Movie prime

ଚୋରି ଗାଡ଼ି ମିଳିବାରୁ ପୋଲିସ କୁ ଧନ୍ୟବାଦ୍ ଦେଲେ ଯୁବକ : ପୋଲିସ ଭାଇ ଙ୍କ ପାଇଁ ଆଜି ଗାଡ଼ି ଫେରି ପାଇଲି..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ବ୍ୟକ୍ତି କହିଛନ୍ତି କି ଡିସେମ୍ବର ମାସ ୧୭ ତାରିଖରେ ସେ ନିଜର ପରିବାର ଲୋକଙ୍କ ସହ ମାର୍କେଟ ଵିଲ୍ଡିଂ ଆସିଥିଲେ ଆଉ ଗାଡ଼ି ରଖିଦେଇ ସେ ଭିତରକୁ ଯାଇଥିଲେ।
Special report
ଯେତେବେଳେ ସେ କିଣାକିଣି କରି ଆସି ଦେଖିବା ବେଳକୁ ଆଉ ତାଙ୍କର ସେହି ଗାଡ଼ିକୁ ସେ ପାଇଲେ ନାହିଁ। ଗାଡ଼ିକୁ ସେ ଖୁବ ଖୋଜା ଖୋଜି କରିଥିଲେ। ମାତ୍ର ଏତେ ଖୋଜାଖୋଜି ପରେ ମଧ୍ୟ ସେ ତାଙ୍କର ଗାଡ଼ି ପାଇଲେ ନାହିଁ।
ଏହା ପରେ ବ୍ୟକ୍ତି ଜଣକ ଯାଇ ଟ୍ରାଫିକ ଷ୍ଟେସନ ରେ ମଧ୍ଯ ତାଙ୍କର ଗାଡ଼ିକୁ ଖୁବ୍ ଖୋଜାଖୋଜି କରିଥିଲେ ହେଲେ ସେଠାରେ ମଧ୍ୟ ତାଙ୍କୁ ତାଙ୍କର ଗାଡ଼ି ମିଳି ନଥିଲା।
ଏହାପରେ ବ୍ୟକ୍ତି ଜଣକ ଯେତେବେଳେ ସେ ଥାନାରେ ଏନେଇ ଅଭିଯୋଗ ଦେଇଥିଲେ ସେତେବେଳେ ପୋଲିସ ତାଙ୍କୁ ଵ୍ୟସ୍ଥ ନ ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଆଉ କହିଥିଲେ କି ନିଶ୍ଚିତ ଭାବରେ ସେ ଗାଡ଼ି ଖୋଜାଖୋଜି କରିଦେବେ ବୋଲି।
Special report
କେଉଁ ସ୍ଥାନରେ କଣ ହୋଇଥିଲା ସେ ସବୁ ଘଟଣା ବ୍ୟକ୍ତି ଜଣକ ନିକଟରୁ ସବୁ ବୁଝା ବୁଝି ମଧ୍ୟ କରିଥିଲେ। ବ୍ୟକ୍ତି ଜଣକ ଭୁଲ ଏହା ଥିଲା କି ସେ ଗାଡ଼ିକୁ ଡବଲ ଲକ୍ କରି ନଥିଲେ । ଏହାପରେ ପୋଲିସ ମାନେ ଗାଡି ଖୋଜାଖୋଜି ଆରମ୍ଭ କରିଥିଲେ।
ଆଉ ବ୍ୟକ୍ତି ଜଣକୁ ମଧ୍ଯ ତାଙ୍କର ଗାଡ଼ି ମିଳି ଯାଇଥିଲା। ଗାଡ଼ି ମିଳିବା ପରେ ସେ ଖୁବ ଖୁସୀ ଥିବା କଥା ମଧ୍ୟ କହିଛନ୍ତି। ଗାଡ଼ି ମିଳିବାର ଖୁସୀ ସେ ଶବ୍ଦରେ ମଧ୍ୟ କହି ପାରିବେ ନାହିଁ ବୋଲି କହିଥିଲେ ।
ଅନେକ ଲୋକମାନେ ଉକ୍ତ ବ୍ୟକ୍ତି ଜଣକୁ କହିଥିଲେ କି ସେ ଗାଡ଼ିକୁ ଭୂଲି ଯିଵା ପାଇଁ। କାରଣ ସେମାନେ ଭାବୁଥିଲେ କି ବ୍ୟକ୍ତି ଜଣକୁ ଆଉ ତାଙ୍କୁ ଗାଡ଼ି ମିଳି ପାରିବ ନାହିଁ।
ହେଲେ ତାଙ୍କୁ ପୋଲିସ ଗୋଟେ ଜିନିଷ ଭରଷା ଦେଇଥିଲେ କି ଭଗବାନ କୁ ଡାକିବା ସହ ତାଙ୍କ ଉପରେ ଭରଷା ରଖିବା ପାଇଁ। ଏବେ ବ୍ୟକ୍ତି ଜଣଙ୍କୁ ତାଙ୍କର ଗାଡ଼ି ମଧ୍ୟ ମିଳି ସାରିଛି ଯାହା ପାଇଁ ବ୍ୟକ୍ତି ଜଣକ ଖୁବ ଖୁସୀରେ ଥିବା ମଧ୍ୟ ନଜର ଆସିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.