Movie prime

କଲେଜ୍ ପଢୁଆ ଯୁବତୀ ସହ ଯୁବକ କରୁଥିଲା ଦେହ ଖେଳ..ପରେ ସିସିଟିଭି ରୁ ରେକର୍ଡ ହେଇଗଲା ଏ ସବୁ କାଣ୍ତ

 
Jj
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମାନେ ଏହାକୁ ବିଶ୍ବାସ କରି ପାରିବେ ନାହିଁ।
ଦୋକାନ ବନ୍ଦ୍ ହେବା ପରେ କିଛି ଲୋକ ଦୋକାନ ଭିତରେ ଏଭଳି କିଛି ଚାଲିଥିଲା ଯାହାକୁ କି ଆପଣ ସ୍ୱପ୍ନରେ ସୁଦ୍ଧା ବିଶ୍ବାସ କରି ପାରିବେ ନାହିଁ। ଦିନ ଦ୍ୱିପ୍ରହରରେ ଅନେକ ଦୋକାନ ର ସଟର ଚାରିଆଡ଼େ ବନ୍ଦ ଥିବାର ଦେଖିବାକୁ ମିଳିଥାଏ।
Nn
ହେଲେ ମଧ୍ୟପ୍ରଦେଶ ର ଜବଲପୁର ରେ ଏକ ମୋବାଇଲ ଦୋକାନ ରେ ଏହି ଭିଡିଓ ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି।ସଟର ବନ୍ଦ ଥିବା ବେଳେ ସେଠାରେ ଏଭଳି କିଛି ଚାଲିଥିଲା ଯାହାକୁ
ଦେଖିବା ପରେ ଲୋକଙ୍କ ମୁହଁରେ ଲଜ୍ୟା ଆସି ଯାଇଥିଲା। ଏହି ମୋବାଇଲ ଦୋକାନ ରେ ସଟର ବନ୍ଦ କରିବା ପରେ ସେଠାରେ ଚାଲିଥିଲା ଖରାପ୍ କାମ। ଲୋକଙ୍କୁ ଅନେକ ଦିନ ଧରି ସେହି ଦୋକାନ ଉପରେ ସନ୍ଦେହ ହୋଇ ଆସୁଥିଲା।
ତେଣୁ ଗତ ସୋମବାର ଦିନ ସ୍ଥାନୀୟ କିଛି ଲୋକମାନେ ମିଶି ସତ କଣ ଜାଣିବା ପାଇଁ ତାହା ଚେଷ୍ଟା କରିଥିଲେ। ଆଉ ଯେତେବେଳେ ସଟର ଖୋଲିଥିଲେ ସେତେବେଳେ ସାମ୍ନା କୁ ଆସିଥିଲା ନ-ଗ୍ନ ଚିତ୍ର।
Nn
ସଟର ଭିତରେ ଆପତ୍ତି ଜନକ ଅବସ୍ଥାରେ ଜଣେ ମାଲିକ ଜଣେ ଯୁବତୀଙ୍କୁ ଧରିଲେ ଲୋକେ। ଆଉ ଏହି ସବୁର ଲୋକମାନେ ମଧ୍ୟ ଭିଡିଓ ଉତ୍ତୋଳନ କରିଥିଲେ। ଦୁଇଜଣ କୁ ଏକାଠି ଦେଖିବା ପରେ ସେମାନଙ୍କୁ ଧରି ଦୋକାନ ବହାରକୁ ଟାଣି ଆଣିଥିଲେ।
ଏହାପରେ ସେମାନେ ମଧ୍ଯ ପୋଲିସ କୁ ଫୋନ କରିଥିଲେ। ଏହାପରେ ସେମାନେ ମଧ୍ଯ ପୋଲିସ ଙ୍କୁ ସଂପୂର୍ଣ୍ଣ ଭିଡିଓ ଦେଖାଇ ଥିଲେ।ଏହାପରେ ଏହି ଭିଡିଓ ଟି ଭାଇରାଲ୍ ହୋଇ ଯାଇଥିଲା।
ପୋଲିସ୍ ମାଲିକ ଓ ଯୁବତୀଙ୍କୁ ଥାନା ରେ ନେଇ ଖୁବ୍ ପଚରା ଉଚରା ମଧ୍ୟ କରୁଥିଲେ। ହେଲେ ଯୁବତୀ କହିଥିଲେ କି ସେ କେବଳ ତାଙ୍କର ମୋବାଇଲ ନମ୍ବର ରିଚାର୍ଜ କରିବାକୁ ଆସିଥିଲେ ବୋଲି। ହେଲେ ଲୋକେ ସବୁ ସତ ଧରି ପକାଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.