଣଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି ଓ ଲୁଚି ଲୁଚି ଆପଣଙ୍କୁ ଦେଖନ୍ତି।