Movie prime

କଲେଜ୍ ରେ ପାଠ ପଢିବା ବୟସ ରେ ପ୍ରେମିକ ର ଜଙ୍ଘ ଉପରେ ବସି ରଖିଲା ସମ୍ପର୍କ, ପରେ ସହପାଠୀ କଲେ ରେକର୍ଡ ଆଉ ଭାଇରାଲ

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବାପା ମା ମାନେ କେତେ ଆଶା ନେଇ ନିଜ ପିଲା ମାନଙ୍କୁ କଲେଜ ପଠାଇ ଥାଆନ୍ତି ପାଠ ପଢ଼ିବା ପାଇଁ।ହେଲେ ପିଲା ମାନେ ସେଠାରେ ପାଠ ନ ପଢି ଖରାପ କାମ ରେ ଲିପ୍ତ ରହି ଥାଆନ୍ତି।
ଆଜି ଆମେ ଏପରି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଯୁବକ ଯୁବତୀ କଲେଜ ରେ ବସି ପ୍ରେମ କରୁଛନ୍ତି।ଏହାର ଏକ ଭିଡିଓ ଅନ୍ୟ ଜଣେ ପିଲା ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛି।ଏବେ ଏହି ଭିଡିଓ ଟି ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି।
ସୂଚନା ଅନୁସାରେ କଲେଜ ପାଠ ପଢୁଥିବା ଛାତ୍ର ଛାତ୍ରୀ ଦିନ କୁ ଦିନ ବହୁତ ତଳ କୁ ଖସି ଗଲେଣି।ପାଠ ପଢ଼ିବାକୁ ଯାଇ ସେଠାରେ ଏପରି କିଛି କାମ କରୁଛନ୍ତି ଯାହାକୁ ଆପଣ ମାନେ ଦେଖିଲେ ବିଶ୍ଵାସ କରି ପାରିବେ ନାହି।
Special report
ଛାତ୍ର ଜଣକ ବେଞ୍ଚ ଉପରେ ବସି ଥିବା ବେଳେ ଛାତ୍ରୀ ଜଣକ ଉପର ଡେସ୍କ ରେ ବସି ପ୍ରେମ କରୁଛନ୍ତି।ପୁଅ ଟି ଝିଅ ର ହାତ ଧରି କେତେ କଣ କହି ଚାଲିଛି।ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଥରେ ଭାବନ୍ତୁ ବାପା ମା ଭାବୁ ଥିବେ ନିଜ ପିଲା ଙ୍କୁ ସେ ପାଠ ପଢ଼ାଇବା ପାଇଁ କଲେଜ ପଠାଇଛି।
ହେଲେ ପିଲା ମାନେ କଲେଜ ଯାଇ ରାସ ଲୀଳା ଚଲେଇଚନ୍ତି।ଏବେ ବାପା ମା ମାନେ ନିଜ ପିଲା ଙ୍କୁ କଲେଜ ପଠାଇବା ପାଇଁ ଡରି ବାକୁ ଲାଗି ଲେଣୀ।ଏହା କୌଣସି ଅନ୍ଧାରୁଆ ପାର୍କ ନ ଥିଲା କି କୌଣସି ରୁମ୍ ନ ଥିଲା।
ସ୍କୁଲ ଓ କଲେଜ ଭିତରେ ଏମାନେ କିପରି ଏମିତି ରାସ ଲୀଳା ଚଳାଇ ଛନ୍ତି।ସେମାନଙ୍କୁ ଟିକେ ବି ଖରାପ ଲାଗୁ ନାହିଁ।ନିଜ ଇଜ୍ଜତ କୁ ନିଜ ହାତ ରେ ଖରାପ କରି ଦେଉଛନ୍ତି ଆଜିର ଯୁବ ପିଢ଼ି।ପ୍ରେମ ପାଇଁ ସେମାନେ କିଛି ବି କରି ଦେଉଛନ୍ତି।
କାହାରି କଥା ଆଉ ସେମାନେ ଶୁଣୁ ନାହାନ୍ତି।କେବଳ ନିଜ ଇଚ୍ଛା ପାଇଁ ସବୁ କିଛି ଭୁଲି ଯାଉଛନ୍ତି।ପାଠ ପଢିବା ପାଇଁ ଯାଇ ସେଠାରେ ଏମିତି ପ୍ରେମ ନିଶା ରେ ବୁଡି ରହୁଛନ୍ତି ଆଜିର ଯୁବ ପିଢ଼ି।ନିଜ ଭବିଷ୍ୟତ କୁ ମଧ୍ୟ ସେମାନେ ଦେଖି ନାହାଁନ୍ତି।ପ୍ରେମ ଛଡା ଆଉ କିଛି ନାହିଁ ବୋଲି ସେମାନେ ଭାବୁ ଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.