କଲେଜ୍ ପଢୁଆ ଯୁବତୀ ର ଇଜ୍ଜତ୍ ଲୁଟିଲା ପ୍ରିନ୍ସିପାଲ୍, ଛାତ୍ରୀ ବି କହୁଥିଲା ମୁଁ ବି କାହାକୁ କିଛି କହିବିନି କିନ୍ତୁ ମୋର ମାର୍କ ଦରକାର୍
Nov 12, 2023, 12:55 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏକ ଘଟଣା ସଂପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ପାଠ ପଢିବାକୁ ଛାତ୍ରୀ ଜଣକ ଯାଉଥିବା ସମୟରେ ସୁଯୋଗ ଦେଖି ତାଙ୍କୁ ଦୁଇଜଣ ଶିକ୍ଷକ ଦୁ-ଷ୍କ-ର୍ମ କରିଥିଲେ।

ନବରଙ୍ଗପୁର ଜିଲ୍ଲାର, ରାଇଘର , କୁନ୍ଦେଇ ଅଞ୍ଚଳର ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଗଣ ଦୁ-ଷ୍କ-ର୍ମ ମାମଲାରେ ଦୁଇ ଜଣ ଶିକ୍ଷକଙ୍କୁ ଆଜି ଗିରଫ କରାଯାଇଛି।
ପୀଡ଼ିତା ଙ୍କ ୧୬୧ ବୟାନ ମଧ୍ଯ ରେକର୍ଡ କରାଯାଇଛି। ଆଉ ପୀଡ଼ିତା ଜଣକ ମୁଣ୍ଡ ସ୍ଥିର ହେବା ପରେ ୧୬୪ ବୟାନ ରେକର୍ଡ ହେବ ବୋଲି ମଧ୍ୟ ଏହା କୁହାଯାଇଛି।
ଆଉ ଅନ୍ୟପଟେ ପୀଡ଼ିତା ଙ୍କୁ ନ୍ୟାୟ ମିଳୁ ବୋଲି ତାଙ୍କ ବାପା ମିଡ଼ିଆ ସାମ୍ନାରେ କାନ୍ଦି କାନ୍ଦି କହିଛନ୍ତି। ପୀଡ଼ିତା ଙ୍କ ବାପା କହିଛନ୍ତି କି ଅଭିଯୁକ୍ତ ଶିକ୍ଷକଙ୍କୁ କଠୋର ରୁ କଠୋର ଶାସ୍ତି ମିଳିବା ଦରକାର୍। କାରଣ ସେଠାରେ ଅନେକ ଝିଅ ମାନେ ମଧ୍ୟ ପାଠ ପଢୁଛନ୍ତି।

ସେଥିପାଇଁ ତାଙ୍କ ଝିଅ ପ୍ରତି ଯାହା ହେଲା ତାହା ଯେପରି ଅନ୍ୟ ଝିଅ ମାନଙ୍କ ପ୍ରତି ନହେଉ। ଅଭିଯୁକ୍ତ ଙ୍କୁ ପୋସ୍କୋ କୋର୍ଟ ରେ ହାଜିର୍ କରଯାଇଥିଲା। ଏହା ପରେ ସେଠାରେ ଅଭିଯୁକ୍ତ ଶିକ୍ଷକ ଙ୍କ ଜାମିନ ଆବେଦନ କୁ ଖାରଜ ମଧ୍ଯ କରାଯାଇ ଥିଲା।
ଏହାପରେ ଦୁଇଜଣ ଶିକ୍ଷକଙ୍କୁ ଏବେ ହାଜତ କୁ ପଠା ଯାଇଛି। ଏହି ଘଟଣା ଏବେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଏହାକୁ ଘୋର ନିନ୍ଦା ମଧ୍ଯ କରାଯାଇଛି।
କାରଣ ବିଦ୍ୟାଳୟ ହେଉଛି ବିଦ୍ୟାର ମନ୍ଦୀର ଆଉ ଯଦି ସେଠାରେ ହିଁ ଏଭଳି ଘଟଣା ଘଟିବ ତେବେ ଲୋକମାନେ ଆଉ କାହାକୁ ବିଶ୍ଵାସ କରିବେ। ଏବେ ଏହି ଘଟଣା ସଂପର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଆଉ ଅନେକ ଲୋକ ମାନେ ଏହା କହିଛନ୍ତି କି ଅଭିଯୁକ୍ତ ଶିକ୍ଷକଙ୍କୁ କଠୋର ରୁ କଠୋର ଶାସ୍ତି ମିଳୁ। ତେବେ ଆପଣ ଏହି ସମ୍ପର୍କରେ ଆପଣଙ୍କ ମତାମତ କଣ ରଖିବେ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।