Movie prime

କ୍ଲାସ ରୁମ୍ ରେ ଛାତ୍ରୀ ସହ ସବୁ ସୀମା ଟପିଗଲେ ପ୍ରଧାନଶିକ୍ଷକ, ଶେଷରେ ଛାତ୍ରୀ କହିଲା ସବୁ ସତ ଆଉ ତାପରେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଛାତ୍ରୀ ଙ୍କୁ ଅସଦାଚରଣ କରି ଏବେ ବନ୍ଧା ହୋଇଛନ୍ତି ହେଡ଼ ସାର୍। ଏହି ଶିକ୍ଷକ ଜଣକ ଏବେ ଶିକ୍ଷକ ଭଳି ଏକ ପବିତ୍ର ନାମରେ କଳଙ୍କ ଲଗାଇ ଦେଇଛନ୍ତି।
ଆପଣ ମାନେ ଜାଣିଥିବେ କି ଆମ ସମାଜରେ ଗୁରୁ ଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆ ଯାଇଛି। ହେଲେ ଏଭଳି କିଛି ପବିତ୍ର ସମ୍ପର୍କ କୁ ଜଳାଞ୍ଜଳି ଦେଇ କିଛି ଶିକ୍ଷକ ଏହାକୁ ବଦନାମ କରିବାରେ ଲାଗି ପଡିଛନ୍ତି ଆଉ ଏହା ଏକ ଦୁଃଖଦ ବିଷୟ ଅଟେ।
ଏଭଳି ଏକ ଶିକ୍ଷକ ଏବେ ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହୋଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟି ଯାଇଛି ବାଲେଶ୍ଵର ଜିଲ୍ଲାରେ। କାରଣ ସୀମା ପାର କରି ଯାଇଛନ୍ତି ପ୍ରଧାନ ଶିକ୍ଷକ ଜଣକ।
Special report
ପିଲାଙ୍କୁ ପାଠ ପଢ଼ାଇବା ବଦଳରେ ସେ ନିଜେ ହିଁ ପ୍ରେମ ପାଠ ପଢିଥିଲେ। ସ୍କୁଲ୍ ପରିସର ରେ ହିଁ ସେ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଏହାପରେ ଶେଷରେ ସେ ଗ୍ରାମବାସୀ ଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ।
ଆଉ ଗ୍ରାମବାସୀ ଙ୍କ ହାବୁଡ଼ରେ ପଡ଼ି ଶେଷରେ ସେ ହିନସ୍ଥା ମଧ୍ୟ ହୋଇଥିଲେ। ଏଭଳି ଏକ ଘଟଣା ଘଟି ଯାଇଛି ଭୋଗରାଇ ବ୍ଲକ ଚଣ୍ଡୀପୁର ମେଣ୍ଢାବଣିଆ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେଠାରେ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚରଣ ଜେନା
ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଙ୍କୁ ଅସଦାଚରଣ କରିଥିବା ଜଣା ପଡ଼ିଛି। ଆଉ ଅବିଭାବକ ମାନେ ଅଭିଯୋଗ କରିବା ପରେ ସ୍କୁଲ୍ ପରିସର ରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖା ଯାଇଥିଲା।
ପ୍ରଧାନ ଶିକ୍ଷକଙ୍କୁ ଏହି ସମ୍ପର୍କରେ ପଚରା ଯିବାରୁ ସେ କୌଣସି ପ୍ରକାରର ଉତ୍ତର ନଦେଇ ସେଠାରୁ ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଗ୍ରାମବାସୀ ମାନେ ପ୍ରଧାନ ଶିକ୍ଷକ ଙ୍କୁ ଠେଲାପେଲା କରିବା ସହ ତାଙ୍କୁ ଅଟକ ରଖିଛନ୍ତି।
ପ୍ରଧାନ ଶିକ୍ଷକ କିନ୍ତୁ ଖୁବ୍ ଡରି ଯାଇଥିବାର ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ସିଆରସିସି ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା ମଧ୍ୟ କରିଥିଲେ। ତେବେ ଏହି ଘଟଣା ଏବେ ତଦନ୍ତ ପରିସରଭୁକ୍ତ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.