Movie prime

ତିନି ମାସ ର ଛୁଆ କୁ ଛାଡ଼ି ଅଙ୍ଗନବାଡ଼ି ଦିଦି ହେଲେ ଫେରାର ....

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ନାରୀ ମାନେ କିଭଳି ନିଜ ପରିବାର ପିଲା ଛୁଆ ଙ୍କୁ ଛାଡି ଅନ୍ୟ ପୁରୁଷ ଙ୍କ ସହିତ ଚାଲି ଯାଉଛନ୍ତି।ସେଭଳି ମହିଳା ମାନେ ନିଜ ପରିବାର ପିଲା ଛୁଆ ଙ୍କ କଥା ଟିକେ ବି ଭାବୁ ନାହାଁନ୍ତି।ଏପରି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ବଲଗଡ ଥାନା ଅଞ୍ଚଳ ରେ।
Special report
ଏଠାରେ ଜଣେ ଅଙ୍ଗନବାଡ଼ି କର୍ମୀ ନିଜ ପିଲ କୁ ଛାଡି ଦେଇ ଅନ୍ୟ ଜଣେ ପୁରୁଷ ଙ୍କ ସହିତ ଚାଲି ଯାଇଛନ୍ତି।ଏହାକୁ ନେଇ ଏବେ ସେ ଅଞ୍ଚଳ ରେ ତାଙ୍କ ବିଷୟ ରେ ଖୁବ୍ ଚର୍ଚ୍ଚା କରା ଯାଉଚି।ସେ କିଭଳି ନିଜର ତିନି ମାସ ର ଛୁଆ କୁ ଛାଡି ଚାଲି ଗଲେ ତାହା ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ସୃଷ୍ଟି କରିଛି।
ସୂଚନା ଅନୁସାରେ ଗତ କିଛି ଦିନ ତଳେ ସ୍ଥାନୀୟ ଅଂଚଳରେ ରୋଜାଲିନ ଦାସ ନାମକ ଜଣେ ମହିଳା ସେହି ଅଞ୍ଚଳ ର ଅଙ୍ଗନବାଡ଼ି କର୍ମୀ ଭାବେ ନିଯୁକ୍ତି ହୋଇଥିଲେ।ତାଙ୍କ ସ୍ଵାମୀ ବାହାରେ ରୁହନ୍ତି।ତାଙ୍କର ତିନି ମାସ ର ଝିଅ ଟିଏ ଅଛି।ଘଟଣା ଦିନ ରୋଜାଲିନ ନିଜର ଜଣେ ସହକର୍ମୀ ଙ୍କ ସହିତ ଅଙ୍ଗନବାଡ଼ି ର ଏକ କାମ ରେ ଯାଇଥିଲେ।
ତାଙ୍କ ସହକର୍ମୀ ଜଣକ ହେଉଛନ୍ତି ସରୋଜିନୀ।ସେ ସ୍କୁଟି ରେ ରୋଜାଲିନ ଙ୍କୁ ନେଇ କରି ଯାଇଥିଲେ।ଫେରିଲା ବେଳେ ସେ ତାଙ୍କ ନଣଦ ଘର କୁ ଯାଇଥିଲେ।ଠିକ୍ ସେହି ସମୟରେ ରେ ରୋଜାଲିନ ତାଙ୍କୁ କହିଲେ ଅନ୍ୟ ଏକ ରାସ୍ତା ଦେଇ ଘର କୁ ଯିବା ପାଇଁ।କିନ୍ତୁ ସରୋଜିନୀ ମନା କରି ଦେଇଥିଲେ।
Special report
ଏହା ପରେ ରୋଜାଲିନ ନିଜ ପୁରୁଷ ବଂଧୁ କୁ ଡକାଇଲେ।ନିଜ ଝିଅ ଓ ମୋବାଇଲ ଫୋନ କୁ ସରୋଜିନୀ ଙ୍କୁ ଦେଇ ସେ ତାଙ୍କ ପ୍ରେମିକ ସହିତ ଚାଲି ଗଲେ।କିଛି ସମୟ ପରେ ସରୋଜିନୀ ଙ୍କୁ ଫୋନ୍ କରି କହିଲେ ମୁ ଆଉ ଘର କୁ ଯିବିନି।
ତମେ ମୋ ଝିଅ ଆଉ ଫୋନ୍ କୁ ଘରେ ଦେଇ ଦବ।ଏହା ଶୁଣି ସରୋଜିନୀ ଆଶ୍ଚର୍ଯ୍ୟ ହୋଇ ଗଲେ।ସେ ତାଙ୍କ ତିନି ମାସ ର ଝିଅ କୁ ନେଇ ତାଙ୍କ ଘରେ ଦେବାକୁ ଗଲେ।ସେମାନେ କହିଲେ ତା ମା ତ କୁଆଡେ ଚାଲି ଗଲା।ଆମେ ଏ ଝିଅ କୁ ରଖିବୁ ନାହିଁ।
ତାଙ୍କ ସ୍ଵାମୀ ମଧ୍ୟ ନିଜ ଝିଅ କୁ ରଖିଲେ ନାହିଁ।ଏହା ପରେ ସରୋଜିନୀ ତାଙ୍କ ଝିଅ କୁ ନେଇ ପୋଲିସ ଥାନା କୁ ଗଲେ।ସେଠାରେ ମଧ୍ୟ ଝିଅ କୁ ରଖିଲେ ନାହିଁ।ଏହା ପରେ ସେ ଝିଅ କୁ ନେଇ ଶିଶୁ କଲ୍ୟାଣ ସ୍ଥାନ ରେ ଛାଡି ଦେଇ ଆସିଲେ।
ଓ ଏବେ ଝିଅ ଟି ପାଇଁ ସେ ଅଞ୍ଚଳ ରେ ସମସ୍ତ ଙ୍କ ମନ ରେ ଚିନ୍ତା ରହିଛି।କିଭଳି ନିଜେ ମା ହୋଇ ଛୋଟ ଝିଅ ଟି ସହିତ ଏପରି କଲା।ତାହା ଏବେ ସମସ୍ତ ଙ୍କ ମନ ରେ ପ୍ରଶ୍ନ ସୃଷ୍ଟି କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.