Movie prime

ପଇସା ନ ପାଇ ଭୁବନେଶ୍ବର ରେ ଦେହ ବେପାର କରୁଛନ୍ତି ହଷ୍ଟେଲ ଛାତ୍ରୀ, ସାମାନ୍ୟ ୩୦୦ ଟଙ୍କା ରେ ବିକୁଛନ୍ତି ଇଜ୍ଜତ୍

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ବଜାର ରୁ ପ୍ରାୟ ସବୁ ଜିନିଷ କିଣି ଥିବେ।ଅର୍ଥ ଦେଇ ଖାଇବା ଜିନିଷ ହେଉ କି ଅନ୍ୟ କିଛି ଜିନିଷ ହେଉ।ସବୁ କିଛି ପାଇଁ ଆମେ ବଜାର ଉପରେ ନିର୍ଭର କରୁ।ଏବେ ବଜାର ରେ କେତେ ନୂଆ ନୂଆ ଜିନିଷ ଆସି ଲାଣି।ଲୋକ ମାନେ ଅଧିକ ମାତ୍ରା ରେ ଅର୍ଥ ଦେଇ ଜିନିଷ ନେଉଛନ୍ତି।
Special report
ତେବେ ଆଜି ଆମେ ଆପଣ ମାନଙ୍କୁ ଏକ ସମ୍ପୂର୍ଣ୍ଣ ନୂଆ ଜିନିଷ କଥା କହିବାକୁ ଯାଉଛୁ।ତାହା ହେଉଚି ଝିଅ।ଯାହାକି ଏପରି ଏକ ସ୍ଥାନ ଅଛି ଯେଉଁ ଠାରେ ଝିଅ ମାନଙ୍କୁ ବିକ୍ରୀ କରା ଯାଉଚି।ପୁରୁଷ ମାନେ ସୁନ୍ଦରୀ ଝିଅ ମାନଙ୍କୁ ନିଜ ପସନ୍ଦ ରେ କିଣି କରି ନେଉଛନ୍ତି।
ଏଥିପାଇଁ ତାଙ୍କ ସରକାର ମଧ୍ୟ ସ୍ଵୀକୃତି ଦେଇଛନ୍ତି।ଏହା ବୁଲଗାରିଆ ରେ ଦେଖା ଯାଏ।ଏହି ମାର୍କେଟ କୁ ବ୍ରାଇଡ ମାର୍କେଟ ବା କନ୍ୟା ବଜାର କୁହା ଯାଏ।ଏଠାରେ ଯେତେ ସୁନ୍ଦର ଝିଅ ଥିବେ ସେତେ ଅଧିକ ଟଙ୍କା ରେ ଲୋକ ମାନେ କିଣିବେ।
Special report
ଆପଣ ସମସ୍ତେ ଜାଣି ଥିବେ ଏବେ ବିବାହ ପାଇ ଝିଅ ଙ୍କ ସଂଖ୍ୟା କେତେ କମ୍।ଲୋକ ମାନଙ୍କୁ ବିବାହ କରିବାକୁ ଝିଅ ମିଳୁ ନାହିଁ।ଏହି ବଜାର ଷ୍ଟାର ଜାଗର ନାମ ରେ ପରିଚିତ।ଏହାକୁ ତାଙ୍କ ସରକାର ମଧ୍ୟ ପସନ୍ଦ କରିଛନ୍ତି।ପୁରୁଷ ମାନେ ନିଜ ପାଇଁ ସୁନ୍ଦର ପତ୍ନୀ ଏହି ଠାରୁ ଖୋଜି ନିଅନ୍ତି।
ନିଜ ପରିବାର ସହିତ ସେମାନେ ଏହି ବଜାର କୁ ଆସନ୍ତି।ଝିଅ ପସନ୍ଦ ହେବା ପରେ ରେଟ ଫାଇନାଲ କରା ଯାଏ।ଏହ ପରେ ଯୁବତୀ ଙ୍କୁ ଘର କୁ ନେଇ ତାଙ୍କୁ ବିବାହ କରି ଘରେ ରଖନ୍ତି।ପତ୍ନୀ ର ମାନ୍ୟତା ଦିଅନ୍ତି।
Special report
ଯେଉଁ ପିତା ମାତା ଗରିବ ସେମାନେ ତାଙ୍କ ଝିଅ ଙ୍କୁ ଏହି ଠାରେ ବିକ୍ରୀ କରି ଦିଅନ୍ତି।ସେମାନେ ତାଙ୍କ ଝିଅ ର ବାହାଘର କରି ପାରିବେ ନାହିଁ।ସେଥିପାଇଁ ଏଠାରେ ବିକ୍ରୀ କରି ଦିଅନ୍ତି।ଯେଉଁ ଝିଅ ମାନେ ଆଗରୁ ବିବାହ କରି ନ ଥିବେ ସେମାନଙ୍କ ମୂଲ୍ୟ ଟିକେ ଅଧିକ ଥାଏ।
ଆଗରୁ ବିବାହ କରି ଥିବା ଝିଅ ଙ୍କ ମୂଲ୍ୟ କମ ଥାଏ।ଏଥିପାଇଁ କିଛି ନିୟମ ରହିଛି।ଯେଉଁ ଯୁବକ ଙ୍କ ର ବିବାହ କରିବାକୁ ଇଛା ଥିବ ସେମାନେ ଏଠାରୁ ଝିଅ କିଣି କି ନେବେ।ଏହା ସେଠାରେ ବହୁତ ବର୍ଷ ଧରି ପ୍ରଚଳିତ ହେଉଚି।ଯେଉଁ ଯୁବକ ଏଠାରେ ଝିଅ କିଣିବେ ସେମାନେ ସମାନ ସମ୍ପ୍ରଦାୟ ର ହୋଇ ଥିବା ଦରକାର।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.